ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb21 ମେ ପୃଷ୍ଠା ୧୫
  • ‘ଯିହୋବା ତୁମ୍ଭ ପରମେଶ୍ୱର ତୁମ୍ଭଠାରୁ କʼଣ ଲୋଡ଼ନ୍ତି’

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ‘ଯିହୋବା ତୁମ୍ଭ ପରମେଶ୍ୱର ତୁମ୍ଭଠାରୁ କʼଣ ଲୋଡ଼ନ୍ତି’
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ପ୍ରାୟ ସମାନ ଲେଖା
  • ଯିହୋବାଙ୍କ ସେବା କରିବା ବହୁତ କଠିନ ନୁହେଁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ବାଇବଲରେ ଥିବା କଥାଗୁଡ଼ିକ କାହାଣୀ ନୁହେଁ, ଏହା ସତ ଘଟଣା
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ଈଶ୍ୱରଙ୍କ ପ୍ରେରଣାରେ ଲିଖିତ ଗୀତରେ ଥିବା ଦୃଷ୍ଟାନ୍ତଗୁଡ଼ିକରୁ ଶିଖନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • କʼଣ ଆପଣ ଆୟୁବଙ୍କ ଭଳି ଭଲ ନାମ ଅର୍ଜନ କରିଛନ୍ତି ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
mwb21 ମେ ପୃଷ୍ଠା ୧୫

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

‘ଯିହୋବା ତୁମ୍ଭ ପରମେଶ୍ୱର ତୁମ୍ଭଠାରୁ କʼଣ ଲୋଡ଼ନ୍ତି’

ଯିହୋବାଙ୍କୁ ପ୍ରେମ କରନ୍ତୁ ଏବଂ ତାହାଙ୍କ ଆଜ୍ଞା ପାଳନ କରନ୍ତୁ (ଦ୍ୱିବି ୧୦:୧୨; ପ୍ର୧୦-ହି ୭/୧ ପୃ ୧୬ ¶୩-୪)

ଆଜ୍ଞା ପାଳନ କଲେ ଆମରି ହିଁ ମଙ୍ଗଳ ହେବ (ଦ୍ୱିବି ୧୦:୧୩; ପ୍ର୧୦-ହି ୭/୧ ପୃ ୧୬ ¶୬)

ଯିହୋବା ଚାହାନ୍ତି ଯେ ଆମେ ତାହାଙ୍କ ପାଖକୁ ଆସୁ (ଦ୍ୱିବି ୧୦:୧୫; ଯିହୋବାଙ୍କ ନିକଟବର୍ତ୍ତୀ ପୃ ୧୬ ¶୨)

ଯିହୋବା ଚାହାନ୍ତି ନାହିଁ ଯେ ଆମେ ଚାପରେ ଆସି ତାହାଙ୍କ ଆଜ୍ଞା ପାଳନ କରୁ, ବରଂ ସେ ଚାହାନ୍ତି ଯେ ଆମେ ତାହାଙ୍କୁ ପ୍ରେମ କରୁ ଏବଂ “ହୃଦୟ ସହ” ତାହାଙ୍କ ଆଜ୍ଞା ପାଳନ କରୁ । (ରୋମୀ ୬:୧୭) ଯେଉଁମାନେ ନିଜ ଇଚ୍ଛାରେ ତାହାଙ୍କ ସେବା କରନ୍ତି, ସେମାନେ ଉତ୍ତମ ଜୀବନଯାପନ କରନ୍ତି ।

ଚିତସମୂହ: ଜଣେ ସ୍ତ୍ରୀ ଲୋକ ଯିହୋବାଙ୍କ ସେବା କରିବାର ନିଷ୍ପତ୍ତି ନେଉଛନ୍ତି । ୧. ସେ ମଦ ଓ ସିଗାରେ ପିଉଛନ୍ତି । ୨. ବାଇବଲ ଅଧୟନରେ ସେ ଏପରି ଏକ କଥା ଜାଣିଛନ୍ତି, ଯାହା ତାଙ୍କ ଦୟକୁ ଛୁଇଁଯାଇଛି । ୩. ସେ ଖୁସିରେ ନିଜ ସାଙ୍ଗମାନଙ୍କ ସହ କଥା ହେଉଛନ୍ତି, ଯେଉଁମାନେ ଯିହୋବାଙ୍କ ସେବା କରନ୍ତି ।
    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ