ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb21 ନଭେମ୍ବର ପୃଷ୍ଠା ୨
  • ଯିହୋବା ବୁଦ୍ଧିମାନର ସହ ଜମିକୁ ବାଣ୍ଟିଲେ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯିହୋବା ବୁଦ୍ଧିମାନର ସହ ଜମିକୁ ବାଣ୍ଟିଲେ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ପ୍ରାୟ ସମାନ ଲେଖା
  • ଯିହୋବା ଇସ୍ରାଏଲୀୟମାନଙ୍କ ପକ୍ଷରେ ଯୁଦ୍ଧ କଲେ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ମୂଲ୍ୟବାନ ଉତ୍ତରାଧିକାର ପାଇବାର ସୁଯୋଗ ହରାନ୍ତୁ ନାହିଁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ଯିହୋଶୂୟଙ୍କ ଶେଷ ଉପଦେଶ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ଯିହୋବା ନିଜ ଲୋକମାନଙ୍କୁ ଜଗତରୁ ଭିନ୍ନ କରିଛନ୍ତି
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
mwb21 ନଭେମ୍ବର ପୃଷ୍ଠା ୨
ଚିତସମୂହ: ୧. ଯାକୁବ ତ୍ୟୁ ପୂର୍ବରୁ ନିଜ ପୁଅମାନଙ୍କ ବିଷୟରେ ଭବିଷ୍ୟତବାଣୀ କରୁଛନ୍ତି । ୨. ତିଜ୍ଞାତ ଦେଶର ମାନଚିତରେ ଦର୍ଶାଯାଇଛି ଯେ ଇଏଲର ୧୨ ଗୋଷ୍ଠୀକୁ କେଉଁ କେଉଁଠି ଜମି ମିଳିଲା ।

ଯାକୁବ ନିଜ ପୁଅମାନଙ୍କ ବିଷୟରେ ଭବିଷ୍ୟତବାଣୀ କରୁଛନ୍ତି

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ଯିହୋବା ବୁଦ୍ଧିମାନର ସହ ଜମିକୁ ବାଣ୍ଟିଲେ

ଯିହୋବା ଚିଠିଗୁଡ଼ିକ ଜରିଆରେ ନିର୍ଦ୍ଦେଶ ଦେଉଥିଲେ । ହୁଏତ ଏହି ମାଧ୍ୟମରେ ସେ କହିଲେ ଯେ ପ୍ରତ୍ୟେକ ଗୋଷ୍ଠୀକୁ ନିଜ ଜମିର ଭାଗ କେଉଁଠି ମିଳିବ (ଯିହୋ ୧୮:୧୦; ଇନସାଇଟ୍‌-୧ ପୃ ୩୫୯ ¶୧)

ଯିହୋବା ଯାକୁବଙ୍କ ଭବିଷ୍ୟତବାଣୀକୁ ଧ୍ୟାନରେ ରଖି ଜମିକୁ ବାଣ୍ଟିଲେ (ଯିହୋ ୧୯:୧; ଇନସାଇଟ୍‌-୧ ପୃ ୧୨୦୦ ¶୧)

ଯିହୋବା ଲୋକମାନଙ୍କୁ ନିଷ୍ପତ୍ତି କରିବା ପାଇଁ ଦେଲେ ଯେ ପ୍ରତ୍ୟେକ ଗୋଷ୍ଠୀକୁ କେତେ ବଡ଼ ଜମି ମିଳିବ (ଯିହୋ ୧୯:୯; ଇନସାଇଟ୍‌-୧ ପୃ ୩୫୯ ¶୨)

ଜମିକୁ ଏପରି ବଣ୍ଟାଗଲା ଯେ ଗୋଷ୍ଠୀ ମଧ୍ୟରେ ପରସ୍ପରର ଝଗଡ଼ା କିମ୍ବା ଇର୍ଷା ହେଲା ନାହିଁ । ଏଥିରୁ ଆପଣ କʼଣ ଶିଖନ୍ତି ? ନୂଆ ଦୁନିଆରେ ଯିହୋବା ଯେଉଁ ପରାମର୍ଶ ଦେବେ, ତାʼଉପରେ ଆପଣ କାହିଁକି ଭରସା କରିପାରିବେ ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ