ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • sjj ଗୀତ ୪୯
  • ଯିହୋବାଙ୍କ ହୃଦୟ ଖୁସି କର

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯିହୋବାଙ୍କ ହୃଦୟ ଖୁସି କର
  • ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ପ୍ରାୟ ସମାନ ଲେଖା
  • କିପରି ଅନୁଭବ କର ?
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ବାର୍ତ୍ତା ବିତରଣ ପାଇଁ ପ୍ରସ୍ତୁତ
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ମହତ୍ତ୍ୱପୂର୍ଣ୍ଣ କଥାଗୁଡ଼ିକୁ ଚିହ୍ନନ୍ତୁ
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
sjj ଗୀତ ୪୯

ଗୀତ ୪୯

ଯିହୋବାଙ୍କ ହୃଦୟ ଖୁସି କର

(ହିତୋପଦେଶ ୨୭:୧୧)

  1. ୧. ହେ ପିତା, କରେ ପ୍ରତିଜ୍ଞା,

    ମାନିବି ଜୀବନେ ଆଜ୍ଞା

    ଶତ୍ରୁକୁ ଦିଏ ଉତ୍ତର;

    କରେ ଖୁସି ହୃଦେ ତୋର ।

  2. ୨. ଦାସ କରେ ବଡ଼ କାମ,

    ପ୍ରଚାର କରୁ ତୋ ନାମ,

    ଦିଅ ଖାଦ୍ୟ, ରୂପ ଜ୍ଞାନ

    ହୋଇଯିବୁ ବୁଦ୍ଧିମାନ ।

  3. ୩. ପବିତ୍ର ଶକ୍ତି ଦେ ମୋତେ,

    ପଥେ ତୋ ଚାଲିବି ସାଥେ;

    ପ୍ରଶଂସା କରେ ତୁମର

    ଖୁସି ପାଅ ନିରନ୍ତର ।

(ମାଥି. ୨୪:୪୫-୪୭; ଲୂକ ୧୧:୧୩; ୨୨:୪୨ ମଧ୍ୟ ଦେଖନ୍ତୁ ।)

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ