ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb23 ମାର୍ଚ୍ଚ ପୃଷ୍ଠା ୧୫
  • କʼଣ ମୋ ନିଷ୍ପତ୍ତିଗୁଡ଼ିକରୁ ଜଣାପଡ଼େ ଯେ ମୁଁ ଯିହୋବାଙ୍କ ଉପରେ ନିର୍ଭର ରହେ ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • କʼଣ ମୋ ନିଷ୍ପତ୍ତିଗୁଡ଼ିକରୁ ଜଣାପଡ଼େ ଯେ ମୁଁ ଯିହୋବାଙ୍କ ଉପରେ ନିର୍ଭର ରହେ ?
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ପ୍ରାୟ ସମାନ ଲେଖା
  • ପ୍ରତିଦିନ ବାଇବଲ ପଢ଼ନ୍ତୁ ଓ ବୁଦ୍ଧି ପାଇଁ ଅନୁସନ୍ଧାନ କରନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ଆପଣଙ୍କ ପ୍ରଗତିର ରେକର୍ଡ ରଖନ୍ତୁ
    ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ
  • ଏପରି ନିଷ୍ପତ୍ତି ନିଅନ୍ତୁ, ଯେଉଁଥିରୁ ଯିହୋବା ଖୁସି ହେବେ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
  • ନମ୍ର ରହି ଏହା ସ୍ୱୀକାର କରନ୍ତୁ ଯେ ଆପଣଙ୍କୁ କିଛି କଥା ଜଣାନାହିଁ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
mwb23 ମାର୍ଚ୍ଚ ପୃଷ୍ଠା ୧୫

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

କʼଣ ମୋ ନିଷ୍ପତ୍ତିଗୁଡ଼ିକରୁ ଜଣାପଡ଼େ ଯେ ମୁଁ ଯିହୋବାଙ୍କ ଉପରେ ନିର୍ଭର ରହେ ?

ପ୍ରତିଦିନ ଆମକୁ ଅନେକ ନିଷ୍ପତ୍ତି ନେବାକୁ ପଡ଼ିଥାଏ । ଦୁନିଆରେ ଲୋକମାନେ ଅନେକ ଥର ଭାବନାରେ ବହି ବା ଅନ୍ୟମାନଙ୍କ ଦେଖାଦେଖି ନିଷ୍ପତ୍ତି ନିଅନ୍ତି । (ଯାତ୍ରା ୨୩:୨; ହିତୋ ୨୮:୨୬) କିନ୍ତୁ ଯେଉଁ ଲୋକମାନେ ଯିହୋବାଙ୍କ ଉପରେ ନିର୍ଭର ରହନ୍ତି, ସେମାନେ ‘ତାହାଙ୍କୁ ସ୍ୱୀକାର କରି’ ବା ତାଙ୍କୁ ଧ୍ୟାନରେ ରଖି ସବୁ କାମ କରନ୍ତି । ଅର୍ଥାତ୍‌ ସେମାନେ ବାଇବଲ ସିଦ୍ଧାନ୍ତଗୁଡ଼ିକ ମୁତାବକ ନିଷ୍ପତ୍ତି ନିଅନ୍ତି ।—ହିତୋ. ୩:୫, ୬.

ଆଗକୁ ଦିଆଯାଇଥିବା ସବୁ ପଦ ପରେ ଏପରି ପରିସ୍ଥିତି ଲେଖନ୍ତୁ, ଯେଉଁ ପରିସ୍ଥିତିରେ ସେହି ପଦରେ ଦିଆଯାଇଥିବା ସିଦ୍ଧାନ୍ତଗୁଡ଼ିକୁ ଲାଗୁ କଲେ ଆପଣ ଠିକ୍‌ ନିଷ୍ପତ୍ତି ନେଇପାରିବେ ।

  • ମାଥି ୬:୩୩

  • ରୋମୀ ୧୨:୧୮

  • ୧କରି ୧୦:୨୪

  • ଏଫି ୫:୧୫, ୧୬

  • ୧ତୀମ ୨:୯, ୧୦

  • ଏବ୍ରୀ ୧୩:୫

ବିଶ୍ୱସ୍ତ ଲୋକଙ୍କ ଭଳି ହୁଅନ୍ତୁ, ଦୁଷ୍ଟ ଲୋକଙ୍କ ଭଳି ନୁହେଁ—ମୋଶା ଭଳି, ଫାରୋ ଭଳି ନୁହେଁ ଭିଡିଓ ଦେଖନ୍ତୁ । ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନର ଉତ୍ତର ଦିଅନ୍ତୁ:

“ବିଶ୍ୱସ୍ତ ଲୋକଙ୍କ ଭଳି ହୁଅନ୍ତୁ, ଦୁଷ୍ଟ ଲୋକଙ୍କ ଭଳି ନୁହେଁ​—ମୋଶା ଭଳି, ଫାରୋ ଭଳି ନୁହେଁ ” ଭିଡିଓର ଗୋଟିଏ ଦୃଶ୍ୟ । ଜଣେ ଭାଇ ଅଧିବେଶନ ପାଇଁ ବାହାରୁଛନ୍ତି, ତେବେ ତାଙ୍କ ଅଫିସ୍‌ରୁ ଗୋଟିଏ ଜରୁରୀ ଫୋନ୍‌ ଆସେ ।

ଯେବେ ଭାଇ ବାଇବଲରେ ଦିଆଯାଇଥିବା ଗୋଟିଏ ଉଦାହରଣ ବିଷୟରେ ଭାବିଲେ, ତେବେ ତାଙ୍କୁ ଠିକ୍‌ ନିଷ୍ପତ୍ତି ନେବା ପାଇଁ କିପରି ସାହାଯ୍ୟ ମିଳିଲା ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ