ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb21 ଜୁଲାଇ ପୃଷ୍ଠା ୪
  • ଯିହୋବା ଗରିବ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ନିୟମ ଦେଲେ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯିହୋବା ଗରିବ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ନିୟମ ଦେଲେ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ପ୍ରାୟ ସମାନ ଲେଖା
  • ସଠିକ୍‌ ନ୍ୟାୟ କରିବା ପାଇଁ ସିଦ୍ଧାନ୍ତ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ଲେବୀୟମାନଙ୍କ ସେବା
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ଯିହୋବା କିଭଳି ଉପାସନା ଚାହାନ୍ତି ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ଈଶ୍ୱରଙ୍କ ଆଜ୍ଞା ନ ମାନିଲେ ଆମର ହିଁ କ୍ଷତି ହୋଇଥାଏ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
mwb21 ଜୁଲାଇ ପୃଷ୍ଠା ୪
ଚିତସମୂହ: ୧. ଜଣେ ଇଏଲୀୟ ପୁରୁଷ ନିଜ ଇଏଲୀୟ ଦାସକୁ ମୁକ୍ତ କରୁଛନ୍ତି । ୨. ଜଣେ ପୁରୁଷ ଅନ୍ୟ ଜଣ ପୁରୁଷକୁ ଏକ ମୋହରାଙ୍କିତ ପୁସ୍ତକ ଦେଉଛନ୍ତି ।

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ଯିହୋବା ଗରିବ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ନିୟମ ଦେଲେ

ଯେଉଁମାନେ ଗରିବ ଥିଲେ ଏବଂ ଯେଉଁମାନଙ୍କୁ ପିତାଙ୍କଠାରୁ କୌଣସି ସମ୍ପତ୍ତି ମିଳି ନ ଥିଲା, ସେମାନଙ୍କୁ ଇସ୍ରାଏଲୀୟ ରାଷ୍ଟ୍ର ତରଫରୁ ସାହାଯ୍ୟ ମିଳୁଥିଲା (ଦ୍ୱିବି ୧୪:୨୮, ୨୯; ଇନସାଇଟ୍‌-୨ ପୃ ୧୧୧୦ ¶୩)

ଯେଉଁ ଇସ୍ରାଏଲୀୟମାନେ ପଇସା ଧାର ନେଉଥିଲେ, ବିଶ୍ରାମ ବର୍ଷରେ ସେମାନଙ୍କର ଋଣ ଛାଡ଼ କରି ଦିଆଯାଉଥିଲା (ଦ୍ୱିବି ୧୫:୧-୩; ଇନସାଇଟ୍‌-୨ ପୃ ୮୩୩)

ଯେଉଁ ଇସ୍ରାଏଲୀୟ ନିଜକୁ ଦାସ ଭାବେ ବିକି ଦେଉଥିଲା, ତାକୁ ସାତ ବର୍ଷ ପରେ ଦାସତ୍ୱରୁ ମୁକ୍ତ କରି ଦିଆଯାଉଥିଲା । ମାଲିକ ତାକୁ ମୁକ୍ତ କରିବା ବେଳେ କିଛି ଜିନିଷ ମଧ୍ୟ ଦେଉଥିଲା (ଦ୍ୱିବି ୧୫:୧୨-୧୪; ଇନସାଇଟ୍‌-୨ ପୃ ୯୭୮ ¶୬)

ନିଜକୁ ପଚାରନ୍ତୁ, ‘ଯେଉଁ ଭାଇଭଉଣୀମାନେ ଅଭାବ ଅନାଟନରେ ଅଛନ୍ତି, ସେମାନଙ୍କ ପାଇଁ ମୁଁ କʼଣ କʼଣ କରିପାରିବି ?’

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ