ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb21 ନଭେମ୍ବର ପୃଷ୍ଠା ୪
  • ଭୁଲ୍‌ ବୁଝାମଣାରୁ ଅନେକ ଶିକ୍ଷା

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଭୁଲ୍‌ ବୁଝାମଣାରୁ ଅନେକ ଶିକ୍ଷା
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ପ୍ରାୟ ସମାନ ଲେଖା
  • ଯିହୋଶୂୟଙ୍କ ଶେଷ ଉପଦେଶ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ପୂର୍ଣ୍ଣ ହୃଦୟର ସହ ଯିହୋବାଙ୍କ କଥା ମାନନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ସନ୍ତୁଷ୍ଟ କାହିଁକି ରହିବା ଏବଂ ନିଜ ସୀମା ଭିତରେ କାହିଁକି ରହିବା ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ଯିହୋବା ଇସ୍ରାଏଲୀୟମାନଙ୍କ ପକ୍ଷରେ ଯୁଦ୍ଧ କଲେ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
mwb21 ନଭେମ୍ବର ପୃଷ୍ଠା ୪
ଯର୍ଦ୍ଦନର ପୂର୍ବ ଦିଗରେ ବାସ କରୁଥିବା ଇଏଲୀୟମାନେ ନିଜ ଉପରେ ଲାଗିଥିବା ମିଥ୍ୟା ଅଭିଯୋଗର ଜବାବ ଦେଉଛନ୍ତି ।

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ଭୁଲ୍‌ ବୁଝାମଣାରୁ ଅନେକ ଶିକ୍ଷା

ଯର୍ଦ୍ଦନ ନଦୀର ପୂର୍ବାଞ୍ଚଳରେ ରହୁଥିବା ଗୋଷ୍ଠୀ, ଗୋଟିଏ ବଡ଼ ଓ ଅଦ୍ଭୁତ ବେଦି ତିଆରି କଲେ (ଯିହୋ ୨୨:୧୦)

ଅନ୍ୟ ଗୋଷ୍ଠୀଗୁଡ଼ିକ ତାଙ୍କ ଉପରେ ଦୋଷ ଲଗାଇଲେ ଯେ ସେମାନେ ଯିହୋବାଙ୍କ ସହିତ ବିଶ୍ୱାସଘାତ କରିଛନ୍ତି (ଯିହୋ ୨୨:୧୨, ୧୫, ୧୬; ପ୍ର୦୬-ହି ୪/୧୫ ପୃ ୫ ¶୩)

ଯାହାଙ୍କ ଉପରେ ଦୋଷ ଲଗାଯାଇଥିଲା ସେମାନେ କୋମଳତାର ସହ ଉତ୍ତର ଦେଲେ । ଏହିପରି ଲୋକମାନଙ୍କ ଜୀବନ ରକ୍ଷା ହେଲ । (ଯିହୋ ୨୨:୨୧-୩୦; ପ୍ର୦୮-ହି ୧୧/୧୫ ପୃ ୧୮ ¶୫)

ଯେତେବେଳେ ଆମକୁ ମିଥ୍ୟା ଭାବରେ ଦୋଷ ଲଗାଯାଏ, ଆମେ କʼଣ କରିବା ଉଚିତ୍‌ ? ଯେତେବେଳେ ଆମେ ସବୁ କଥା ଜାଣି ନ ଥାଉ, ଆମେ କʼଣ କରିବା ଉଚିତ୍‌ ଓ କାହିଁକି ?—ହିତୋ ୧୫:୧; ୧୮:୧୩.

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ