ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ମାର୍କ ୧-୨
“ତୁମ୍ଭର ପାପସବୁ କ୍ଷମା କରାଗଲା”
୨:୫-୧୨
ଏହି ଘଟଣାରୁ ଆମେ କʼଣ ଶିଖୁ?
ଆଦମର ଉତ୍ତରାଧିକାରୀ ଭାବରେ ମଣିଷକୁ ପାପ ମିଳିଛି, ତେଣୁ ମଣିଷ ରୋଗରେ ପଡ଼େ
ଯୀଶୁଙ୍କ ପାଖରେ ପାପ କ୍ଷମା କରିବାର ଅଧିକାର ଅଛି ଏବଂ ରୋଗୀମାନଙ୍କୁ ସୁସ୍ଥ କରିବାର ଶକ୍ତି ମଧ୍ୟ ରହିଛି
ଯୀଶୁ ନିଜ ଶାସନକାଳରେ ଅସିଦ୍ଧତା ଓ ରୋଗଗୁଡ଼ିକୁ ଚିରଦିନ ପାଇଁ ଦୂର କରିଦେବେ
ଯଦି ମୁଁ ରୋଗରେ ପଡ଼େ, ମାର୍କ ୨:୫-୧୨ ପଦରେ ଦିଆଯାଇଥିବା ଘଟଣାରୁ ମୋତେ କିପରି ସାହସ ମିଳିପାରିବ?