ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb22 ମାର୍ଚ୍ଚ ପୃଷ୍ଠା ୧୪
  • କʼଣ ଆପଣ ବିନା ଭାବିଚିନ୍ତି କାମ କରନ୍ତି ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • କʼଣ ଆପଣ ବିନା ଭାବିଚିନ୍ତି କାମ କରନ୍ତି ?
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ପ୍ରାୟ ସମାନ ଲେଖା
  • ଏଷ୍ଟରଙ୍କ ଭଳି ହୁଅନ୍ତୁ, ଭଲଭାବେ କଥାବାର୍ତ୍ତା ହୁଅନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ମନ ଖୋଲି ଯିହୋବାଙ୍କଠାରେ ପ୍ରାର୍ଥନା କରନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ତମେମାନେ କେବେ ଯାଏ ଦୁଇଟି ମତକୁ ଧରି ରହିବ ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ନିଜ ଈଶ୍ୱର ଯିହୋବାଙ୍କଠାରୁ ସାହସ ପାଆନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
mwb22 ମାର୍ଚ୍ଚ ପୃଷ୍ଠା ୧୪
ଚିତସମୂହ: ୧. ଆବିଗେଲ୍‌ ଏବଂ ତାଙ୍କ ସେବକ ଖାଇବା ଜିନିଷ ଆଣିଛନ୍ତି । ଏହା ଦେଖି ଦାଉଦ ନିଜ ଲୋକମାନଙ୍କୁ ରୋକୁଛନ୍ତି । ୨. ଆବିଗେଲ୍‌ ଆଣ୍ଠୁମା ଦାଉଦଙ୍କୁ ବିନତି କରୁଛନ୍ତି ।

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

କʼଣ ଆପଣ ବିନା ଭାବିଚିନ୍ତି କାମ କରନ୍ତି ?

ଦାଉଦ ନାବଲକୁ ଯାହା ମାଗିଲେ ତାହା ଭୁଲ ନ ଥିଲା, କିନ୍ତୁ ନାବଲ ଦାଉଦ ଓ ତାଙ୍କ ଲୋକଙ୍କ ସହ ଖରାପ ବ୍ୟବହାର କଲେ [୧ଶାମୁ ୨୫:୭-୧୧; ବିଶ୍ୱାସର ଅନୁକାରୀ (ହିନ୍ଦୀ) ପୃ ୭୮ ¶୧୦-୧୨]

ଦାଉଦ ରାଗି ଯାଇ ନାବଲକୁ ପରିବାରର ସବୁ ପୁରୁଷଙ୍କୁ ଜୀବନରୁ ମାରି ଦେବା ପାଇଁ ଚାହୁଁଥିଲେ (୧ଶାମୁ ୨୫:୧୩, ୨୧, ୨୨)

ଆବିଗେଲ୍‌ ଦାଉଦଙ୍କୁ ରୋକିଲେ । ଏହିପରି ଦାଉଦ ରକ୍ତ ଦୋଷରୁ ରକ୍ଷା ପାଇଲେ [୧ଶାମୁ ୨୫:୨୫, ୨୬, ୩୨, ୩୩; ବିଶ୍ୱାସର ଅନୁକାରୀ (ହିନ୍ଦୀ) ପୃ ୮୦ ¶୧୮]

ନିଜକୁ ପଚାରନ୍ତୁ: ‘ଯେତେବେଳେ ମୁଁ ରାଗି ଥାଏ କିମ୍ବା ନିରାଶ ଥାଏ, ସେତେବେଳେ କʼଣ ମୁଁ ବିନା ଭାବିଚିନ୍ତି କାମ କରେ ? ଜିନିଷ କିଣିବା ବେଳେ ମୁଁ ଯାହା ଦେଖେ କʼଣ ସବୁକିଛି କିଣି ପକାଏ ? ନା କିଛି କରିବା ପୂର୍ବରୁ ଭାବେ ?’—ହିତୋ ୧୫:୨୮; ୨୨:୩.

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ