ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb22 ମେ ପୃଷ୍ଠା ୧୬
  • ତାଜା ଖବରଗୁଡ଼ିକ ବିଷୟରେ କଥା ହୁଅନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ତାଜା ଖବରଗୁଡ଼ିକ ବିଷୟରେ କଥା ହୁଅନ୍ତୁ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ପ୍ରାୟ ସମାନ ଲେଖା
  • ପ୍ରଚାର ସେବାରେ ଆମେ ନିଜ ଦକ୍ଷତା କିପରି ବଢ଼ାଇବା—ଆବଶ୍ୟକ ଅନୁଯାୟୀ କଥାବାର୍ତ୍ତାରେ ପରିବର୍ତ୍ତନ କରନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
  • ଶିକ୍ଷା ଉପକରଣ ବକ୍ସର କୁଶଳତାର ସହିତ ବ୍ୟବହାର କରନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
  • ପରିଚୟ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ସର୍ବସାଧାରଣ)—୨୦୨୧
  • ପ୍ରଚାର ସେବା ସଭାକୁ ପ୍ରଭାବଶିଳ କରିବା ପାଇଁ ପରାମର୍ଶ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
mwb22 ମେ ପୃଷ୍ଠା ୧୬
ଜଣେ ଭଉଣୀ ଚାର ପାଇଁ ସ୍ତୁତି କରୁଛନ୍ତି । ସେ ହାତରେ ଟାକ୍‌ଟ ଧରିଛନ୍ତି ଏବଂ ନିଜ କମ୍ପ୍ୟୁଟରରେ କିଛି ଖବର ଖୋଜୁଛନ୍ତି ।

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ତାଜା ଖବରଗୁଡ଼ିକ ବିଷୟରେ କଥା ହୁଅନ୍ତୁ

ଯୀଶୁ ଲୋକମାନଙ୍କୁ ସେସମୟର ତାଜା ଖବରର ଉଦାହରଣ ଦେଇ ଶିଖାଉଥିଲେ । (ଲୂକ ୧୩:୧-୫) ଆପଣ ମଧ୍ୟ ଲୋକମାନଙ୍କୁ ତାଜା ଖବର ବିଷୟରେ କହି ରାଜ୍ୟର ସୁସମାଚାର ପ୍ରତି ଲୋକମାନଙ୍କ ଆଗ୍ରହ ବଢ଼ାଇପାରିବେ । ଯେପରି ଦରଦାମ ବୃଦ୍ଧି, ପ୍ରାକୃତିକ ବିପତ୍ତି, ଦଙ୍ଗା, ଡ୍ରଗସ୍‌ ନେବାର ଅଭ୍ୟାସ କିମ୍ବା ଅନ୍ୟ କୌଣସି ଖବର ବିଷୟରେ କହିପାରିବେ ଏବଂ ତାʼପରେ ଏପରି କିଛି ପ୍ରଶ୍ନ ପଚାରିପାରିବେ: “ଆପଣ କʼଣ ଭାବନ୍ତି, କʼଣ କେବେ . . . ଶେଷ ହେବ ?” କିମ୍ବା “ଆପଣ କʼଣ ଭାବନ୍ତି, ଏହି ସମସ୍ୟାର ସମାଧାନ କʼଣ ?” ତାʼପରେ ସେହି ବିଷୟ ଜଡ଼ିତ ଗୋଟିଏ ପଦ ଦେଖାଇପାରିବେ । ଯଦି ବ୍ୟକ୍ତି ଜଣକ ଆହୁରି ଅଧିକ ଜାଣିବା ପାଇଁ ଚାହେଁ, ତାହେଲେ ଶିକ୍ଷା ଉପକରଣ ବକ୍ସରୁ କୌଣସି ଭିଡିଓ ଦେଖାଇପାରିବେ କିମ୍ବା ପ୍ରକାଶନ ଦେଇପାରିବେ । ଆସନ୍ତୁ ଆମେ “ସୁସମାଚାର ନିମନ୍ତେ ସବୁ” କରିବା, ଯାହାଫଳରେ ଲୋକମାନଙ୍କର ହୃଦୟକୁ ଛୁଇଁପାରିବା ।—୧କରି ୯:୨୨, ୨୩.

ଆପଣ ଯେଉଁ ଅଞ୍ଚଳରେ ରହନ୍ତି, ସେଠାକାର ଲୋକମାନଙ୍କୁ କେଉଁ ବିଷୟରେ କଥା ହେବା ଭଲ ଲାଗେ ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ