ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
ଇଲୀଫସ୍ ଭଳି ଅନ୍ୟମାନଙ୍କ ସାହସ ଭାଙ୍ଗନ୍ତୁନି
ଇଲୀଫସ୍ ଆୟୁବଙ୍କୁ କହିଲା ଯେ ମଣିଷ କେବେ ବି ଈଶ୍ୱରଙ୍କୁ ଖୁସି କରିପାରିବନି (ଆୟୁ ୧୫:୧୪-୧୬; ପ୍ର୦୫-ହି ୯/୧୫ ପୃ ୨୬ ¶୪-୫)
ଇଲୀଫସ୍ ନିଜ କଥାଗୁଡ଼ିକରୁ ଏହା କହିବାକୁ ଚେଷ୍ଟା କଲା ଯେ ଆୟୁବ ଦୁଷ୍ଟ ଅଟନ୍ତି, ତେଣୁ ତାଙ୍କୁ ଏତେ କଷ୍ଟ ସହିବାକୁ ପଡ଼ୁଛି (ଆୟୁ ୧୫:୨୦)
ଇଲୀଫସ୍ର କଥାଗୁଡ଼ିକରୁ ଆୟୁବଙ୍କୁ କୌଣସି ସାନ୍ତ୍ୱନା ମିଳିଲାନି (ଆୟୁ ୧୬:୧, ୨)
ଇଲୀଫସ୍ ଆୟୁବଙ୍କୁ ଯାହା କହିଲା ସେସବୁ ମିଛ ଥିଲା । ଆମେ ଯିହୋବାଙ୍କ ସେବା କରିବା ପାଇଁ ଯେଉଁ ପରିଶ୍ରମ କରୁ, ତାହାକୁ ସେ ବହୁମୂଲ୍ୟ ମନେକରନ୍ତି । (ଗୀତ ୧୪୯:୪) ଧାର୍ମିକ ଲୋକମାନଙ୍କ ଉପରେ ମଧ୍ୟ ବିପଦଗୁଡ଼ିକ ଆସିପାରେ ।—ଗୀତ ୩୪:୧୯.
ଚିନ୍ତନ ପାଇଁ: ଯେଉଁମାନେ “ସାହସ-ହୀନ” ଅଟନ୍ତି, ସେମାନଙ୍କୁ ଆମେ ନିଜ କଥାରୁ ସାନ୍ତ୍ୱନା କିପରି ଦେଇପାରିବା ?—୧ଥେସ ୫:୧୪; ପ୍ର୧୫-ହି ୨/୧୫ ପୃ ୯ ¶୧୬.