ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb23 ଜାନୁୟାରୀ ପୃଷ୍ଠା ୯
  • ସମସ୍ୟା ସମୟରେ ଯିହୋବା ଆମକୁ ଧରି ରଖନ୍ତି

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ସମସ୍ୟା ସମୟରେ ଯିହୋବା ଆମକୁ ଧରି ରଖନ୍ତି
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ପ୍ରାୟ ସମାନ ଲେଖା
  • ମନେ ରଖନ୍ତୁ ଯିହୋବା ‘ଜୀବିତ ପରମେଶ୍ୱର’ ଅଟନ୍ତି !
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୪
  • ଯିହୋବା ଆମକୁ ଏକୁଟିଆ ଛାଡ଼ିବେନି
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
  • ଯିହୋବା କିପରି ଆମକୁ ଧୈର୍ଯ୍ୟ ଧରିବା ପାଇଁ ସାହାଯ୍ୟ କରନ୍ତି ?
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
  • ‘ଯିହୋବା ଭଗ୍ନାନ୍ତଃକରଣମାନଙ୍କୁ ସୁସ୍ଥ କରନ୍ତି’
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୪
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
mwb23 ଜାନୁୟାରୀ ପୃଷ୍ଠା ୯
ବାପାମାଆ ଓ ସେମାନଙ୍କ ଦୁଇ ପିଲା ଭିଡିଓ କନ୍‌ଫ୍ରେନସିଙ୍ଗ୍‌ ଜରିଆରେ ଭାଇଭଉଣୀମାନଙ୍କ ସହ କଥାବାର୍ତ୍ତା ହେଉଛନ୍ତି ।

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ସମସ୍ୟା ସମୟରେ ଯିହୋବା ଆମକୁ ଧରି ରଖନ୍ତି

ଏହି ଶେଷକାଳରେ ଆମକୁ ଅନେକ ଥର ବଡ଼ ବଡ଼ ସମସ୍ୟାର ସାମନା କରିବାକୁ ପଡ଼େ । ବେଳେବେଳେ ତ ଆମ ଉପରେ ଏପରି ସମସ୍ୟା ଆସେ ଯେ ଆମକୁ ଲାଗେ, ‘ଆମେ ଆଉ ତାହା ସହିପାରିବା ନାହିଁ ।’ କିନ୍ତୁ ଯଦି ଆମେ ଯିହୋବାଙ୍କ ନିକଟକୁ ଆସିବା, ତାହେଲେ ଆମେ ସବୁ ସମସ୍ୟାର ସାମନା କରିପାରିବା, ଏପରି ସମସ୍ୟାଗୁଡ଼ିକର ମଧ୍ୟ ଯାହା ଯୋଗୁଁ ଆମେ ହୃଦୟରୁ ଭାଙ୍ଗିପଡ଼ିଥାଉ । (ଯିଶା ୪୩:୨, ୪) ସମସ୍ୟା ସମୟରେ ଆମେ ଯିହୋବାଙ୍କ ନିକଟକୁ କିପରି ଆସିପାରିବା ?

ପ୍ରାର୍ଥନା: ଯେବେ ଆମେ ହୃଦୟ ଖୋଲି ଯିହୋବାଙ୍କୁ ନିଜ ମନର କଥା କହୁ, ତେବେ ସେ ଆମକୁ ମନର ଶାନ୍ତି ଦିଅନ୍ତି ଓ ସମସ୍ୟାର ସାମନା କରିବା ପାଇଁ ସାହସ ମଧ୍ୟ ଦିଅନ୍ତି ।—ଫିଲିପ୍‌ ୪:୬, ୭; ୧ଥେସ ୫:୧୭.

ସଭା: ଆଜି ଆମକୁ ଆଗ ଅପେକ୍ଷା ଅଧିକ ସଭାରେ ଯିବା ଦରକାର । ସଭାଗୁଡ଼ିକ ଜରିଆରେ ଯିହୋବା ଆମକୁ ଶିଖାନ୍ତି ଓ ଭାଇଭଉଣୀମାନଙ୍କ ସହ ସଙ୍ଗତି କରିବାର ସୁଯୋଗ ଦିଅନ୍ତି । (ଏବ୍ରୀ ୧୦:୨୪, ୨୫) ଯେବେ ଆମେ ସଭାର ପ୍ରସ୍ତୁତି କରୁ, ସେଥିରେ ଉପସ୍ଥିତ ହେଉ ଓ ଭାଗ ନେଉ, ତେବେ ଆମେ ଯିହୋବାଙ୍କ ପବିତ୍ର ଶକ୍ତିର ସାହାଯ୍ୟ ନେଉଥାଉ ।—ପ୍ରକା ୨:୨୯.

ପ୍ରଚାର ସେବା: ଯଦି ଆମେ ପ୍ରଚାର ସେବାରେ ଲାଗି ରହିବା ପାଇଁ ପୂରା ଚେଷ୍ଟା କରିବା, ତେବେ ଆମେ ଭଲ କଥା ଉପରେ ଧ୍ୟାନ ଦେଇପାରିବା । ପ୍ରଚାର ସେବା ଜାରି ରଖିଲେ ଭାଇଭଉଣୀ ଓ ଯିହୋବାଙ୍କ ସହ ଆମ ସମ୍ପର୍କ ମଧ୍ୟ ମଜବୁତ୍‌ ହେବ ।—୧କରି ୩:୫-୧୦.

ଯିହୋବା ଆପଣଙ୍କୁ ଆପଣାଇ ନେବେ ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ଯେବେ ମଲୁ ସମସ୍ୟାର ସାମନା କରୁଥିଲେ, ତେବେ ସେ କିପରି ଯିହୋବାଙ୍କର ନିକଟତର ରହିପାରିଲେ ?

  • ମଲୁଙ୍କ ଭଳି ଆମେ ବି କିପରି ଗୀତ ୩୪:୧୮ ପଦରୁ ସାନ୍ତ୍ୱନା ଓ ସାହସ ପାଇପାରିବା ?

  • ମଲୁଙ୍କ ଅନୁଭୂତିରୁ କିପରି ଜଣାପଡ଼େ ଯେ ଯିହୋବା ସମସ୍ୟା ସମୟରେ ଆମକୁ ସେହି ଶକ୍ତି ଦିଅନ୍ତି, ଯାହା ସାଧାରଣ ମଣିଷମାନଙ୍କ ଶକ୍ତିଠାରୁ ବହୁତ ଅଧିକ ?—୨କରି ୪:୭

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ