ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb23 ମାର୍ଚ୍ଚ ପୃଷ୍ଠା ୧୪
  • ସବୁ ମାମଲାରେ ଯିହୋବାଙ୍କ ଉପରେ ନିର୍ଭର ରହନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ସବୁ ମାମଲାରେ ଯିହୋବାଙ୍କ ଉପରେ ନିର୍ଭର ରହନ୍ତୁ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ପ୍ରାୟ ସମାନ ଲେଖା
  • “ତୁମ୍ଭମାନଙ୍କ ପରମେଶ୍ୱରଙ୍କ ଠାରେ ବିଶ୍ୱାସ କର”
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • କʼଣ ଆପଣ ଆସାଙ୍କ ଭଳି ସାହସ ଦେଖାନ୍ତି ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ଦାଉଦଙ୍କ ଯୁଦ୍ଧ ରଣନୀତି
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ଯିହୋବାଙ୍କ ଅଟଳ ପ୍ରେମ ଯୋଗୁଁ ଆମେ ଶୟତାନର କଥାରେ ଆସି ନ ଥାଉ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
mwb23 ମାର୍ଚ୍ଚ ପୃଷ୍ଠା ୧୪

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ସବୁ ମାମଲାରେ ଯିହୋବାଙ୍କ ଉପରେ ନିର୍ଭର ରହନ୍ତୁ

ଆସା ଗୋଟିଏ ବଡ଼ ସୈନ୍ୟର ମୁକାବିଲା କରିବା ପାଇଁ ଯିହୋବାଙ୍କ ଉପରେ ନିର୍ଭର ରହିଲେ (୨ବଂଶା ୧୪:୯-୧୨; ପ୍ର୨୧.୦୩-ହି ପୃ ୫ ¶୧୨)

ପରେ ଆସା ଗୋଟେ ଛୋଟ ସୈନ୍ୟର ମୁକାବିଲା କରିବା ପାଇଁ ଅରାମର ରାଜାଙ୍କଠାରୁ ସାହାଯ୍ୟ ନେଲେ (୨ବଂଶା ୧୬:୧-୩; ପ୍ର୨୧.୦୩-ହି ପୃ ୫ ¶୧୩)

ଆସା ସବୁବେଳେ ଯିହୋବାଙ୍କ ଉପରେ ନିର୍ଭର ରହିଲେନି, ତେଣୁ ଯିହୋବା ତାଙ୍କଠାରୁ ଖୁସି ହେଲେନି (୨ବଂଶା ୧୬:୭-୯)

ଚିତ୍ରଗୁଡ଼ିକ: ୧. ଜଣେ ଯୁବା ବ୍ୟକ୍ତି ବାପ୍ତିସ୍ମ ନେଉଛନ୍ତି । ୨. ସେହି ବ୍ୟକ୍ତି ଟିଭି ସାମନାରେ ବସିଛନ୍ତି ଏବଂ ନିର୍ଦ୍ଧାରିତ କରୁଛନ୍ତି ଯେ ସେ କେଉଁ କାର୍ଯ୍ୟକ୍ରମ ଦେଖିବେ ।

ଯେବେ ଆମେ ଜୀବନରେ ବଡ଼ ବଡ଼ ନିଷ୍ପତ୍ତି ନେଉ ସେ ସମୟରେ ହୁଏତ ଆମେ ଯିହୋବାଙ୍କ ଉପରେ ନିର୍ଭର ରହୁ । କିନ୍ତୁ ଛୋଟ ଛୋଟ ମାମଲାଗୁଡ଼ିକରେ ନିଷ୍ପତ୍ତି ନେବା ସମୟରେ କʼଣ ? ଏହା ବହୁତ ଜରୁରୀ ଅଟେ ଯେ ଆମେ ଜୀବନର ସବୁ ମାମଲାଗୁଡ଼ିକରେ ଯିହୋବାଙ୍କୁ ଧ୍ୟାନରେ ରଖି ନିଷ୍ପତ୍ତି ନେବା ।—ହିତୋ ୩:୫, ୬; ପ୍ର୨୧.୦୩-ହି ପୃ ୬ ¶୧୪.

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ