ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb21 ସେପ୍ଟେମ୍ବର ପୃଷ୍ଠା ୧୪
  • ମୂଲ୍ୟବାନ ଉତ୍ତରାଧିକାର ପାଇବାର ସୁଯୋଗ ହରାନ୍ତୁ ନାହିଁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ମୂଲ୍ୟବାନ ଉତ୍ତରାଧିକାର ପାଇବାର ସୁଯୋଗ ହରାନ୍ତୁ ନାହିଁ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ପ୍ରାୟ ସମାନ ଲେଖା
  • ଯିହୋବା ବୁଦ୍ଧିମାନର ସହ ଜମିକୁ ବାଣ୍ଟିଲେ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ଯିହୋବା ଇସ୍ରାଏଲୀୟମାନଙ୍କ ପକ୍ଷରେ ଯୁଦ୍ଧ କଲେ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ଯିହୋଶୂୟଙ୍କ ଶେଷ ଉପଦେଶ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ଯିହୋବା ନିଜ ଲୋକମାନଙ୍କୁ ଜଗତରୁ ଭିନ୍ନ କରିଛନ୍ତି
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
mwb21 ସେପ୍ଟେମ୍ବର ପୃଷ୍ଠା ୧୪

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ମୂଲ୍ୟବାନ ଉତ୍ତରାଧିକାର ପାଇବାର ସୁଯୋଗ ହରାନ୍ତୁ ନାହିଁ

କାଲେବ ଶକ୍ତିଶାଳୀ ଶତ୍ରୁମାନଙ୍କୁ ତଡ଼ିଦେଇ ନିଜର ମୂଲ୍ୟବାନ ଉତ୍ତରାଧିକାର ରକ୍ଷା କଲେ (ଯିହୋ ୧୫:୧୪; ଇନସାଇଟ୍‌-୧ ପୃ ୧୦୮୩ ¶୩)

କିଛି ଇସ୍ରାଏଲୀୟମାନେ ନିଜ ଉତ୍ତରାଧିକାରର ଜମିକୁ ମିଥ୍ୟା ଉପାସକ ମାନଙ୍କଠାରୁ ରକ୍ଷା କରିପାରିଲେ ନାହିଁ (ଯିହୋ ୧୬:୧୦; ଇନସାଇଟ୍‌-୧ ପୃ ୪୮୪)

ଯିହୋବା ସେହି ଲୋକମାନଙ୍କ ପାଇଁ ଲଢ଼ିଲେ ଯେଉଁମାନେ ପ୍ରକୃତରେ ଉତ୍ତରାଧିକାରର ଜମି ରକ୍ଷା କରିବାକୁ ଚାହୁଁଥିଲେ (ଦ୍ୱିବି ୨୦:୧-୪; ଯିହୋ ୧୭:୧୭, ୧୮; ଇନସାଇଟ୍‌-୧ ପୃ ୪୦୨ ¶୩)

ଯିହୋବା ପ୍ରତିଜ୍ଞା କରିଛନ୍ତି ଯେ ସେ ଆମକୁ ଉତ୍ତରାଧିକାର ଭାବେ ଅନନ୍ତ ଜୀବନ ଦେବେ । ବାଇବଲର ଅଧ୍ୟୟନ କରି, ସଭାଗୁଡ଼ିକରେ ଓ ପ୍ରଚାର ସେବାରେ ଯାଇ ଏବଂ ପ୍ରାର୍ଥନା କରି ଆମେ ନିଜକୁ ମଜବୁତ କରିପାରିବା, ଯାହାଫଳରେ ଆମେ ଭୁଲ କାମ ଆଡ଼କୁ ଆକର୍ଷିତ ନ ହୋଇ, ଉତ୍ତରାଧିକାର ପାଇବାର ସୁଯୋଗକୁ ହାତଛଡ଼ା ହେବାକୁ ଦେବା ନାହିଁ ।

ଜଣେ ପୁରୁଷ ନିଜ ପନୀ ଓ ପିଲାମାନଙ୍କ ସହିତ ପାରିବାରିକ ଉପାସନା କରୁଛନ୍ତି ।

ନିଜକୁ ପଚାରନ୍ତୁ, “ଉତ୍ତରାଧିକାର ପାଇବା ପାଇଁ ମୁଁ କʼଣ କରୁଛି ?”

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ