ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb23 ନଭେମ୍ବର ପୃଷ୍ଠା ୧୦
  • ନିର୍ଦ୍ଦୋଷ ରହିବା ପାଇଁ ପରିପୂର୍ଣ୍ଣ ହେବା ଜରୁରୀ ନୁହେଁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ନିର୍ଦ୍ଦୋଷ ରହିବା ପାଇଁ ପରିପୂର୍ଣ୍ଣ ହେବା ଜରୁରୀ ନୁହେଁ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ପ୍ରାୟ ସମାନ ଲେଖା
  • ଆପଣ ଯିହୋବାଙ୍କୁ କେତେ ପ୍ରେମ କରନ୍ତି ତାହା ଦେଖାଇବା ଜାରି ରଖନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ଆୟୁବ ନିଜ ସଚ୍ଚୋଟତା ବଜାୟ ରଖିଲେ
    ବାଇବଲର ବାର୍ତ୍ତା ଆପଣଙ୍କ ନିମନ୍ତେ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
mwb23 ନଭେମ୍ବର ପୃଷ୍ଠା ୧୦

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ନିର୍ଦ୍ଦୋଷ ରହିବା ପାଇଁ ପରିପୂର୍ଣ୍ଣ ହେବା ଜରୁରୀ ନୁହେଁ

ଆୟୁବ ଈଶ୍ୱରଙ୍କ ଉପରେ ଦୋଷ ଲଗାଇଲେ (ଆୟୁ ୨୭:୧, ୨)

ଏହା ସତ ଯେ ଆୟୁବ ଅନେକ ଭୁଲ କଲେ, ତଥାପି ସେ ନିଜ ବିଷୟରେ କହିପାରିଲେ ଯେ ସେ ନିର୍ଦ୍ଦୋଷ ଅଟନ୍ତି (ଆୟୁ ୨୭:୫; ଇନସାଇଟ୍‌-୧ ପୃ ୧୨୧୦ ¶୪)

ନିର୍ଦ୍ଦୋଷ ରହିବା ପାଇଁ ପରିପୂର୍ଣ୍ଣ ହେବା ଜରୁରୀ ନୁହେଁ, ବରଂ ଏହା ଜରୁରୀ ଅଟେ ଯେ ଆମେ ମନପ୍ରାଣ ଦେଇ ଯିହୋବାଙ୍କୁ ପ୍ରେମ କରୁ (ମାଥି ୨୨:୩୭; ପ୍ର୧୯.୦୨-ହି ପୃ ୩ ¶୩-୫)

ଜଣେ ଭାଇ ପୂର୍ବେ କରିଥିବା ନିଜ ଭୁଲଗୁଡ଼ିକ ବିଷୟରେ ଭାବି ଦୁଃଖି ହେଉଛନ୍ତି, କିନ୍ତୁ ପରେ ସେ ଖୁସି ଅଛନ୍ତି ଓ ଦୃଢ଼ ନିଷ୍ପତ୍ତି ନେଇଛନ୍ତି ଯେ ସେ ହାର୍‌ ମାନିବେନି ।

ଚିନ୍ତନ ପାଇଁ: ଯିହୋବା ଆମଠୁ କେବେ ବି ପରିପୂର୍ଣ୍ଣ ହେବା ପାଇଁ ଆଶା କରନ୍ତିନି, ଏକଥାରୁ ଆମକୁ ହାର୍‌ ନ ମାନିବା ପାଇଁ କିପରି ପ୍ରୋତ୍ସାହନ ମିଳେ ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ