ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb22 ଜାନୁୟାରୀ ପୃଷ୍ଠା ୧୪
  • ୨୧-୨୭ ଫେବୃୟାରୀ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୨୧-୨୭ ଫେବୃୟାରୀ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
mwb22 ଜାନୁୟାରୀ ପୃଷ୍ଠା ୧୪

୨୧-୨୭ ଫେବୃୟାରୀ

୧ ଶାମୁୟେଲ ୬-୮

  • ଗୀତ ୯ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୧ ମି.)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • “ଆପଣଙ୍କର ରାଜା କିଏ ?”: (୧୦ ମି.)

  • ବହୁମୂଲ୍ୟ ରତ୍ନ: (୧୦ ମି.)

    • ୧ଶାମୁ ୭:୩—ଏହି ପଦରେ ଆମେ ପଶ୍ଚାତାପ କରିବା ଓ ଫେରି ଆସିବା ବିଷୟରେ କʼଣ ଶିଖୁ ? (ପ୍ର୦୨-ହି ୪/୧ ପୃ ୧୨ ¶୧୩)

    • ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?

  • ବାଇବଲ ପଠନ: (୪ ମି.) ୧ଶାମୁ ୭:୧-୧୪ (ଶିଖାଇବା ଅଧ୍ୟୟନ ୨)

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ପ୍ରଥମ ସାକ୍ଷାତ: (୩ ମି.) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ବ୍ୟକ୍ତି ଜଣକ ଯେଉଁ ବିଷୟ ଉପରେ କଥା ହୁଅନ୍ତି, ତାʼ ଅନୁସାରେ କୌଣସି ଏକ ପ୍ରକାଶନ ଦିଅନ୍ତୁ । (ଶିଖାଇବା ଅଧ୍ୟୟନ ୧୨)

  • ପୁନଃସାକ୍ଷାତ: (୪ ମି.) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ । ଘରମାଲିକଙ୍କୁ ଆମ ସଭାଗୁଡ଼ିକରେ ଆସିବା ପାଇଁ ନିମନ୍ତ୍ରଣ କରନ୍ତୁ । (ଶିଖାଇବା ଅଧ୍ୟୟନ ୧୮)

  • ବାଇବଲ ଅଧ୍ୟୟନ: (୫ ମି.) ଜୀବନ ପୁସ୍ତିକା ପାଠ ୦୩ ଆମେ କʼଣ ଶିଖିଲୁ ?, ଆପଣ କʼଣ କହିବେ ? ଓ ଲକ୍ଷ୍ୟ (ଶିଖାଇବା ଅଧ୍ୟୟନ ୨୦)

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୨୮

  • ମଣ୍ଡଳୀର ଆବଶ୍ୟକତା: (୧୦ ମି.)

  • କʼଣ ଆପଣ ମାର୍ଚ୍ଚ କିମ୍ବା ଏପ୍ରିଲ୍‌ରେ ସହଯୋଗୀ ଅଗ୍ରଦୂତ ସେବା କରିବେ ?: (୫ ମି.) ୨୦୨୧ ଜାନୁୟାରୀ-ଫେବୃୟାରୀର ସଭା ପୁସ୍ତିକା ପୃ ୧୬ରେ ଦିଆଯାଇଥିବା ଲେଖା ଉପରେ ଆଲୋଚନା ।

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ମୃତ ଲୋକମାନେ ପୁଣିଥରେ ଜୀବିତ ହୋଇ ପାରିବେ କି ? ସମ୍ପୂର୍ଣ୍ଣ ଟ୍ରାକ୍ଟ

  • ଶେଷ ଟିପ୍ପଣୀ (୩ ମି.)

  • ଗୀତ ୬୬ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ