ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb22 ସେପ୍ଟେମ୍ବର ପୃଷ୍ଠା ୧୫
  • ନିଜର ଲୋକମାନଙ୍କୁ ହରାଇବାର ଦୁଃଖ କିପରି ସହିବା ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ନିଜର ଲୋକମାନଙ୍କୁ ହରାଇବାର ଦୁଃଖ କିପରି ସହିବା ?
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ପ୍ରାୟ ସମାନ ଲେଖା
  • ମରିଯାଇଥିବା ଆମ ଆତ୍ମୀୟମାନଙ୍କୁ ଜୀବିତ କରିବାର ଶକ୍ତି ଯୀଶୁଙ୍କ ପାଖରେ ଅଛି
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
  • ଆମ ମୃତ ପ୍ରିୟଜନଙ୍କର ଅବସ୍ଥା କʼଣ ହୁଏ ?
    ଜ୍ଞାନ ଯାହା ଅନନ୍ତ ଜୀବନଆଡ଼କୁ ପରିଚାଳିତ କରେ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
mwb22 ସେପ୍ଟେମ୍ବର ପୃଷ୍ଠା ୧୫
ଜଣେ ମାଆ ପାରଦୀଶରେ ପୁନରୁଥାନ ହୋଇଥିବା ତା’ ଝିଅକୁ ଆଲିଙ୍ଗନ କରୁଛି ।

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ନିଜର ଲୋକମାନଙ୍କୁ ହରାଇବାର ଦୁଃଖ କିପରି ସହିବା ?

ଯେବେ ଆମ ନିଜର ଲୋକମାନଙ୍କ ମୃତ୍ୟୁ ହୋଇଯାଏ, ତେବେ ଆମେ ପୂରା ଭରସା ରଖୁ ଯେ ଯିହୋବା ସେମାନଙ୍କୁ ପୁଣି ଜୀବିତ କରିବେ । ଏହି ଆଶାରୁ ଆମକୁ ବହୁତ ସାନ୍ତ୍ୱନା ମିଳେ । ତଥାପି ପାପ ଓ ମୃତ୍ୟୁ ଏପରି ଚାଦର ଭଳି ଅଟେ, ଯାହା ଆମ ସମସ୍ତଙ୍କୁ ଗୁଡ଼ାଇଛି ଏବଂ ଯାହାଫଳରେ ଆମେ ଅଣନିଃଶ୍ୱାସୀ ଅନୁଭବ କରୁ । (ଯିଶା ୨୫:୭, ୮) ଏହା ଗୋଟିଏ କାରଣ ଯେ କାହିଁକି ‘ସମସ୍ତ ସୃଷ୍ଟି ଏକସଙ୍ଗରେ ଆର୍ତ୍ତନାଦ କରୁଅଛି ଓ ବେଦନାରେ ବ୍ୟଥିତ ହେଉଅଛି ।’ (ରୋମୀ ୮:୨୨) ଯେବେ ପର୍ଯ୍ୟନ୍ତ ଆମ ନିଜର ଲୋକମାନଙ୍କୁ ଜୀବିତ କରା ନ ଯାଏ, ତେବେ ଯାଏ ଆମେ ସେମାନଙ୍କୁ ହରାଇବାର ଦୁଃଖକୁ କିପରି ସାମନା କରିପାରିବା ? ବାଇବଲରେ ଦିଆଯାଇଥିବା ସିଦ୍ଧାନ୍ତଗୁଡ଼ିକରୁ ଆମକୁ ସାହାଯ୍ୟ ମିଳିପାରିବ ।

ଯେତେବେଳେ ଆମେ କାହାରିକୁ ମୃତ୍ୟୁରେ ହରାଉ ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ଡେନ୍‌ୟେଲ, ମାସାହିରୋ ଓ ୟୋସିମି କେଉଁ ଦୁଃଖର ସାମନା କଲେ ?

  • ସେମାନେ କେଉଁ ପାଞ୍ଚୋଟି ପରାମର୍ଶ ଆପଣାଇଲେ, ଯେଉଁଥିରୁ ସେମାନଙ୍କୁ ବହୁତ ସାହାଯ୍ୟ ମିଳିଲା ?

  • କିଏ ଆମକୁ ପ୍ରକୃତରେ ସାନ୍ତ୍ୱନା ଦେଇପାରିବେ ?—୨କରି ୧:୩, ୪

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ