ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb23 ମେ ପୃଷ୍ଠା ୪
  • “ତୁମ୍ଭମାନଙ୍କ ପରମେଶ୍ୱରଙ୍କ ଠାରେ ବିଶ୍ୱାସ କର”

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • “ତୁମ୍ଭମାନଙ୍କ ପରମେଶ୍ୱରଙ୍କ ଠାରେ ବିଶ୍ୱାସ କର”
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ପ୍ରାୟ ସମାନ ଲେଖା
  • ଅନ୍ୟମାନଙ୍କୁ ଯିହୋବାଙ୍କ ଦୃଷ୍ଟିକୋଣରୁ ଦେଖନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ସବୁ ମାମଲାରେ ଯିହୋବାଙ୍କ ଉପରେ ନିର୍ଭର ରହନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ‘ଏହି ଭବନ ସର୍ବଦା ମୋ ହୃଦୟର ନିକଟରେ ରହିବ’
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ଆପଣଙ୍କ ବାପାମାଆଙ୍କ ଭଲ ଉଦାହରଣ ନ ଥିବା ସତ୍ତ୍ୱେ ଆପଣ ଯିହୋବାଙ୍କ ସେବା କରିପାରିବେ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
mwb23 ମେ ପୃଷ୍ଠା ୪

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

“ତୁମ୍ଭମାନଙ୍କ ପରମେଶ୍ୱରଙ୍କ ଠାରେ ବିଶ୍ୱାସ କର”

ଯେବେ ଶତ୍ରୁମାନେ ଆକ୍ରମଣ କରିବା ପାଇଁ ଆସୁଥିଲେ ତେବେ ଯିହୋଶାଫଟ୍‌ ଓ ଯିହୁଦାର ଲୋକମାନେ ଯିହୋବାଙ୍କୁ ସାହାଯ୍ୟ ମାଗିଲେ (୨ବଂଶା ୨୦:୧୨, ୧୩; ପ୍ର୧୪-ହି ୧୨/୧୫ ପୃ ୨୩-୨୪ ¶୮)

ଯିହୋବା ନିଜ ଲୋକମାନଙ୍କ ସାହସ ବଢ଼ାଇଲେ ଏବଂ ସ୍ପଷ୍ଟଭାବେ କହିଲେ ଯେ ସେମାନଙ୍କୁ କʼଣ କରିବାର ଅଛି (୨ବଂଶା ୨୦:୧୭)

ଯିହୋବା ନିଜ ଲୋକମାନଙ୍କୁ ରକ୍ଷା କଲେ କାରଣ ସେମାନେ ତାଙ୍କ ଉପରେ ବିଶ୍ୱାସ କଲେ (୨ବଂଶା ୨୦:୨୧, ୨୨, ୨୭; ପ୍ର୨୧.୧୧-ହି ପୃ ୧୬ ¶୭)

ଯିହୋବାଙ୍କ ସାକ୍ଷୀମାନଙ୍କ ଏକ ଛୋଟ ସମୂହ ଗୋଟିଏ ଘରେ ଏକାଠି ହୋଇ ସଭା କରୁଛନ୍ତି । ସେଠାରେ ପୋଲିସ ନିଜ ବନ୍ଧୁକ ଧରି ହଠାତ୍‌ ଘରେ ପଶିଗଲେ ।

ମହାକ୍ଳେଶ ସମୟରେ ଯେବେ ଗୋଗ୍‌ ଯିହୋବାଙ୍କ ଲୋକମାନଙ୍କ ଉପରେ ଆକ୍ରମଣ କରିବ, ସେସମୟରେ ଏହା ବହୁତ ଜରୁରୀ ଯେ ଆମେ ଯିହୋବାଙ୍କ ଉପରେ ବିଶ୍ୱାସ ରଖୁ ଏବଂ ନେତୃତ୍ୱ ନେଉଥିବା ଭାଇମାନଙ୍କ ଉପରେ ଭରସା ରଖୁ । ଯଦି ଆମେ ଏପରି କରିବା ତେବେ ଆମେ ଡରିବା ନାହିଁ ।—୨ବଂଶା ୨୦:୨୦.

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ