ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb23 ଜୁଲାଇ ପୃଷ୍ଠା ୪
  • ଏଜ୍ରା ନିଜ ଜୀବନ ଶୈଳୀ ଦ୍ୱାରା ଯିହୋବାଙ୍କ ମହିମା କଲେ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଏଜ୍ରା ନିଜ ଜୀବନ ଶୈଳୀ ଦ୍ୱାରା ଯିହୋବାଙ୍କ ମହିମା କଲେ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ପ୍ରାୟ ସମାନ ଲେଖା
  • ଏଜ୍ରା ଈଶ୍ୱରଙ୍କ ବ୍ୟବସ୍ଥା ଶିଖାଇଲେ
    ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
  • ସମସ୍ୟା ସମୟରେ ଯିହୋବାଙ୍କ ଉପରେ ପୂରା ଭରସା ରଖନ୍ତୁ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
  • ଯିହୋବାଙ୍କ ସେବା ପାଇଁ ନିଜକୁ ସମର୍ପଣ କରିଦିଅନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
mwb23 ଜୁଲାଇ ପୃଷ୍ଠା ୪

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ଏଜ୍ରା ନିଜ ଜୀବନ ଶୈଳୀ ଦ୍ୱାରା ଯିହୋବାଙ୍କ ମହିମା କଲେ

ଏଜ୍ରା ମନ ଦେଇ ଈଶ୍ୱରଙ୍କ ବାକ୍ୟ ପଢ଼ିଲେ । ତାହା ତାଙ୍କ ହୃଦୟରେ ଗଭୀର ପ୍ରଭାବ ପକାଇଲା, ତେଣୁ ସେ ତାʼ ମୁତାବକ କାମ କଲେ (ଏଜ୍ରା ୭:୧୦; ପ୍ର୦୦-ହି ୧୦/୧ ପୃ ୧୪-୧୫ ¶୮)

ଏଜ୍ରାଙ୍କ ଜୀବନ ଶୈଳୀକୁ ଦେଖି ଅନ୍ୟମାନେ ବୁଝିପାରିଲେ ଯେ ଏଜ୍ରାଙ୍କଠାରେ ଈଶ୍ୱରଙ୍କ ବୁଦ୍ଧି ଅଛି (ଏଜ୍ରା ୭:୨୫; ସମ୍ପୂର୍ଣ୍ଣ ପବିତ୍ରଶାସ୍ତ୍ର (ଇଂରାଜୀ) ପୃ ୭୫ ¶୫)

ଏଜ୍ରା ଈଶ୍ୱରଙ୍କ ସାମନାରେ ନିଜକୁ ନମ୍ର କଲେ । ତେଣୁ ତାଙ୍କୁ ଭରସା ଥିଲା ଯେ ଯିହୋବା ତାଙ୍କୁ ରାସ୍ତା ଦେଖାଇବେ ଓ ତାଙ୍କୁ ରକ୍ଷା କରିବେ (ଏଜ୍ରା ୮:୨୧-୨୩; ପ୍ର୯୨-ହି ୬/୧ ପୃ ୩୦)

ଗୋଟିଏ ଗ୍ୟାରେଜ୍‌ର ମାଲିକ ନିଜ ପାଖରେ କାମ କରୁଥିବା ଜଣେ ଭାଇଙ୍କୁ ପ୍ରଶଂସା କରୁଛନ୍ତି ।

ଏଜ୍ରାଙ୍କ କାମରୁ ରାଜା ସ୍ପଷ୍ଟ ଦେଖିପାରିଲେ ଯେ ତାଙ୍କୁ ଈଶ୍ୱରଙ୍କଠାରୁ ବୁଦ୍ଧି ମିଳିଛି । ଏଜ୍ରାଙ୍କ ଭଳି ଆମେ ମଧ୍ୟ ନିଜ ଜୀବନ ଶୈଳୀ ଦ୍ୱାରା ଯିହୋବାଙ୍କ ମହିମା କରିପାରିବା ।

ନିଜକୁ ପଚାରନ୍ତୁ: ‘କʼଣ ଦୁନିଆର ଲୋକମାନେ ଦେଖିପାରନ୍ତି ଯେ ମୁଁ ଈଶ୍ୱରଙ୍କ ସ୍ତର ମୁତାବକ ଚାଲେ ?’

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ