ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb22 ନଭେମ୍ବର ପୃଷ୍ଠା ୭
  • ବଡ଼ ହେବାର ଇଚ୍ଛା ଯୋଗୁଁ ଜଣେ ଦୁଷ୍ଟ ମହିଳାକୁ ଦଣ୍ଡ ମିଳିଲା

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ବଡ଼ ହେବାର ଇଚ୍ଛା ଯୋଗୁଁ ଜଣେ ଦୁଷ୍ଟ ମହିଳାକୁ ଦଣ୍ଡ ମିଳିଲା
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ପ୍ରାୟ ସମାନ ଲେଖା
  • “ଆହାବର ସମୁଦାୟ ବଂଶ ବିନଷ୍ଟ ହେବେ”—୨ରାଜା ୯:୮
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ଯିହୋୟାଦାଙ୍କ ସାହସ
    ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
  • ଯିହୋବା ଅସମ୍ଭବକୁ ସମ୍ଭବ କଲେ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ଯିହୋବାଙ୍କ ଧୈର୍ଯ୍ୟର ଗୋଟିଏ ସୀମା ଅଛି
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
mwb22 ନଭେମ୍ବର ପୃଷ୍ଠା ୭

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ବଡ଼ ହେବାର ଇଚ୍ଛା ଯୋଗୁଁ ଜଣେ ଦୁଷ୍ଟ ମହିଳାକୁ ଦଣ୍ଡ ମିଳିଲା

ଯିହୁଦା ଉପରେ ଶାସନ କରିବା ପାଇଁ ଅଥଲୀୟା ସମସ୍ତ ରାଜବଂଶକୁ ବିନାଶ କଲା (୨ରାଜା ୧୧:୧; ଶିକ୍ଷା (ହିନ୍ଦୀ) ପୃ ୧୨୮ ¶୧-୨, “‘ଆହାବର ସମୁଦାୟ ବଂଶ ବିନଷ୍ଟ ହେବେ’—୨ରାଜା ୯:୮” ନାମକ ଚାର୍ଟ ଦେଖନ୍ତୁ)

ଯିହୋଶେବା, ଯୋୟାଶ୍‌କୁ ଲୁଚାଇ ଦେଲେ, ଯିଏ ଆଗକୁ ଯାଇ ରାଜ ସିଂହାସନରେ ବସିଥାʼନ୍ତେ (୨ରାଜା ୧୧:୨, ୩)

ଯୋୟାଶ୍‌କୁ ମହାଯାଜକ ଯିହୋୟାଦା ରାଜା କଲେ ଏବଂ ଦୁଷ୍ଟ ଅଥଲୀୟାକୁ ମାରିଦେଲେ, ଯିଏ ଆହାବର ବଂଶରେ ଏକୁଟିଆ ବଞ୍ଚିଥିଲେ (୨ରାଜା ୧୧:୧୨-୧୬; ଶିକ୍ଷା (ହିନ୍ଦୀ) ପୃ ୧୨୮ ¶୩-୪)

ଚିନ୍ତନ ପାଇଁ: ଏହି ଘଟଣାରୁ ହିତୋପଦେଶ ୧୧:୧୩ ଓ ଉପଦେଶକ ୮:୧୨, ୧୩ ପଦରେ ଲେଖାଥିବା କଥା ସତ କିପରି ପ୍ରମାଣିତ ହୁଏ ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ