ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
ସନ୍ତୁଷ୍ଟ କାହିଁକି ରହିବା ଏବଂ ନିଜ ସୀମା ଭିତରେ କାହିଁକି ରହିବା ?
ଈଶ୍ୱରଙ୍କ ଭବିଷ୍ୟଦ୍ବକ୍ତା ଯାରବୀୟାମଙ୍କଠାରୁ ଉପହାର ନେବା ପାଇଁ ମନା କରିଦେଲେ (୧ରାଜା ୧୩:୭-୧୦; ପ୍ର୦୮-ହି ୮/୧୫ ପୃ ୮ ¶୪)
ପରେ ସେହି ଭବିଷ୍ୟଦ୍ବକ୍ତା ସେହି ଆଜ୍ଞା ମାନିଲେ ନାହିଁ ଯାହା ଯିହୋବା ନିଜେ ତାଙ୍କୁ ଦେଇଥିଲେ (୧ରାଜା ୧୩:୧୪-୧୯;ପ୍ର୦୮-ହି ୮/୧୫ ପୃ ୧୧ ¶୧୫)
ଆଜ୍ଞା ନ ମାନିବା ଯୋଗୁଁ ଭବିଷ୍ୟଦ୍ବକ୍ତାଙ୍କର ମୃତ୍ୟୁ ହୋଇଗଲା (୧ରାଜା ୧୩:୨୦-୨୨; ପ୍ର୦୮-ହି ୮/୧୫ ପୃ ୯ ¶୧୦)
ଯଦି ଆମେ ସନ୍ତୁଷ୍ଟ ରହିବା ଏବଂ ନିଷ୍ପତ୍ତି ନେବା ସମୟରେ ଯିହୋବାଙ୍କ କଥା ମାନିବା, ତେବେ ଆମେ ଅନେକ ସମସ୍ୟାରୁ ରକ୍ଷା ପାଇପାରିବା ।—୧ ତୀମ ୬:୮-୧୦.
ନିଜକୁ ପଚାରନ୍ତୁ: ‘ମୁଁ କିପରି ଦେଖାଇପାରିବି ଯେ ମୁଁ ଆବଶ୍ୟକ ଜିନିଷଗୁଡ଼ିକରୁ ସନ୍ତୁଷ୍ଟ ଅଛି ? ନିଷ୍ପତ୍ତି ନେବା ସମୟରେ ମୁଁ ନିଜ ସୀମା ଭିତରେ ରହିବାର ଗୁଣ କିପରି ଦେଖାଇପାରିବି ?’—ହିତୋ ୩:୫; ୧୧:୨.