ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb22 ନଭେମ୍ବର ପୃଷ୍ଠା ୫
  • ତାଙ୍କଠାରେ ସାହସ, ଉତ୍ସାହ ଓ ଦୃଢ଼ ସଂକଳ୍ପ ଥିଲା

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ତାଙ୍କଠାରେ ସାହସ, ଉତ୍ସାହ ଓ ଦୃଢ଼ ସଂକଳ୍ପ ଥିଲା
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ପ୍ରାୟ ସମାନ ଲେଖା
  • ଜଣେ ଦୁଷ୍ଟ ରାଣୀକୁ ଦଣ୍ଡ ମିଳିଲା
    ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
  • “ଆହାବର ସମୁଦାୟ ବଂଶ ବିନଷ୍ଟ ହେବେ”—୨ରାଜା ୯:୮
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ଯିହୋବାଙ୍କଠାରୁ ପରାମର୍ଶ ନେବା ଜାରି ରଖନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ବଡ଼ ହେବାର ଇଚ୍ଛା ଯୋଗୁଁ ଜଣେ ଦୁଷ୍ଟ ମହିଳାକୁ ଦଣ୍ଡ ମିଳିଲା
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
mwb22 ନଭେମ୍ବର ପୃଷ୍ଠା ୫
ଯେ ନିଜ ରଥରେ ଛିହୋଇ ନିଜ ହରୀକୁ କଛନ୍ତି ଯେ ସେ ଈଷେବଲ୍‌କୁ ଝରକାରୁ ବାହାରେ ଫିଙ୍ଗୁ ।

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ତାଙ୍କଠାରେ ସାହସ, ଉତ୍ସାହ ଓ ଦୃଢ଼ ସଂକଳ୍ପ ଥିଲା

ଯିହୋବା, ଯେହୂଙ୍କୁ ଦୁଷ୍ଟ ରାଜା ଆହାବର ବଂଶକୁ ବିନାଶ କରିବାର ଦାୟିତ୍ୱ ଦେଲେ (୨ରାଜା ୯:୬, ୭; ପ୍ର୧୧-ହି ୧୧/୧୫ ପୃ ୩ ¶୨)

ରାଜା ଯୋରାମ୍‌ (ଯିଏ ଆହାବର ପୁଅ ଥିଲେ) ଓ ରାଣୀ ଈଷେବଲ୍‌କୁ (ଯିଏ ଆହାବର ବିଧବା ସ୍ତ୍ରୀ ଥିଲେ) ମାରିବା ପାଇଁ ଯେହୂ ତୁରନ୍ତ ପଦକ୍ଷେପ ନେଲେ (୨ରାଜା ୯:୨୨-୨୪, ୩୦-୩୩; ପ୍ର୧୧-ହି ୧୧/୧୫ ପୃ ୪ ¶୨-୩; “‘ଆହାବର ସମୁଦାୟ ବଂଶ ବିନଷ୍ଟ ହେବେ’—୨ରାଜା ୯:୮” ନାମକ ଚାର୍ଟ ଦେଖନ୍ତୁ)

ନିଜ ଦାୟିତ୍ୱକୁ ପୂରା କରିବା ପାଇଁ ଯେହୂଙ୍କୁ ସାହସ ଓ ଦୃଢ଼ ସଂକଳ୍ପ ଦରକାର ଥିଲା ଏବଂ ଉତ୍ସାହର ସହ କାମ କରିବାର ଥିଲା । ଆଉ ସେ ଠିକ୍‌ ସେହିପରି କଲେ (୨ରାଜା ୧୦:୧୭; ପ୍ର୧୧-ହି ୧୧/୧୫ ପୃ ୫ ¶୪-୫)

ନିଜକୁ ପଚାରନ୍ତୁ: ‘ମାଥିଉ ୨୮:୧୯, ୨୦ ପଦରେ ଥିବା ଆଜ୍ଞାଗୁଡ଼ିକୁ ପାଳନ କରିବା ପାଇଁ ମୁଁ ଯେହୂଙ୍କ ଭଳି କିପରି ହୋଇପାରିବି ?’

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ