ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • w24 ଡିସେମ୍ବର ପୃଷ୍ଠା ୩୨
  • ଯିହୋବାଙ୍କ ବିଶ୍ୱସ୍ତ ସେବକମାନେ ନିଜ ପ୍ରତିଜ୍ଞା ପୂରା କରନ୍ତି

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯିହୋବାଙ୍କ ବିଶ୍ୱସ୍ତ ସେବକମାନେ ନିଜ ପ୍ରତିଜ୍ଞା ପୂରା କରନ୍ତି
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୪
  • ପ୍ରାୟ ସମାନ ଲେଖା
  • ଯିପ୍ତହଙ୍କର ଯିହୋବାଙ୍କ ସହ ମଜବୁତ ସମ୍ପର୍କ ଥିଲା
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ଯିପ୍ତହଙ୍କ ପ୍ରତିଜ୍ଞା
    ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୪
w24 ଡିସେମ୍ବର ପୃଷ୍ଠା ୩୨

ଅଧ୍ୟୟନ ପାଇଁ ବିଷୟ

ଯିହୋବାଙ୍କ ବିଶ୍ୱସ୍ତ ସେବକମାନେ ନିଜ ପ୍ରତିଜ୍ଞା ପୂରା କରନ୍ତି

ବିଚାରକର୍ତ୍ତା ୧୧:୩୦-୪୦ ପଢ଼ନ୍ତୁ ଓ ଜାଣନ୍ତୁ ଯେ ମାନତ କିମ୍ବା ପ୍ରତିଜ୍ଞା ପୂରା କରିବା ବିଷୟରେ ଆମେ ଯିପ୍ତହ ଓ ତାଙ୍କ ଝିଅଙ୍କଠାରୁ କʼଣ ଶିଖୁ ।

ଅଧିକ ଜାଣିବା ପାଇଁ ଆଖପାଖର ପଦଗୁଡ଼ିକ ପଢ଼ନ୍ତୁ । ଯେବେ ଜଣେ ବିଶ୍ୱସ୍ତ ଇସ୍ରାଏଲୀୟ ଯିହୋବାଙ୍କ ପାଇଁ ମାନତ କରୁଥିଲେ, ତେବେ ତାହା ତାଙ୍କ ଜୀବନରେ କେତେ ଗୁରୁତ୍ତ୍ୱପୂର୍ଣ୍ଣ ଥିଲା ? (ଗଣ. ୩୦:୨) ଯିପ୍ତହ ଓ ତାଙ୍କ ଝିଅ କିପରି ଦେଖାଇଲେ ଯେ ସେମାନେ ଯିହୋବାଙ୍କ ଉପରେ ବିଶ୍ୱାସ କରନ୍ତି ?—ବିଚା. ୧୧:୯-୧୧, ୧୯-୨୪, ୩୬.

ଗଭୀର ଭାବେ ଅନୁସନ୍ଧାନ କରନ୍ତୁ । ଯେବେ ଯିପ୍ତହ ଯିହୋବାଙ୍କୁ ମାନତ କରିଲେ, ତେବେ ସେ ପ୍ରକୃତରେ କʼଣ ପ୍ରତିଜ୍ଞା କରୁଥିଲେ ? (ପ୍ର୧୬.୦୪-ହି ପୃ ୭ ¶୧୨) ଯିପ୍ତହ ଓ ତାଙ୍କ ଝିଅ ନିଜ ମାନତ ପୂରା କରିବା ପାଇଁ କʼଣ ତ୍ୟାଗ କଲେ ? (ପ୍ର୧୬.୦୪-ହି ପୃ ୭-୮ ¶୧୪-୧୬) ଆଜି ଜଣେ ଖ୍ରୀଷ୍ଟିୟାନ ହୁଏତ ଯିହୋବାଙ୍କୁ କେଉଁ ପ୍ରତିଜ୍ଞା କରିବେ ?—ପ୍ର୧୭.୦୪-ହି ପୃ ୫-୮ ¶୧୦-୧୯.

ଭାବନ୍ତୁ ଯେ ଆପଣ କʼଣ ଶିଖିଲେ । ନିଜକୁ ପଚାରନ୍ତୁ:

  • ‘ମୋତେ ନିଜ ସମର୍ପଣର ପ୍ରତିଜ୍ଞା ପୂରା କରିବା ପାଇଁ କʼଣ କରିବାକୁ ପଡ଼ିବ ?’ (ପ୍ର୨୦.୦୩-ହି ପୃ ୧୩ ¶୨୦)

  • ‘ଯିହୋବାଙ୍କ ଆହୁରି ଅଧିକ ସେବା କରିବା ପାଇଁ ମୁଁ କʼଣ ତ୍ୟାଗ କରିପାରିବି ?’

  • ‘ମୁଁ ନିଜ ବିବାହ ଶପଥ ପୂରା କରିବା ପାଇଁ କʼଣ କରିପାରିବି ?’ (ମାଥି. ୧୯:୫, ୬; ଏଫି. ୫:୨୮-୩୩)

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ