ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb23 ନଭେମ୍ବର ପୃଷ୍ଠା ୧୨
  • କʼଣ ଆପଣ ଆୟୁବଙ୍କ ଭଳି ଭଲ ନାମ ଅର୍ଜନ କରିଛନ୍ତି ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • କʼଣ ଆପଣ ଆୟୁବଙ୍କ ଭଳି ଭଲ ନାମ ଅର୍ଜନ କରିଛନ୍ତି ?
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
  • ପ୍ରାୟ ସମାନ ଲେଖା
  • ଯିହୋବାଙ୍କ ଉପରେ ଆଶା ରଖନ୍ତୁ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୨
  • ଆୟୁବ କିଏ ଥିଲେ ?
    ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୩
mwb23 ନଭେମ୍ବର ପୃଷ୍ଠା ୧୨
ସହରର ଫାଟକ ପାଖରେ ଆୟୁବ ଜଣେ ଗରିବ ସ୍ତ୍ରୀ ଓ ତାଙ୍କ ପୁଅକୁ କିଛି ଖାଇବା ଜିନିଷ ଦେଉଛନ୍ତି ।

ସାହାଯ୍ୟ ଦରକାର ଥିବା ଲୋକମାନଙ୍କୁ ଆୟୁବ ଅଟଳ ପ୍ରେମ ଦେଖାଉଛନ୍ତି

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

କʼଣ ଆପଣ ଆୟୁବଙ୍କ ଭଳି ଭଲ ନାମ ଅର୍ଜନ କରିଛନ୍ତି ?

ଆୟୁବ ଲୋକମାନଙ୍କ ଦୃଷ୍ଟିରେ ଗୋଟିଏ ଭଲ ନାମ ଅର୍ଜନ କରିଥିଲେ (ଆୟୁ ୨୯:୭-୧୧)

ଆୟୁବ ସେହି ଲୋକମାନଙ୍କୁ ଅଟଳ ପ୍ରେମ କରୁଥିଲେ, ଯେଉଁମାନଙ୍କୁ ସାହାଯ୍ୟ ଦରକାର ଥିଲା ଆଉ ଏକଥା ପାଇଁ ସେ ପରିଚିତ ଥିଲେ (ଆୟୁ ୨୯:୧୨, ୧୩; ପ୍ର୦୨-ହି ୫/୧୫ ପୃ ୨୨ ¶୧୯; ବାହାରେ ଦିଆଯାଇଥିବା ଚିତ୍ର ଦେଖନ୍ତୁ)

ଆୟୁବ ସମସ୍ତଙ୍କ ଉପରେ ଦୟା କରୁଥିଲେ ଓ କାହାରି ସହ ବି ଅନ୍ୟାୟ କରୁ ନ ଥିଲେ (ଆୟୁ ୨୯:୧୪; ଇନସାଇଟ୍‌-୧ ପୃ ୬୫୫ ¶୧୦)

ଚିତ୍ରଗୁଡ଼ିକ: ଜଣେ ଯୁବା ଭଉଣୀ ଅନ୍ୟମାନଙ୍କୁ ସାହାଯ୍ୟ କରୁଛନ୍ତି । ୧. ସେ ବୃଦ୍ଧ ଭଉଣୀଙ୍କ ସାଙ୍ଗରେ ଚାଲୁଛନ୍ତି ଆଉ ବୃଦ୍ଧ ଭଉଣୀ ତାଙ୍କ ହାତ ଧରିଛନ୍ତି । ୨. ସେହି ଭଉଣୀ ଅନ୍ୟ ଜଣେ ଭଉଣୀଙ୍କ କଥା ଧ୍ୟାନ ଦେଇ ଶୁଣୁଛନ୍ତି । ୩. ସେହି ଭଉଣୀ ଓ ଅନ୍ୟ ଜଣେ ଭଉଣୀ ନିଜ ଡଗି ଧରି ଆସିଥିବା ଜଣେ ସ୍ତ୍ରୀଙ୍କୁ ପ୍ରଚାର କରୁଛନ୍ତି । ୪. ସେହି ଭଉଣୀ ତାଙ୍କ ଘରେ ଆସିଥିବା ଅତିଥିମାନଙ୍କ ପାଇଁ ଖାଇବା ବାଢ଼ୁଛନ୍ତି ।

ଗୋଟିଏ ଭଲ ନାମ ସମ୍ପତ୍ତିଠାରୁ ବି ଅଧିକ ମହତ୍ତ୍ୱ ରଖେ । (ପ୍ର୦୯-ଇଂ ୨/୧ ପୃ ୧୫ ¶୩-୪) ଭଲ ନାମ ଅର୍ଜନ କରିବାରେ ବହୁତ ସମୟ ଲାଗେ । ଯେବେ ଆମେ ଲଗାତାର ସଠିକ୍‌ କାମ କରୁ, ତେବେ ଆମ ଭଲ ନାମ ହୁଏ ।

ନିଜକୁ ପଚାରନ୍ତୁ, ‘ଅନ୍ୟମାନଙ୍କ ଦୃଷ୍ଟିରେ ମୋର କିପରି ନାମ ଅଛି ? ସେମାନଙ୍କୁ ମୋ ଭିତରେ କେଉଁ କେଉଁ ଗୁଣ ଦେଖାଯାଏ ?’

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ