ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
ଗର୍ବ ନ କରି ନମ୍ର ହୁଅନ୍ତୁ
ଗିଦିୟୋନ ନମ୍ର ଥିଲେ, ତେଣୁ ଶାନ୍ତି ବଜାୟ ରଖିଲେ (ବିଚା ୮:୧-୩; ପ୍ର୦୦-ହି ୮/୧୫ ପୃ ୨୫ ¶୪)
ଗିଦିୟୋନ ନମ୍ର ଥିଲେ, ତେଣୁ ସେ ନିଜର ପ୍ରଶଂସା ନ କରି ଯିହୋବାଙ୍କ ମହିମା କଲେ (ବିଚା ୮:୨୨, ୨୩; ପ୍ର୧୭-ହି ୦୧ ପୃ ୨୦ ¶୧୫)
ଅବୀମେଲକ୍ ଗର୍ବୀ ଥିଲେ, ତେଣୁ ନିଜର ଓ ଅନ୍ୟମାନଙ୍କର କ୍ଷତି ହେଲା (ବିଚା ୯:୧, ୨, ୫, ୨୨-୨୪; ପ୍ର୦୮-ହି ୨/୧୫ ପୃ ୯ ¶୯)
ଯେତେବେଳେ ଘରମାଲିକ ରାଗିଯାʼନ୍ତି, ସେତେବେଳେ ନମ୍ର ରହିବା ଦ୍ୱାରା ଆମେ କʼଣ କରିପାରିବା ?