ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb22 ଜାନୁୟାରୀ ପୃଷ୍ଠା ୧୩
  • ଶାମୁୟେଲଙ୍କ ଜୀବନରୁ ଶିଖନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଶାମୁୟେଲଙ୍କ ଜୀବନରୁ ଶିଖନ୍ତୁ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ପ୍ରାୟ ସମାନ ଲେଖା
  • ଯିହୋବା ଶାମୁୟେଲ ସହିତ କଥା ହେଲେ
    ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
  • ଇସ୍ରାଏଲର ପ୍ରଥମ ରାଜା
    ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
mwb22 ଜାନୁୟାରୀ ପୃଷ୍ଠା ୧୩
ଚିତସମୂହ: ଭିଡିଓ ଉପରେ ଆଧାରିତ ଦୃଷ୍ଟାନ୍ତଗୁକ “ଇତିହାସର ଷ୍ଠାଗୁକରୁ​—⁠ଶାମୁୟେଲ ।” ୧. ଡେନି । ୨. ଛୋଟ ଶାମୁୟେଲ ।

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଶାମୁୟେଲଙ୍କ ଜୀବନରୁ ଶିଖନ୍ତୁ

ଶାମୁୟେଲ ସମ୍ପୁର୍ଣ୍ଣ ଯିହୋବାଙ୍କ ବିଶ୍ୱସ୍ତ ରହିଲେ । ଯେତେବେଳେ ସେ ଛୋଟ ଥିଲେ, ସେତେବେଳେ ସେ ଏଲିଙ୍କର ପୁତ୍ର ହଫ୍‌ନି ଓ ପୀନହସ୍‌ଙ୍କ ଭଳି ଦୁଷ୍ଟ ହେଲେ ନାହିଁ । (୧ଶାମୁ ୨:୨୨-୨୬) ଶାମୁୟେଲ ଯେଭଳି ବଡ଼ ହେବାକୁ ଲାଗିଲେ, ଯିହୋବା ତାଙ୍କ ସାଙ୍ଗରେ ରହିଲେ । (୧ଶାମୁ ୩:୧୯) ଶାମୁୟେଲ ବୃଦ୍ଧ ହେବା ପର୍ଯ୍ୟନ୍ତ ସେ ଯିହୋବାଙ୍କ ସେବା କରିବା ଜାରି ରଖିଲେ, କିନ୍ତୁ ତାଙ୍କ ପୁତ୍ରମାନେ ଯିହୋବାଙ୍କୁ ଛାଡ଼ି ଦେଇଥିଲେ ।—୧ଶାମୁ ୮:୧-୫.

ଆପଣ ଶାମୁୟେଲଙ୍କଠାରୁ କʼଣ ଶିଖିପାରିବେ ? ଯଦି ଆପଣ ଯୁବା ଅଟନ୍ତି, ବିଶ୍ୱାସ ରଖନ୍ତୁ ଯିହୋବା ଜାଣନ୍ତି ଯେ ଆପଣ କେଉଁ ପ୍ରକାରର ସମସ୍ୟାଗୁଡ଼ିକର ସାମନା କରୁଛନ୍ତି ଏବଂ ଆପଣଙ୍କୁ କିପରି ଲାଗୁଛି । ସେ ଆପଣଙ୍କୁ ସାହସ ଦେବେ । (ଯିଶା ୪୧:୧୦, ୧୩) ଯଦି ଆପଣ ପିତା ମାତା ଅଟନ୍ତି ଓ ଆପଣଙ୍କ ପିଲାମାନେ ଯିହୋବାଙ୍କୁ ଛାଡ଼ି ଦେଇଛନ୍ତି, ତେବେ ସାହସ ହରାନ୍ତୁ ନାହିଁ । ମନେରଖନ୍ତୁ ଶାମୁୟେଲ ମଧ୍ୟ ନିଜ ପିଲାମାନଙ୍କୁ ଜବରଦସ୍ତି କରି ନ ଥିଲେ । ସେ ଏହି ମାମଲାକୁ ଯିହୋବାଙ୍କ ହାତରେ ଛାଡ଼ି ଦେଇଥିଲେ ଓ ଏକଥା ଉପରେ ଧ୍ୟାନ ଦେଲେ ଯେ ସେ ଯିହୋବାଙ୍କର କିପରି ବିଶ୍ୱସ୍ତ ରହିବେ । ଏଭଳି ଭାବେ ସେ ଯିହୋବାଙ୍କୁ ଖୁସି କଲେ । ହୋଇପାରେ, ଆପଣଙ୍କ ଭଲ ଉଦାହରଣରୁ ଆପଣଙ୍କ ପିଲା ଯିହୋବାଙ୍କ ପାଖକୁ ଫେରି ଆସିବେ ।

ଇତିହାସର ପୃଷ୍ଠାଗୁଡ଼ିକରୁ—ଶାମୁୟେଲ ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ଏକ ଭିଡିଓର ଦୃଶ୍ୟ “ଇତିହାସର ଷ୍ଠାଗୁକରୁ​—⁠ଶାମୁୟେଲ ।” ଛୋଟ ଶାମୁୟେଲ ତ ଙ୍ଗଣରେ କାଠଗୁକ ଧରି ଯାଉଛନ୍ତି ।

    ଶାମୁୟେଲ ଛୋଟବେଳେ କିପରି ସାହସର ସହ କାମ କଲେ ?

  • ଏକ ଭିଡିଓର ଦୃଶ୍ୟ “ଇତିହାସର ଷ୍ଠାଗୁକରୁ​—⁠ଶାମୁୟେଲ ।” ଡେନି ନିଜ ବ ଭାଇଙ୍କ ନିକଟକୁ ଯାଇ ତାଙ୍କୁ ଦତ ଜୀବନ ବିଷୟରେ ପଚାରୁଛନ୍ତି ।

    ଡେନି କିପରି ସାହସର ସହ କାମ କଲେ ?

  • ଏକ ଭିଡିଓର ଦୃଶ୍ୟ “ଇତିହାସର ଷ୍ଠାଗୁକରୁ​—⁠ଶାମୁୟେଲ ।” ବୃଦ୍ଧ ବ୍ୟକ୍ତି ଭବିଷ୍ୟଦ୍‌ବକ୍ତା ଶାମୁୟେଲ ।

    ଶାମୁୟେଲ ବୃଦ୍ଧ ସମୟରେ କିପରି ଏକ ଭଲ ଉଦାହରଣ ରଖିଲେ ?

  • ଏକ ଭିଡିଓର ଦୃଶ୍ୟ “ଇତିହାସର ଷ୍ଠାଗୁକରୁ​—⁠ଶାମୁୟେଲ ।” ସର୍ବସାଧାରଣରେ ସାକ୍ଷ୍ୟ ଦେବାପରେ ଡେନିଙ୍କ ସହ ତାଙ୍କ ପିତାମାତା ।

    ଯେଉଁମାନେ ଠିକ୍‌ କାମ କରନ୍ତି, ଯିହୋବା ସେମାନଙ୍କ ସହିତ ରହନ୍ତି

    ଡେନିଙ୍କ ବାପାମାଆ କିପରି ଏକ ଭଲ ଉଦାହରଣ ରଖିଲେ ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ