ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • wp25 ସଂ ୧ ପୃଷ୍ଠା ୨
  • ପରିଚୟ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ପରିଚୟ
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ସର୍ବସାଧାରଣ)—୨୦୨୫
  • ପ୍ରାୟ ସମାନ ଲେଖା
  • ଯୁଦ୍ଧ ଓ ଲଢ଼େଇଗୁଡ଼ିକର ସମସ୍ତଙ୍କ ଉପରେ ପ୍ରଭାବ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ସର୍ବସାଧାରଣ)—୨୦୨୫
  • ଯୁଦ୍ଧ ଓ ଲଢ଼େଇଗୁଡ଼ିକ କାହିଁକି ଶେଷ ହେଉନି ?
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ସର୍ବସାଧାରଣ)—୨୦୨୫
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ସର୍ବସାଧାରଣ)—୨୦୨୫
wp25 ସଂ ୧ ପୃଷ୍ଠା ୨

ପରିଚୟ

କʼଣ ଆପଣ ଏପରି ଦୁନିଆରେ ବଞ୍ଚିବା ପାଇଁ ଚାହାନ୍ତି, ଯେଉଁଠି କୌଣସି ଯୁଦ୍ଧ କିମ୍ବା ଲଢ଼େଇ ନ ଥିବ ? ଅନେକ ଲୋକ ଭାବନ୍ତି ଯେ ଏପରି କେବେ ବି ହୋଇପାରିବ ନାହିଁ । ଏପରି କାହିଁକି ? କାରଣ ମଣିଷମାନେ ଅନେକ ପ୍ରୟାସ କଲାପରେ ମଧ୍ୟ ଯୁଦ୍ଧକୁ ରୋକିପାରି ନାହାନ୍ତି । ଏହାର କାରଣ ପବିତ୍ର ଶାସ୍ତ୍ରରେ ଦିଆଯାଇଛି । କିନ୍ତୁ ଏହାର ଅର୍ଥ ନୁହେଁ ଯେ ଦୁନିଆରେ କେବେ ଶାନ୍ତି ହେବ ନାହିଁ । ଖୁବ୍‌ ଶୀଘ୍ର ସାରା ଦୁନିଆରେ ଶାନ୍ତି ହେବ । ଶାସ୍ତ୍ରରେ ବୁଝାଇ ଦିଆଯାଇଛି ଯେ ଆପଣ କାହିଁକି ଏହି କଥା ଉପରେ ଭରସା କରିପାରିବେ ।

ଏହି ପତ୍ରିକାରେ “ଯୁଦ୍ଧ” ଓ “ଲଢ଼େଇ” ଭଳି ଯେଉଁ ଶବ୍ଦର ବ୍ୟବହାର କରାଯାଇଛି, ତାହାର ଅର୍ଥ କେବଳ ଦେଶ ଦେଶ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ନୁହେଁ, ବରଂ ଏଥିରେ ରାଜନୈତିକ ଦଳ ମଧ୍ୟରେ ହେଉଥିବା ହଣାକଟା ମଧ୍ୟ ସାମିଲ୍‌ । ଏଥିରେ ଦିଆଯାଇଥିବା କିଛି ଲୋକମାନଙ୍କ ନାମ ବଦଳାଇ ଦିଆଯାଇଛି ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ