ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
ମାନୋହ ଓ ତାଙ୍କ ପତ୍ନୀ ପିତାମାତାଙ୍କ ପାଇଁ ଏକ ଭଲ ଉଦାହରଣ
ଯିହୋବାଙ୍କ ବିଶ୍ୱସ୍ତ ରହନ୍ତୁ ଏବଂ ଭଲ ଉଦାହରଣ ରଖନ୍ତୁ (ବିଚା ୧୩:୧, ୨, ୬)
ଯିହୋବାଙ୍କଠାରୁ ମାର୍ଗଦର୍ଶନ ମାଗନ୍ତୁ (ବିଚା ୧୩:୮; ପ୍ର୧୩-ହି ୮/୧୫ ପୃ ୧୬ ¶୧)
ନିଜ ପିଲାମାନଙ୍କୁ ସୁଧାରିବା ପାଇଁ ପଛଘୁଞ୍ଚା ହୁଅନ୍ତୁ ନାହିଁ (ବିଚା ୧୪:୧-୪; ପ୍ର୦୫-ହି ୩/୧୫ ପୃ ୨୫ ¶୫)
ନିଜ ପିଲାମାନଙ୍କୁ ଲାଳନପାଳନ କରିବା ପାଇଁ ଆପଣଙ୍କ ଭାଷାରେ କେଉଁ କେଉଁ ପ୍ରକାଶନ ଅଛି ?