ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb23 ଜୁଲାଇ ପୃଷ୍ଠା ୫
  • ଆଜ୍ଞା ନ ମାନିବାର ଖରାପ ପରିଣାମ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଆଜ୍ଞା ନ ମାନିବାର ଖରାପ ପରିଣାମ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ପ୍ରାୟ ସମାନ ଲେଖା
  • ଯିହୋବାଙ୍କ ସେବା କରିବା ବହୁତ କଠିନ ନୁହେଁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ‘ଯିହୋବା ତୁମ୍ଭ ପରମେଶ୍ୱର ତୁମ୍ଭଠାରୁ କʼଣ ଲୋଡ଼ନ୍ତି’
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ଯିହୋବାଙ୍କ ସେବା ପାଇଁ ନିଜକୁ ସମର୍ପଣ କରିଦିଅନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ବାଇବଲରେ ଥିବା କଥାଗୁଡ଼ିକ କାହାଣୀ ନୁହେଁ, ଏହା ସତ ଘଟଣା
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
mwb23 ଜୁଲାଇ ପୃଷ୍ଠା ୫

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ଆଜ୍ଞା ନ ମାନିବାର ଖରାପ ପରିଣାମ

କିଛି ଇସ୍ରାଏଲୀୟମାନେ ଏପରି ସ୍ତ୍ରୀମାନଙ୍କ ସହ ବିବାହ କଲେ ଯେଉଁମାନେ ମୂର୍ତ୍ତିପୂଜା କରୁଥିଲେ (ଏଜ୍ରା ୯:୧, ୨; ପ୍ର୦୬-ହି ୧/୧୫ ପୃ ୨୦ ¶୧)

ଯିହୋବା ଏପରି କରିବା ପାଇଁ ସ୍ପଷ୍ଟ ଭାବେ ମନା କରିଥିଲେ, ତଥାପି ଇସ୍ରାଏଲୀୟମାନେ ତାଙ୍କ ଆଜ୍ଞା ମାନିଲେ ନାହିଁ (ଏଜ୍ରା ୯:୧୦-୧୨)

ଆଜ୍ଞା ନ ମାନିବା ଯୋଗୁଁ ସେମାନଙ୍କୁ ଓ ସେମାନଙ୍କ ପରିବାରକୁ ଅନେକ କଷ୍ଟ ସହିବାକୁ ପଡ଼ିଲା (ଏଜ୍ରା ୧୦:୧୦, ୧୧, ୪୪)

ଜଣେ ଭଉଣୀ ଏପରି ବ୍ୟକ୍ତି ସହ ବିବାହ କଲେ ଯିଏ ଜଣେ ସାକ୍ଷୀ ନୁହଁନ୍ତି ଓ ତାଙ୍କର ଗୋଟିଏ ପିଲା ଅଛି । ସେ ଭଉଣୀ ସେହି ଦିନଗୁଡ଼ିକୁ ମନେ ପକାଉଛନ୍ତି, ଯେବେ ସେ ଉତ୍ସାହର ସହ ଯିହୋବାଙ୍କ ସେବା କରୁଥିଲେ । ତାଙ୍କ ଆଗରେ ଥିବା ଟେବୁଲରେ ସିଗାରେଟ୍‌ ଖଣ୍ଡଗୁଡ଼ିକ ପଡ଼ିଛି ଓ ପାଖରେ ତାଙ୍କ ମଦୁଆ ସ୍ୱାମୀ ଶୋଇଛନ୍ତି ।

ଯିହୋବା ଯାହା ବି ଆଜ୍ଞା ଦେଇଛନ୍ତି, ସେସବୁ ଆମ ଲାଭ ପାଇଁ ଅଟେ । (ପ୍ର୧୦-ହି ୭/୧ ପୃ ୧୬ ¶୬) ଯଦି ଆମେ ସେଗୁଡ଼ିକୁ ମାନିବା ତେବେ ଆଜି ଆମେ ଅନେକ ସମସ୍ୟାରୁ ରକ୍ଷା ପାଇପାରିବା ଓ ଭବିଷ୍ୟତରେ ଆମକୁ ସବୁଦିନ ପାଇଁ ଅନେକ ଆଶିଷଗୁଡ଼ିକ ମିଳିବ ।

ନିଜକୁ ପଚାରନ୍ତୁ: ‘ଯିହୋବାଙ୍କ ଆଜ୍ଞା ମାନିବା ଯୋଗୁଁ କିପରି ମୁଁ ସମସ୍ୟାରେ ପଡ଼ିବାରୁ ରକ୍ଷା ପାଇଛି ?’

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ