ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb23 ନଭେମ୍ବର ପୃଷ୍ଠା ୭
  • “ତୁମ୍ଭମାନଙ୍କର ଯାହା କିଛି ଅଛି, ସେଥିରେ ସନ୍ତୁଷ୍ଟ ଥାଅ”

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • “ତୁମ୍ଭମାନଙ୍କର ଯାହା କିଛି ଅଛି, ସେଥିରେ ସନ୍ତୁଷ୍ଟ ଥାଅ”
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ପ୍ରାୟ ସମାନ ଲେଖା
  • ଚିନ୍ତା କରିବା ବନ୍ଦ କରନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
  • କାମ ଓ ଟଙ୍କାପଇସା ବିଷୟରେ ବାଇବଲରେ କʼଣ କୁହାଯାଇଛି ?
    ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !—ଈଶ୍ୱରଙ୍କଠାରୁ ଶିଖନ୍ତୁ
  • କʼଣ ଆପଣ ସନ୍ତୁଷ୍ଟ ରହିବା ପାଇଁ “ସୁଶିକ୍ଷିତ ?”
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୫
  • ଖୁସିରେ କିପରି ରହିପାରିବା ?
    ସଜାଗ ହୁଅ !—୨୦୨୧
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
mwb23 ନଭେମ୍ବର ପୃଷ୍ଠା ୭

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

“ତୁମ୍ଭମାନଙ୍କର ଯାହା କିଛି ଅଛି, ସେଥିରେ ସନ୍ତୁଷ୍ଟ ଥାଅ”

ଯଦି ଆମେ ଗରିବ ଅଟୁ ତେବେ ଆମେ କେଉଁ କଥାରୁ ପ୍ରଲୋଭିତ ହୋଇପାରିବା, ଯେଉଁଥିରୁ ଯିହୋବାଙ୍କ ସହ ଆମ ସମ୍ପର୍କ ଦୁର୍ବଳ ହୋଇପାରେ । ଉଦାହରଣ ପାଇଁ ହୁଏତ ଆମକୁ ଏପରି ସୁଯୋଗ ମିଳିବ ଯେଉଁଥିରେ ଆମେ ବହୁତ ପଇସା ରୋଜଗାର କରିପାରିବା, କିନ୍ତୁ ଏହି କାମ ଯୋଗୁଁ ଆମେ ଯିହୋବାଙ୍କ ଭଲଭାବେ ସେବା କରିପାରିବାନି । ତେଣୁ ଏବ୍ରୀ ୧୩:୫ ପଦରେ ଲେଖାଥିବା କଥା ଉପରେ ଚିନ୍ତନ କଲେ ଆମେ ସଠିକ୍‌ ନିଷ୍ପତ୍ତି ନେଇପାରିବା ।

“ଆଚାରବ୍ୟବହାରରେ ଧନଲୋଭଶୂନ୍ୟ ହୁଅ”

  • ପ୍ରାର୍ଥନା କରନ୍ତୁ, ତାʼପରେ ଧ୍ୟାନର ସହ ଭାବନ୍ତୁ ଯେ ପଇସା ଆପଣଙ୍କ ପାଇଁ କେତେ ମହତ୍ତ୍ୱ ରଖେ । ଏହା ବି ଭାବନ୍ତୁ ଯେ ଏହି ମାମଲାରେ ଆପଣ ନିଜ ପିଲାମାନଙ୍କ ପାଇଁ କʼଣ ଉଦାହରଣ ରଖୁଛନ୍ତି ।—ସଜା-ହି ୧୦/୧୫ ପୃ ୬.

“ତୁମ୍ଭମାନଙ୍କର ଯାହା କିଛି ଅଛି, ସେଥିରେ ସନ୍ତୁଷ୍ଟ ଥାଅ”

  • ଯଦି ଆପଣଙ୍କ ଇଚ୍ଛାଗୁଡ଼ିକ ଆପଣଙ୍କ ଆବଶ୍ୟକତା ହୋଇଯାଇଛି, ତାହେଲେ ନିଜ ଚିନ୍ତାଧାରାକୁ ପରିବର୍ତ୍ତନ କରନ୍ତୁ ।—ପ୍ର୧୬.୦୭-ହି ପୃ ୭ ¶୧-୨.

“ଆମ୍ଭେ ତୁମ୍ଭକୁ କେବେ ହେଁ ଛାଡ଼ିବା ନାହିଁ, ଆମ୍ଭେ ତୁମ୍ଭକୁ କେବେ ହେଁ ପରିତ୍ୟାଗ କରିବା ନାହିଁ”

  • ଯିହୋବାଙ୍କ ଉପରେ ଭରସା ରଖନ୍ତୁ ଯେ ଯେବେ ଆପଣ ତାଙ୍କ ରାଜ୍ୟକୁ ପ୍ରଥମ ସ୍ଥାନ ଦେବେ, ତେବେ ସେ ଆପଣଙ୍କୁ ନିଜ ଆବଶ୍ୟକତାଗୁଡ଼ିକୁ ପୂରା କରିବା ପାଇଁ ସାହାଯ୍ୟ କରିବେ ।—ପ୍ର୧୪-ହି ୪/୧୫ ପୃ ୨୧ ¶୧୭.

ଚିତ୍ରଗୁଡ଼ିକ: “ଆମ ଭାଇଭଉଣୀ କିପରି ଭାବେ ପ୍ରକୃତ ଶାନ୍ତି ପାଉଛନ୍ତି . . . ଆର୍ଥିକ ସମସ୍ୟା ସତ୍ତ୍ୱେ” ଭିଡିଓର ଦୃଶ୍ୟଗୁଡ଼ିକ । ୧. ଭାଇ ମିଗେଲ ଘର ବାହାରେ ରଖାଯାଇଥିବା ଓଭେନ୍‌ ପାଖରେ ମଇଦା ଦଳୁଛନ୍ତି । ୨. ସେ ଲୋକମାନଙ୍କ କପଡ଼ା ଆଇରନ୍‌ କରୁଛନ୍ତି । ୩. ସେ ଲୁହା ବିକ୍ରି କରୁଥିବା ଗୋଟିଏ ଦୋକାନରେ କାମ କରନ୍ତି ଓ ସେଠାକୁ ଯିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ପ୍ରସ୍ତୁତ ହେବା ସମୟରେ ସେ ନିଜକୁ ଦର୍ପଣରେ ଦେଖି ଖୁସି ହେଉଛନ୍ତି ।

ଆମ ଭାଇଭଉଣୀ କିପରି ଭାବେ ପ୍ରକୃତ ଶାନ୍ତି ପାଉଛନ୍ତି . . . ଆର୍ଥିକ ସମସ୍ୟା ସତ୍ତ୍ୱେ ନାମକ ଭିଡିଓ ଦେଖନ୍ତୁ । ତାʼପରେ ଏପ୍ରଶ୍ନର ଉତ୍ତର ଦିଅନ୍ତୁ:

ଭାଇ ମିଗେଲ ନୋଭୋଆଙ୍କଠାରୁ ଆପଣ କʼଣ ଶିଖିଲେ ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ