ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଜାଣନ୍ତୁ:
୧. ‘ପବିତ୍ର ଶକ୍ତି କʼଣ କହେ,’ ଆମେ ତାହା କିପରି ‘ଶୁଣିପାରିବା’ ? (ପ୍ରକା. ୧:୩, ୧୦, ୧୧; ୩:୧୯)
୨. କଠିନ ପରିଶ୍ରମ କରିବା ଏବଂ ଧୈର୍ଯ୍ୟ ଧରିବା ପାଇଁ କେଉଁ କଥା ଆମକୁ ସାହାଯ୍ୟ କରିବ ? (ପ୍ରକା. ୨:୪)
୩. ବିରୋଧର ସାମନା କରିବା ପାଇଁ ଆମେ ନିଜକୁ କିପରି ପ୍ରସ୍ତୁତ କରିପାରିବା ? (ହିତୋ. ୨୯:୨୫; ପ୍ରକା. ୨:୧୦, ୧୧)
୪. ଆମେ ଯୀଶୁଙ୍କୁ ବିଶ୍ୱାସ କରୁଛୁ ବୋଲି ଅସ୍ୱୀକାର ନ କରୁ, ତାʼପାଇଁ ଆମକୁ କʼଣ କରିବାକୁ ପଡ଼ିବ ? (ପ୍ରକା. ୨:୧୨-୧୬)
୫. ଆମମାନଙ୍କଠାରେ ଯାହା ଅଛି, ତାହା ଆମେ ଦୃଢ଼ ରୂପେ କିପରି ଧରି ରଖିପାରିବା ? (ପ୍ରକା. ୨:୨୪, ୨୫; ୩:୧-୩, ୭, ୮, ୧୦, ୧୧)
୬. ଉତ୍ସାହର ସହ ସେବା କରିବା ପାଇଁ କେଉଁ କଥା ଆମକୁ ସାହାଯ୍ୟ କରିପାରିବ ? (ପ୍ରକା. ୩:୧୪-୧୯; ମାଥି. ୬:୨୫-୨୭, ୩୧-୩୩)
© 2025 Watch Tower Bible and Tract Society of Pennsylvania
CA-brpgm26-OI