ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb20 ମେ ପୃଷ୍ଠା ୭
  • ମନରେ ପୂରା ଦୃଶ୍ୟ ଦେଖିବାକୁ ଚେଷ୍ଟା କରନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ମନରେ ପୂରା ଦୃଶ୍ୟ ଦେଖିବାକୁ ଚେଷ୍ଟା କରନ୍ତୁ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
  • ପ୍ରାୟ ସମାନ ଲେଖା
  • ଯିହୋବା ଯୋଷେଫଙ୍କୁ ଭୁଲିଲେ ନାହିଁ
    ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
  • ଜଣେ ଦାସ ଈଶ୍ୱରଙ୍କ କଥା ମାନିଲେ
    ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
  • ଯିହୋବା ଆପଣଙ୍କୁ ସଫଳତା ପାଇବାରେ ସାହାଯ୍ୟ କରୁଛନ୍ତି !
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
mwb20 ମେ ପୃଷ୍ଠା ୭
ଚିତସମୂହ: ଜଣେ ଯୁବା ଭାଇ ବାଇବଲରେ ଯୋଷେଫଙ୍କ ବିଷୟରେ ଯାହା ଶିଖିଲେ, ସେବିଷୟରେ କଳ୍ପନା କରୁଛନ୍ତି । ୧. ଯୋଷେଫଙ୍କୁ ଏକ ଶୁଖିଲା ଗାତରେ ପକାଇ ଦିଆଯାଉଛି । ୨. ମିଦୀୟନୀୟମାନେ ମିଶରକୁ ଯାଉଥିବା ବେଳେ ଯୋଷେଫ ସେମାନଙ୍କ ସହ ଚାଲୁଛନ୍ତି । ୩. ପୋଟୀଫର ଯୋଷେଫଙ୍କ ସହ କଥା ହେଉଥିବା ବେଳେ ତାʼ ସ୍ତ୍ରୀ ଦୂରରୁ ଦେଖୁଛି ।

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ମନରେ ପୂରା ଦୃଶ୍ୟ ଦେଖିବାକୁ ଚେଷ୍ଟା କରନ୍ତୁ

ଯେତେବେଳେ ଆପଣ ବାଇବଲର କୌଣସି ଘଟଣା ପଢ଼ନ୍ତି, ତାକୁ ସବୁଆଡ଼ୁ ବୁଝିବାକୁ ଚେଷ୍ଟା କରନ୍ତୁ । ଏହା ଜାଣିବାକୁ ଚେଷ୍ଟା କରନ୍ତୁ ଯେ କେଉଁ ପରିସ୍ଥିତିରେ ଏହି ଘଟଣା ହୋଇଥିଲା, କିଏ କିଏ ଏଥିରେ ସାମିଲ୍‌ ଥିଲେ ଏବଂ ସେମାନେ ଯାହା କଲେ, ତାହା କାହିଁକି କଲେ । ନିଜ ମନର ଆଖିରେ ସେହି ଘଟଣାର ପ୍ରତ୍ୟେକ କଥାକୁ ଦେଖନ୍ତୁ । ସେଠାକାର ଶବ୍ଦଗୁଡ଼ିକୁ ଶୁଣନ୍ତୁ, ସୁଗନ୍ଧକୁ ନିଅନ୍ତୁ ଏବଂ ସେଠାରେ ଉପସ୍ଥିତ ଲୋକମାନଙ୍କର ଭାବନାଗୁଡ଼ିକୁ ବୁଝିବାକୁ ଚେଷ୍ଟା କରନ୍ତୁ ।

ବାଇବଲ ପଢ଼ିବା ବେଳେ ମନରେ ପୂରା ଦୃଶ୍ୟ ଦେଖିବାକୁ ଚେଷ୍ଟା କରନ୍ତୁ—ଏକ ଝଲକ (ହିନ୍ଦୀ) ଭିଡିଓ ଦେଖାନ୍ତୁ । ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ଦାସ ଭାବେ ବିକାଯିବା ପୂର୍ବରୁ ଯୋଷେଫ ।

    କେଉଁସବୁ କାରଣ ଯୋଗୁଁ ଯୋଷେଫ ଓ ତାଙ୍କ ଭାଇମାନଙ୍କ ମଧ୍ୟରେ ମନାନ୍ତର ରହିଥିବ ?

  •  ମିଦୀୟନୀୟମାନେ ମିଶରକୁ ଯାଉଥିବା ବେଳେ ଯୋଷେଫ ସେମାନଙ୍କ ସହ ଚାଲୁଛନ୍ତି ।

    ଯୋଷେଫଙ୍କ ଭାଇମାନେ ହୁଏତ କାହିଁକି ବେଳେ ବେଳେ ବିନା ବୁଝିବିଚାରି କାମ କରୁଥିଲେ ?

  • ଚିତସମୂହ: ଯାକୁବ ଏଷୌ ସହ ଶାନ୍ତି ସ୍ଥାପନ ପାଇଁ ପଦକ୍ଷେପ ନେଉଛନ୍ତି । ୧. ଯାକୁବ ର୍ଥନା କରୁଛନ୍ତି । ୨. ଯାକୁବ ଏଷୌଙ୍କ ଆଗରେ ମିଷ୍ଠ ଣାମ କରୁଛନ୍ତି । ୩. ଏଷୌ ଯାକୁବଙ୍କୁ ଆଲିଙ୍ଗନ କରୁଛନ୍ତି ।

    ବାଇବଲରୁ ଆମକୁ ଯୋଷେଫଙ୍କ ପିତା ଯାକୁବଙ୍କ ବିଷୟରେ କʼଣ ଜଣାପଡ଼େ ?

  • କଳହକୁ ସମାଧାନ କରିବା ବିଷୟରେ ଯାକୁବ ନିଜ ପୁଅମାନଙ୍କୁ କେଉଁ ବଢ଼ିଆ ଶିକ୍ଷା ଦେଲେ ?

  • ଆପଣ ଏହି ଭିଡିଓରୁ କʼଣ ଶିଖିଲେ ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ