ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
ଯିପ୍ତହଙ୍କର ଯିହୋବାଙ୍କ ସହ ମଜବୁତ ସମ୍ପର୍କ ଥିଲା
ଯିପ୍ତହ କେବେ ଅସନ୍ତୁଷ୍ଟ ହେଲେ ନାହିଁ (ବିଚା ୧୧:୫-୯; ପ୍ର୧୬-ହି ୦୪ ପୃ ୭ ¶୯)
ଯିପ୍ତହ ଇସ୍ରାଏଲୀୟମାନଙ୍କ ଇତିହାସ ଭଲଭାବେ ଜାଣିଥିଲେ (ବିଚା ୧୧:୧୨-୧୫; ଇନସାଇଟ୍-୨ ପୃ ୨୭ ¶୨)
ଯିପ୍ତହ ଏକଥା ସଦାବେଳେ ମନରେ ରଖିଲେ ଯେ ଯିହୋବା ହିଁ ସତ୍ୟ ଈଶ୍ୱର ଅଟନ୍ତି (ବିଚା ୧୧:୨୩, ୨୪, ୨୭; ଇନସାଇଟ୍-୨ ପୃ ୨୭ ¶୩)
ମୁଁ କେଉଁ ଉପାୟଗୁଡ଼ିକରୁ ଦେଖାଇପାରିବି ଯେ ଯିହୋବାଙ୍କ ସହ ମୋର ମଜବୁତ୍ ସମ୍ପର୍କ ଅଛି ?