ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb22 ଜୁଲାଇ ପୃଷ୍ଠା ୯
  • ‘ରାଜ୍ୟ ପ୍ରଚାରକଙ୍କ ପାଇଁ ସ୍କୁଲ’ ପାଇଁ ଯାଆନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ‘ରାଜ୍ୟ ପ୍ରଚାରକଙ୍କ ପାଇଁ ସ୍କୁଲ’ ପାଇଁ ଯାଆନ୍ତୁ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ପ୍ରାୟ ସମାନ ଲେଖା
  • କʼଣ ଆପଣ ‘ରାଜ୍ୟ ପ୍ରଚାରକଙ୍କ ପାଇଁ ସ୍କୁଲରେ’ ଯିବାକୁ ଚାହାନ୍ତି ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
  • ଯିହୋବାଙ୍କଠାରୁ ଶିକ୍ଷା ପାଆନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
  • ଅଗ୍ରଦୂତମାନଙ୍କୁ ତାଲିମ ଦେବା ପାଇଁ କʼଣ ବ୍ୟବସ୍ଥା କରାଯାଇଛି ?
    ଆଜି କେଉଁମାନେ ଯିହୋବାଙ୍କ ଇଚ୍ଛା ପୂରଣ କରୁଛନ୍ତି ?
  • ଉପସ୍ଥିତ ସମସ୍ତଙ୍କ ପାଇଁ ସୂଚନା
    ୨୦୨୨ ଅଧିବେଶନର କାର୍ଯ୍ୟକ୍ରମ
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
mwb22 ଜୁଲାଇ ପୃଷ୍ଠା ୯

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ | ନୂଆ ସେବା ବର୍ଷ ପାଇଁ ଲକ୍ଷ୍ୟ ରଖନ୍ତୁ

‘ରାଜ୍ୟ ପ୍ରଚାରକଙ୍କ ପାଇଁ ସ୍କୁଲ’ ପାଇଁ ଯାଆନ୍ତୁ

ହୁଏତ କିଛି ଲୋକ ଭାବିପାରିବେ ଯେ ‘ରାଜ୍ୟ ପ୍ରଚାରକଙ୍କ ପାଇଁ ସ୍କୁଲ’ (ଏସ୍‌କେଇ) ପାଇଁ କେବଳ ସେମାନେ ଯାଇପାରିବେ, ଯେଉଁମାନଙ୍କ ପରିସ୍ଥିତି ଭଲ ଅଛି । କିନ୍ତୁ ଏପରି ନୁହେଁ । ଏହି ସ୍କୁଲରେ ଯିବା ପାଇଁ ଦୁଇଟି ସବୁଠାରୁ ଜରୁରୀ ଯୋଗ୍ୟତା ଦରକାର । ପ୍ରଥମ, ଯିହୋବାଙ୍କ ସହ ଆମର ସମ୍ପର୍କ ମଜବୁତ୍‌ ଥିବା ଉଚିତ୍‌ ଏବଂ ଦ୍ୱିତୀୟ, ସଂଗଠନରେ ଆମକୁ ଯାହା ମଧ୍ୟ କାମ ମିଳେ, ତାହା କରିବା ପାଇଁ ଆମେ ପ୍ରସ୍ତୁତ ଥିବା ଉଚିତ୍‌ ।—ଯିଶା ୬:୮.

ଯିହୋବାଙ୍କ ଉପରେ ବିଶ୍ୱାସ ରଖନ୍ତୁ ଏବଂ ପଦକ୍ଷେପ ନିଅନ୍ତୁ—ରାଜ୍ୟ ପ୍ରଚାରକଙ୍କ ପାଇଁ ସ୍କୁଲକୁ ଯାଆନ୍ତୁ ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ଯିହୋବାଙ୍କ ଉପରେ ବିସ ରଖ ଏବଂ ପଦକ୍ଷେପ ନିଅ​—ରାଜ୍ୟ ଚାରକଙ୍କ ପାଇଁ ସ୍କୁଲକୁ ଯାଆ ନାମକ ଭିଡିଓର ଏକ ଦୃଶ୍ୟ । ଗାବଏଲଙ୍କୁ ଯିହୋବା କେଉଁ କେଉଁ ଆଶିଷ ଦେଇଛନ୍ତି ତା’ ଉପରେ ସେ ଚିନ୍ତନ କରୁଛନ୍ତି ।

    ଗାବ୍ରିଏଲ ଏସ୍‌କେଇର ଫର୍ମ ଭରିବା ପାଇଁ କାହିଁକି ସଙ୍କୋଚ କରୁଥିଲେ ? ତାʼପରେ ଫିଲିପ୍‌ପୀୟ ୪:୧୩ ଉପରେ ଚିନ୍ତନ କରିବାରୁ ସେ କʼଣ କରିପାରିଲେ ?

ଯଦି ଆପଣ ମଧ୍ୟ ଏସ୍‌କେଇ ପାଇଁ ଲକ୍ଷ୍ୟ ରଖିଛନ୍ତି, ତାହେଲେ ନିଜ ମଣ୍ଡଳୀର ପ୍ରାଚୀନମାନଙ୍କ ସହ କଥା ହୁଅନ୍ତୁ । ସେମାନେ ଆପଣଙ୍କୁ କହିପାରିବେ ଯେ ଏହି ସ୍କୁଲ ପାଇଁ କେଉଁ କେଉଁ ଯୋଗ୍ୟତା ହେବା ଉଚିତ୍‌ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ