ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb23 ନଭେମ୍ବର ପୃଷ୍ଠା ୮
  • “ମନୁଷ୍ୟ କʼଣ ପରମେଶ୍ୱରଙ୍କ ପ୍ରତି ଲାଭଜନକ ହୋଇପାରେ ?”

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • “ମନୁଷ୍ୟ କʼଣ ପରମେଶ୍ୱରଙ୍କ ପ୍ରତି ଲାଭଜନକ ହୋଇପାରେ ?”
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ପ୍ରାୟ ସମାନ ଲେଖା
  • ଇଲୀଫସ୍‌ ଭଳି ଅନ୍ୟମାନଙ୍କ ସାହସ ଭାଙ୍ଗନ୍ତୁନି
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ଭୁଲ ସୂଚନାରୁ ସାବଧାନ ରହନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ମାର୍ଗଦର୍ଶନ ମାନିଲେ ସଫଳତା ମିଳେ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ଯିହୋବାଙ୍କୁ ଭୟ କରନ୍ତୁ, ତାଙ୍କୁ କ୍ରୋଧିତ କରନ୍ତୁ ନାହିଁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
mwb23 ନଭେମ୍ବର ପୃଷ୍ଠା ୮

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

“ମନୁଷ୍ୟ କʼଣ ପରମେଶ୍ୱରଙ୍କ ପ୍ରତି ଲାଭଜନକ ହୋଇପାରେ ?”

ଇଲୀଫସ୍‌ ଦାବି କଲା ଯେ ଈଶ୍ୱରଙ୍କ ଦୃଷ୍ଟିରେ ମଣିଷମାନଙ୍କ କୌଣସି ମୂଲ୍ୟ ନାହିଁ (ଆୟୁ ୨୨:୧, ୨; ପ୍ର୦୫-ହି ୯/୧୫ ପୃ ୨୭ ¶୧-୩)

ଇଲୀଫସ୍‌ ଏହା ବି ଦାବି କଲା ଯେ ଆମେ ଧାର୍ମିକ ଥିଲେ ମଧ୍ୟ ଯିହୋବାଙ୍କୁ କୌଣସି ଫରକ ପଡ଼େନି (ଆୟୁ ୨୨:୩; ପ୍ର୯୫-ହି ୨/୧୫ ପୃ ୨୭-୨୮ ¶୬)

ଯଦି ଆମେ ଯିହୋବାଙ୍କ ବିଶ୍ୱସ୍ତ ରହିବା, ତେବେ ଯିହୋବା ଶୟତାନକୁ ଉତ୍ତର ଦେଇପାରିବେ ଯିଏ ତାଙ୍କ ନିନ୍ଦା କରେ (ହିତୋ ୨୭:୧୧; ପ୍ର୦୩-ହି ୪/୧୫ ପୃ ୧୪-୧୫ ¶୧୦-୧୨)

ଜଣେ ବୃଦ୍ଧ ଭଉଣୀ ପ୍ରଚାର କରିବା ସମୟରେ କବାଟ ବାଡ଼ାଉଛନ୍ତି ।

ଚିନ୍ତନ ପାଇଁ: ଆପଣ ସର୍ବଶକ୍ତିମାନ ଈଶ୍ୱରଙ୍କ କାମରେ ଆସିପାରିବେ, ଏହାଜାଣି ଆପଣଙ୍କୁ କିପରି ଲାଗେ ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ