ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb23 ସେପ୍ଟେମ୍ବର ପୃଷ୍ଠା ୮
  • ଆପଣ ଯିହୋବାଙ୍କୁ କେତେ ପ୍ରେମ କରନ୍ତି ତାହା ଦେଖାଇବା ଜାରି ରଖନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଆପଣ ଯିହୋବାଙ୍କୁ କେତେ ପ୍ରେମ କରନ୍ତି ତାହା ଦେଖାଇବା ଜାରି ରଖନ୍ତୁ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ପ୍ରାୟ ସମାନ ଲେଖା
  • ଆପଣ ଈଶ୍ୱରଙ୍କ ମିତ୍ର କିପରି ହୋଇପାରିବେ ?
    ବାଇବଲ ଆମକୁ କʼଣ ଶିଖାଏ?
  • ନିର୍ଦ୍ଦୋଷ ରହିବା ପାଇଁ ପରିପୂର୍ଣ୍ଣ ହେବା ଜରୁରୀ ନୁହେଁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ଯିହୋବାଙ୍କ ଉପରେ ଆଶା ରଖନ୍ତୁ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୨
  • ସମସ୍ୟା ଆସିଲେ ଶାନ୍ତ ଓ ନମ୍ର ହୋଇ ରହନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
mwb23 ସେପ୍ଟେମ୍ବର ପୃଷ୍ଠା ୮

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ଆପଣ ଯିହୋବାଙ୍କୁ କେତେ ପ୍ରେମ କରନ୍ତି ତାହା ଦେଖାଇବା ଜାରି ରଖନ୍ତୁ

[ଆୟୁବ ବହିର ପରିଚୟ ନାମକ ଭିଡିଓ ଦେଖାନ୍ତୁ ।]

ଶୟତାନ ଦାବି କଲା ଯେ ଆୟୁବ କେବଳ ନିଜ ସ୍ୱାର୍ଥ ପାଇଁ ହିଁ ଯିହୋବାଙ୍କୁ ପ୍ରେମ କରେ ଓ ତାଙ୍କ ସେବା କରେ (ଆୟୁ ୧:୮-୧୧; ପ୍ର୧୮.୦୨-ହି ପୃ ୬-୭ ¶୧୬-୧୭)

ଶୟତାନ ଦାବି କରେ ଯେ ଯିହୋବାଙ୍କ ପାଇଁ ଆମ ମନରେ ପ୍ରକୃତ ପ୍ରେମ ନାହିଁ (ଆୟୁ ୨:୪, ୫; ପ୍ର୧୯.୦୨-ହି ପୃ ୫ ¶୧୦)

ପ୍ରାକୃତିକ ବିପତ୍ତି ଆସିବା ପରେ ଜଣେ ଭଉଣୀ ସୁରକ୍ଷା ଟୋପି ପିନ୍ଧି ଜଣେ ସ୍ତ୍ରୀଙ୍କୁ ସାକ୍ଷ୍ୟ ଦେଉଛନ୍ତି ।

ଯିହୋବା ଆମ ସମସ୍ତଙ୍କୁ ସୁଯୋଗ ଦେଇଛନ୍ତି ଯେ ଆମେ ଶୟତାନକୁ ମିଛ ପ୍ରମାଣିତ କରୁ । (ହିତୋ ୨୭:୧୧) ଯଦିଓ ପରିସ୍ଥିତି ଭଲ ଥାଉ କିମ୍ବା ନ ଥାଉ, ଯଦି ଆମେ ଯିହୋବାଙ୍କୁ ନିଜ ଜୀବନରେ ପ୍ରଥମ ସ୍ଥାନ ଦେବା ତେବେ ଆମେ ପ୍ରମାଣିତ କରୁଥିବା ଯେ ଆମେ ତାଙ୍କୁ ବହୁତ ପ୍ରେମ କରୁ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ