ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb21 ନଭେମ୍ବର ପୃଷ୍ଠା ୧୦
  • ତୁମ୍ଭେ ଆପଣା ବଳରେ ଯାଅ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ତୁମ୍ଭେ ଆପଣା ବଳରେ ଯାଅ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ପ୍ରାୟ ସମାନ ଲେଖା
  • ପ୍ରାଚୀନମାନେ​—ଗିଦିୟୋନ୍‌ଙ୍କ ଉଦାହରଣରୁ ଶିଖନ୍ତୁ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
  • ଗର୍ବ ନ କରି ନମ୍ର ହୁଅନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ମାନୋହ ଓ ତାଙ୍କ ପତ୍ନୀ ପିତାମାତାଙ୍କ ପାଇଁ ଏକ ଭଲ ଉଦାହରଣ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ଗିଦିୟୋନ୍‌ ମିଦୀୟନୀୟମାନଙ୍କଠାରୁ ଜିତିଲେ
    ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
mwb21 ନଭେମ୍ବର ପୃଷ୍ଠା ୧୦
ଗିଦିୟୋନ୍‌ ଓ ତା ଲୋକମାନେ ଗୋଟିଏ ହାତରେ ମଶାଲ ଓ ଅନ୍ୟ ହାତରେ ତୁରୀ ଧରି ଉଚ୍ଚ ରରେ ପାଟି କରୁଛନ୍ତି ।

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ତୁମ୍ଭେ ଆପଣା ବଳରେ ଯାଅ

ଯିହୋବା ଗିଦିୟୋନ୍‌କୁ ଏକ ବହୁତ କଠିନ କାମ ଦେଲେ (ବିଚା ୬:୨-୬, ୧୪)

ଗିଦିୟୋନକୁ ଲାଗିଲା ଯେ ସେ ଏହି କାମ ପାଇଁ ଯୋଗ୍ୟ ନୁହେଁ (ବିଚା ୬:୧୫; ପ୍ର୦୨-ହି ୨/୧୫ ପୃ ୬-୭)

ଯିହୋବାଙ୍କ ସାହାଯ୍ୟରେ ଗିଦିୟୋନ୍‌ ଯୁଦ୍ଧରେ ଜିତିଲେ (ବିଚା ୭:୧୯-୨୨; ପ୍ର୦୫-ହି ୭/୧୫ ପୃ ୧୬-୭ ¶୩)

ଦୁଇ ଜଣ ଭାଇ ଜଣେ ମହିଳା ପାଖକୁ ଚାର କରିବା ପାଇଁ ଯାଉଛନ୍ତି । ଜଣେ ଲ ଚେୟାରରେ ବସିଛନ୍ତି ଆଉ ଜଣେ ଭାଇ ତାଙ୍କୁ ଠେଲି ନେଉଛନ୍ତି ।

ଯିହୋବା ଚାହାନ୍ତି ଯେ ଆମେ ତାହାଙ୍କ ସେବା କରିବାରେ ନିଜର ସମସ୍ତ ଶକ୍ତି ଲଗାଉ । ଯେତେବେଳେ ଆମେ ଦୁର୍ବଳ ହେଉ, ପବିତ୍ର ଶକ୍ତି ସାହାଯ୍ୟରେ ଆମେ ତାହାଙ୍କ ସେବା କରିପାରୁ ।—ଯିଶା ୪୦:୩୦, ୩୧.

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ