ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb23 ଜୁଲାଇ ପୃଷ୍ଠା ୮
  • ନିହିମୀୟା ସେବା କରାଇଲେ ନାହିଁ ବରଂ ସେବା କଲେ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ନିହିମୀୟା ସେବା କରାଇଲେ ନାହିଁ ବରଂ ସେବା କଲେ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ପ୍ରାୟ ସମାନ ଲେଖା
  • ‘ତହୁଁ ମୁଁ ପ୍ରାର୍ଥନା କଲି’
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ଯିରୂଶାଲମର ପ୍ରାଚୀର
    ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
mwb23 ଜୁଲାଇ ପୃଷ୍ଠା ୮
ନିହିମୀୟା ଅନ୍ୟ ଇସ୍ରାଏଲୀୟମାନଙ୍କ ସହ ମିଶି ଯିରୂଶାଲମର ପ୍ରାଚୀର ନିର୍ମାଣ କରୁଛନ୍ତି ।

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ନିହିମୀୟା ସେବା କରାଇଲେ ନାହିଁ ବରଂ ସେବା କଲେ

ନିହିମୀୟା କେବେ ବି ନିଜ ଅଧିକାରର ବ୍ୟବହାର ନିଜ ଲାଭ ପାଇଁ କଲେ ନାହିଁ (ନିହି ୫:୧୪, ୧୫, ୧୭, ୧୮; ପ୍ର୦୨-ହି ୧୧/୧ ପୃ ୨୭ ¶୪)

ନିହିମୀୟା କେବଳ କାମର ନେତୃତ୍ୱ ନେଲେନି ବରଂ ସେ ନିଜେ ମଧ୍ୟ ସେଥିରେ ଭାଗ ନେଲେ (ନିହି ୫:୧୬; ପ୍ର୧୬.୦୯-ହି ପୃ ୬-୭ ¶୧୬)

ନିହିମୀୟା ଲୋକମାନଙ୍କ ପାଇଁ ଯାହା କଲେ, ତାʼଯୋଗୁଁ ସେ ଯିହୋବାଙ୍କୁ ପ୍ରାର୍ଥନା କରିପାରିଲେ ଯେ ସେ ତାଙ୍କୁ ମନେରଖନ୍ତୁ (ନିହି ୫:୧୯; ପ୍ର୦୦-ହି ୨/୧ ପୃ ୩୨)

ନିହିମୀୟା ଜଣେ ରାଜ୍ୟପାଳ ଥିଲେ, ତଥାପି ସେ କେବେ ବି ଏହା ଆଶା କଲେନି ଯେ ଲୋକମାନେ ତାଙ୍କୁ ବିଶେଷ ସମ୍ମାନ ଦିଅନ୍ତୁ । ସେ ମଣ୍ଡଳୀରେ ସେହି ଲୋକମାନଙ୍କ ପାଇଁ ଗୋଟିଏ ଭଲ ଉଦାହରଣ ଅଟନ୍ତି, ଯେଉଁମାନଙ୍କ ପାଖରେ ଦାୟିତ୍ୱଗୁଡ଼ିକ ଥାଏ କିମ୍ବା ଯେଉଁମାନଙ୍କୁ କୌଣସି ବିଶେଷ କାମ ଦିଆଯାଏ ।

ନିଜକୁ ପଚାରନ୍ତୁ: ‘କʼଣ ମୁଁ ଅନ୍ୟମାନଙ୍କ ପାଇଁ କିଛି କରିବା ପାଇଁ ଭାବେ ନା ମୁଁ ଏହା ଭାବେ ଯେ ଅନ୍ୟମାନେ ମୋ ପାଇଁ କିଛି କରିବା ଉଚିତ୍‌ ?’

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ