ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb22 ସେପ୍ଟେମ୍ବର ପୃଷ୍ଠା ୧୪
  • ତମ ପୁଅକୁ କୋଳରେ ଉଠାଇ ନିଅ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ତମ ପୁଅକୁ କୋଳରେ ଉଠାଇ ନିଅ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ପ୍ରାୟ ସମାନ ଲେଖା
  • ସେମାନଙ୍କ ସହ ଯେତେ ଅଛନ୍ତି ତାʼଠାରୁ ଅଧିକ ଆମ ସହ ଅଛନ୍ତି
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ଯିହୋବାଙ୍କ ପାଖକୁ ଯାଇ ଆଶ୍ରୟ ନିଅନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ପ୍ରାର୍ଥନା ଯୋଗୁଁ ଯିହୋବା ପଦକ୍ଷେପ ନେଲେ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ଭଲଭାବେ ସେବା କରିବାରେ ଯୁବାମାନଙ୍କୁ ସାହାଯ୍ୟ କରନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
mwb22 ସେପ୍ଟେମ୍ବର ପୃଷ୍ଠା ୧୪
ଶୁନେମରେ ରଥିବା ଜଣେ ସ୍ତ୍ରୀ ଖୁସିରେ ନିଜ ପୁଅକୁ ଆଲିଙ୍ଗନ କରୁଛନ୍ତି ଯାହାର ପୁନରୁଥାନ ହୋଇଛି ଏବଂ ଇଲୀଶାୟ ସେମାନଙ୍କୁ ଦେଖୁଛନ୍ତି ।

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ତମ ପୁଅକୁ କୋଳରେ ଉଠାଇ ନିଅ

ଶୁନେମରେ ରହୁଥିବା ଜଣେ ସ୍ତ୍ରୀ ଇଲୀଶାୟଙ୍କ ବହୁତ ଭଲଭାବେ ଅତିଥି ସତ୍କାର କଲେ (୨ରାଜା ୪:୮-୧୦)

ଯିହୋବା ସେ ସ୍ତ୍ରୀ ଉପରେ ଖୁସି ହେଲେ ଏବଂ ତାକୁ ଗୋଟିଏ ପୁଅ ଦେଲେ (୨ରାଜା ୪:୧୬, ୧୭; ପ୍ର୧୭.୧୨-ହି ପୃ ୪ ¶୭)

ଯିହୋବା ଇଲୀଶାୟଙ୍କ ଜରିଆରେ ସେହି ସ୍ତ୍ରୀର ପୁଅକୁ ପୁଣିଥରେ ଜୀବିତ କଲେ (୨ରାଜା ୪:୩୨-୩୭; ପ୍ର୧୭.୧୨-ହି ପୃ ୫ ¶୮)

ଯଦି ଆପଣଙ୍କ ପିଲାର ମୃତ୍ୟୁ ହୋଇଯାଇଛି, ତେବେ ହୁଏତ ଆପଣଙ୍କୁ ଏହି ଦୁଃଖକୁ ସହିବା ବହୁତ କଷ୍ଟ ହେଉଥିବ । କିନ୍ତୁ ଭରସା ରଖନ୍ତୁ ଯେ ଯିହୋବା ଆପଣଙ୍କ ଦୁଃଖକୁ ଭଲଭାବେ ବୁଝନ୍ତି । ଖୁବ୍‌ ଶୀଘ୍ର ସେ ଆପଣଙ୍କ ପିଲାକୁ ପୁଣିଥରେ ଜୀବିତ କରିବେ । (ଆୟୁ ୧୪:୧୪, ୧୫) ସେହି ସମୟ କେତେ ଖୁସିର ସମୟ ଥିବ !

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ