ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb23 ଜାନୁୟାରୀ ପୃଷ୍ଠା ୧୦
  • ଈଶ୍ୱରଙ୍କ ଇଚ୍ଛା ପୂରା କରିବା ପାଇଁ ଆଗ୍ରହ ବଢ଼ାନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଈଶ୍ୱରଙ୍କ ଇଚ୍ଛା ପୂରା କରିବା ପାଇଁ ଆଗ୍ରହ ବଢ଼ାନ୍ତୁ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ପ୍ରାୟ ସମାନ ଲେଖା
  • ଦାଉଦ ଓ ଶାଉଲ
    ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
  • ଯୀଶୁ ଶାଉଲଙ୍କୁ ବାଛିଲେ
    ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
  • ଇସ୍ରାଏଲୀୟମାନେ ଏକ ରାଜା ଚାହିଁଲେ
    ବାଇବଲର ବାର୍ତ୍ତା ଆପଣଙ୍କ ନିମନ୍ତେ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
mwb23 ଜାନୁୟାରୀ ପୃଷ୍ଠା ୧୦
ଚିତ୍ରଗୁଡ଼ିକ: ୧. ରାଜା ଶାଉଲ ଅହଂକାରୀ ହୋଇ ବେଦିରେ ବଳିଦାନ ଚଢ଼ାଉଛନ୍ତି । ୨. ଦାଉଦ ସେହି ପାଣି ପିଇବା ପାଇଁ ମନା କରିଦିଅନ୍ତି, ଯାହା ତାଙ୍କ ସେବକ ଦିଅନ୍ତି ।

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ଈଶ୍ୱରଙ୍କ ଇଚ୍ଛା ପୂରା କରିବା ପାଇଁ ଆଗ୍ରହ ବଢ଼ାନ୍ତୁ

ଶାଉଲ ଯିହୋବାଙ୍କ ଆଜ୍ଞା ମାନି ନ ଥିଲେ, ସେଥିପାଇଁ ଯିହୋବା ତାଙ୍କୁ ଛାଡ଼ିଦେଲେ (୧ବଂଶା ୧୦:୧୩, ୧୪)

ଯିହୋବା ଶାଉଲଙ୍କ ବଦଳରେ ଦାଉଦଙ୍କୁ ରାଜା ଭାବେ ବାଛିଲେ (୧ବଂଶା ୧୧:୩)

ଦାଉଦ ଶାଉଲଙ୍କ ଭଳି ନ ଥିଲେ । ଦାଉଦ ଯିହୋବାଙ୍କ ଆଜ୍ଞା ମାନିଲେ ଏବଂ ତାଙ୍କ ସିଦ୍ଧାନ୍ତଗୁଡ଼ିକ ଅନୁସାରେ ଚାଲିଲେ (୧ବଂଶା ୧୧:୧୫-୧୯; ପ୍ର୧୨-ହି ୧୧/୧୫ ପୃ ୬ ¶୧୨-୧୩)

ଦାଉଦ ହୃଦୟରୁ ଯିହୋବାଙ୍କ ଇଚ୍ଛା ପୂରା କରିବା ପାଇଁ ଚାହୁଁଥିଲେ । (ଗୀତ ୪୦:୮) ସଠିକ୍‌ କାମ କରିବା ପାଇଁ ଆମ ଭିତରେ ବି ଏପରି ହିଁ ଇଚ୍ଛା ହେବା କଥା । ଆମେ ଏହି ଇଚ୍ଛାକୁ କିପରି ବଢ଼ାଇପାରିବା ? ଆମକୁ ମାମଲାଗୁଡ଼ିକୁ ସେହି ଦୃଷ୍ଟିରେ ଦେଖିବା କଥା, ଯେପରି ଯିହୋବା ଦେଖନ୍ତି ।—ଗୀତ ୨୫:୪; ପ୍ର୧୮.୦୬-ହି ପୃ ୧୭ ¶୫-୬.

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ