ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb18 ଏପ୍ରିଲ୍‌ ପୃଷ୍ଠା ୪
  • ୧୬-୨୨ ଏପ୍ରିଲ୍‌

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ୧୬-୨୨ ଏପ୍ରିଲ୍‌
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୮
mwb18 ଏପ୍ରିଲ୍‌ ପୃଷ୍ଠା ୪

୧୬-୨୨ ଏପ୍ରିଲ୍‌

ମାର୍କ ୧-୨

  • ଗୀତ ୩୫ ଏବଂ ପ୍ରାର୍ଥନା

  • ପ୍ରାରମ୍ଭିକ ଟିପ୍ପଣୀ (୩ ମି. କିମ୍ବା ତାʼଠାରୁ କମ୍‌)

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

  • “ତୁମ୍ଭର ପାପସବୁ କ୍ଷମା କରାଗଲା”: (୧୦ ମି.)

    • [ମାର୍କ ବହିର ପରିଚୟ (ହିନ୍ଦୀ) ନାମକ ଭିଡିଓ ଦେଖାନ୍ତୁ।]

    • ମାର୍କ ୨:୩-୫—ଯୀଶୁ ଜଣେ ପକ୍ଷାଘାତ ରୋଗୀ ପ୍ରତି କରୁଣା କରନ୍ତି ଏବଂ ତାʼର ପାପ କ୍ଷମା କରନ୍ତି [ଯୀଶୁ ହିଁ ପଥ (ଇଂରାଜୀ) ୬୭ ¶୩-୫]

    • ମାର୍କ ୨:୬-୧୨—ଯୀଶୁ ତାକୁ ସୁସ୍ଥ କରି ପ୍ରମାଣିତ କଲେ ଯେ ତାହାଙ୍କ ପାଖରେ ପାପ କ୍ଷମା କରିବାର ଅଧିକାର ରହିଛି (ଅଧ୍ୟୟନ ବାଇବଲ—ମାର୍କ ୨:୯ ଅଧ୍ୟୟନ ତଥ୍ୟ)

  • ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୮ ମି.)

    • ମାର୍କ ୧:୧୧—ଯିହୋବା ଯୀଶୁଙ୍କୁ ଯାହା କହିଲେ, ତାʼର ଅର୍ଥ କʼଣ? (ଅଧ୍ୟୟନ ବାଇବଲ—ଅଧ୍ୟୟନ ତଥ୍ୟ)

    • ମାର୍କ ୨:୨୭, ୨୮—ଯୀଶୁ କାହିଁକି କହିଲେ ଯେ ସେ ‘ବିଶ୍ରାମବାରର . . . ପ୍ରଭୁ ଅଟନ୍ତି’? (ଅଧ୍ୟୟନ ବାଇବଲ—ଅଧ୍ୟୟନ ତଥ୍ୟ)

    • ଏ ସଯ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ କʼଣ ଶିଖିଲେ?

    • ଏହି ଅଧ୍ୟାୟଗୁଡ଼ିକରେ ଆପଣ ଆଉ କʼଣ କʼଣ ରତ୍ନ ପାଇଲେ?

  • ବାଇବଲ ପଠନ: (୪ ମି. କିମ୍ବା ତାʼଠାରୁ କମ୍‌) ମାର୍କ ୧:୧-୧୫

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

  • ପ୍ରଥମ ସାକ୍ଷାତ: (୨ ମି. କିମ୍ବା ତାʼଠାରୁ କମ୍‌) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ। ଆପଣଙ୍କ ଅଞ୍ଚଳରେ ସାଧାରଣତଃ ଲୋକେ କଥାବାର୍ତ୍ତା ରୋକିବା ପାଇଁ ଯାହା କହନ୍ତି, ତାʼର ଉତ୍ତର ଦିଅନ୍ତୁ।

  • ପ୍ରଥମ ପୁନଃସାକ୍ଷାତ: (୩ ମି. କିମ୍ବା ତାʼଠାରୁ କମ୍‌) ‘ପ୍ରଚାର କରିବାର ନମୁନା’ ବ୍ୟବହାର କରନ୍ତୁ।

  • ଦ୍ୱିତୀୟ ପୁନଃସାକ୍ଷାତର ଭିଡିଓ: (୫ ମି.) ଭିଡିଓ ଦେଖାନ୍ତୁ ଏବଂ ତାʼ ଉପରେ ଆଲୋଚନା କରନ୍ତୁ।

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

  • ଗୀତ ୩୮

  • ‘ମୁଁ ଧାର୍ମିକମାନଙ୍କୁ ନୁହେଁ, ପାପୀମାନଙ୍କୁ ଆହ୍ୱାନ କରିବା ନିମନ୍ତେ ଆସିଅଛି’: (୭ ମି.) ଆଲୋଚନା। ଜେଲ୍‌ର ଅନ୍ଧାର କୋଠରୀରୁ ସତ୍ୟର ଆଲୋକକୁ (ହିନ୍ଦୀ) ନାମକ ଭିଡିଓ ଦେଖାନ୍ତୁ। ତାʼପରେ ପଚାରନ୍ତୁ: ଡୋନାଲ୍‌ଡ ଜୀବନରେ କିପରି ଖୁସି ପାଇଲେ? ପ୍ରଚାର ସେବାରେ ପକ୍ଷପାତ ନ କରିବାରେ ଆମେ ଯୀଶୁଙ୍କୁ କିପରି ଅନୁକରଣ କରିପାରିବା?—ମାର୍କ ୨:୧୭.

  • ଯିହୋବା “ବହୁଳ ରୂପରେ” କ୍ଷମା କରନ୍ତି: (୮ ମି.) ଆଲୋଚନା। ହେ ଯିହୋବା, ମୁଁ ଆପଣଙ୍କୁ ପ୍ରଥମ ସ୍ଥାନ ଦେବାକୁ ଚାହେଁ (ହିନ୍ଦୀ) ନାମକ ଭିଡିଓ ଦେଖାନ୍ତୁ। ପଚାରନ୍ତୁ: ଏନଲିଜ୍‌ କାହିଁକି ଏବଂ କିପରି ଯିହୋବାଙ୍କ ପାଖକୁ ଫେରି ଆସିଲେ? (ଯିଶା ୫୫:୬, ୭) ଯେଉଁମାନେ ଯିହୋବାଙ୍କଠାରୁ ଦୂରେଇ ଯାଇଛନ୍ତି, ସେମାନଙ୍କୁ ଆପଣ ଏହି ଅନୁଭୂତି କହି କିପରି ସାହାଯ୍ୟ କରିପାରିବେ?

  • ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି.) ଖୁସିର ଖବର ପାଠ ୬ ¶୫-୮

  • ଶିଖିଥିବା ବିଷୟଗୁଡ଼ିକର ସାରାଂଶ ଏବଂ ପରବର୍ତ୍ତୀ ସଯ୍ତାହର ଏକ ଝଲକ (୩ ମି.)

  • ଗୀତ ୧୨ ଏବଂ ପ୍ରାର୍ଥନା

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ