ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb22 ସେପ୍ଟେମ୍ବର ପୃଷ୍ଠା ୧୧
  • ଯିହୋବା ନିଜ ଅଧୀନରେ ରହୁଥିବା ଲୋକଙ୍କ ସହ ଯେପରି ଭାବେ ବ୍ୟବହାର କରନ୍ତି, ସେଥିରୁ ଶିଖନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯିହୋବା ନିଜ ଅଧୀନରେ ରହୁଥିବା ଲୋକଙ୍କ ସହ ଯେପରି ଭାବେ ବ୍ୟବହାର କରନ୍ତି, ସେଥିରୁ ଶିଖନ୍ତୁ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ପ୍ରାୟ ସମାନ ଲେଖା
  • ଯିହୋବା ଗରିବ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ନିୟମ ଦେଲେ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ସେ ନିଜ ଅଧିକାରର ବ୍ୟବହାର ଲୋକମାନଙ୍କ ଲାଭ ପାଇଁ କଲେ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ସଠିକ୍‌ ନ୍ୟାୟ କରିବା ପାଇଁ ସିଦ୍ଧାନ୍ତ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ସେମାନେ ମନପ୍ରାଣ ଦେଇ କାମ କଲେ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
mwb22 ସେପ୍ଟେମ୍ବର ପୃଷ୍ଠା ୧୧

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ଯିହୋବା ନିଜ ଅଧୀନରେ ରହୁଥିବା ଲୋକଙ୍କ ସହ ଯେପରି ଭାବେ ବ୍ୟବହାର କରନ୍ତି, ସେଥିରୁ ଶିଖନ୍ତୁ

ଯିହୋବାଙ୍କ ପାଖରେ ଯେତେ ଅଧିକାର ଅଛି ଆଉ କାହାରି ପାଖରେ ନାହିଁ (୧ରାଜା ୨୨:୧୯; ଯିହୋବାଙ୍କ ନିକଟବର୍ତ୍ତୀ ପୃ ୫୯ ¶୫)

ଯିହୋବା ତାଙ୍କ ଅଧୀନରେ ରହୁଥିବା ଲୋକଙ୍କୁ ସମ୍ମାନ ଦିଅନ୍ତି (୧ରାଜା ୨୨:୨୦-୨୨; ପ୍ର୨୧.୦୨-ହି ପୃ ୪ ¶୯)

ଯିହୋବା ଜଣେ ସ୍ୱର୍ଗଦୂତର କାମ ଉପରେ ଆଶିଷ ଦେଲେ (୧ରାଜା ୨୨:୨୩; ଇନସାଇଟ୍‌-୨ ପୃ ୨୪୫)

ଜଣେ ଭାଇ ତାଙ୍କ ସ୍ତ୍ରୀ ଓ ଝିଅ ସହ ପାରିବାରିକ ଉପାସନା କରୁଛନ୍ତି । ସେ ତାଙ୍କ ଝିଅକୁ ପାରିବାରିକ ଉପାସନାରେ ଖୁସିରେ ଭାଗ ନେଉଥିବାର ଦେଖି ଖୁସି ହେଉଛନ୍ତି ।

ଯିହୋବା ତାଙ୍କ ଅଧୀନରେ ରହୁଥିବା ଲୋକଙ୍କ ସହ ଯେପରି ବ୍ୟବହାର କରନ୍ତି, ସେଥିରୁ ବିଶେଷ କରି ପ୍ରାଚୀନ ଓ ପରିବାରର ମୁଖିଆ ବହୁତ କିଛି ଶିଖିପାରନ୍ତି । (ଏଫି ୬:୪; ୧ପିତ ୩:୭; ୫:୨, ୩) ଯେତେବେଳେ ସେମାନେ ମଧ୍ୟ ଯିହୋବାଙ୍କ ଭଳି ବ୍ୟବହାର କରନ୍ତି, ସେତେବେଳେ ସେମାନଙ୍କ ଅଧୀନରେ ରହୁଥିବା ଲୋକମାନେ ଖୁସିରେ ରହନ୍ତି ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ