ନଭେମ୍ବର—ଜୀବନ ଓ ସେବା ସଭା ପୁସ୍ତିକା ପାଇଁ ରେଫରେନ୍ସ
୨-୮ ନଭେମ୍ବର
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଯାତ୍ରା ପୁସ୍ତକ ୩୯-୪୦
“ମୋଶା ଠିକ୍ ସେହିପରି କଲେ ଯେପରି ଯିହୋବା କହିଲେ”
ପ୍ର୧୧-ହି ୯/୧୫ ପୃ ୨୭ ¶୧୩
କʼଣ ଯିହୋବା ଆପଣଙ୍କୁ ଜାଣନ୍ତି ?
13 कोरह के विपरीत मूसा “पृथ्वी भर के रहने वाले सब मनुष्यों से बहुत अधिक नम्र स्वभाव का था।” (गिन. 12:3) हर हाल में यहोवा की आज्ञा मानकर उसने दिखाया कि वह नम्र और दीन है। (निर्ग. 7:6; 40:16) बाइबल में ऐसा कोई वाकया नहीं मिलता जहाँ मूसा ने यहोवा के काम करने के तरीके पर सवाल खड़ा किया या उसके इंतज़ाम से खीज उठा हो। उदाहरण के लिए, यहोवा ने निवासस्थान बनाने के बारे में मूसा को हर बारीक जानकारी दी थी जैसे कि उसके तंबू का कपड़ा किस रंग के धागे से बनाया जाना चाहिए और उसमें कितनी फलियाँ या छल्ले होने चाहिए। (निर्ग. 26:1-6) अगर यहोवा के संगठन में कोई निगरान आपको किसी काम को करने के लिए छोटे-से-छोटा निर्देश दे तो आप शायद खीज उठें। यहोवा सबसे बेहतर निगरान है और वह अपने सेवकों को काफी ज़िम्मेदारियाँ देता है और उन पर भरोसा करता है। जब वह किसी मामले में बारीक निर्देश देता है तो उसके पीछे ज़रूर वाजिब कारण होता है। ध्यान दीजिए जब यहोवा ने मूसा को बारीक-से-बारीक जानकारी दी तो वह खीज नहीं उठा मानो यहोवा उसकी काबिलीयत को कम आँक रहा है या उसे अपना हुनर दिखाने का मौका नहीं दे रहा है। इसके बजाय, मूसा ने इस बात का ध्यान रखा कि कारीगर सारा काम “[परमेश्वर के निर्देश] के अनुसार” करें। (निर्ग. 39:32) नम्रता की क्या ही बढ़िया मिसाल! मूसा ने इस बात को माना कि यह यहोवा का काम था और वह तो सिर्फ औज़ार है जिसे यहोवा अपना काम पूरा करने के लिए इस्तेमाल कर रहा है।
ପ୍ର୦୫-ହି ୭/୧୫ ପୃ ୨୬ ¶୩
କʼଣ ଆପଣ ସବୁ ବିଷୟରେ ବିଶ୍ୱାସଯୋଗ୍ୟ ଅଟନ୍ତି ?
3 इब्रानियों 3:5 कहता है: “मूसा तो . . . सेवक की नाईं विश्वासयोग्य रहा।” मूसा नबी किस वजह से विश्वासयोग्य था? परमेश्वर का निवासस्थान बनाने और उसे खड़ा करने में “मूसा ने जो जो आज्ञा यहोवा ने उसको दी थी उसी के अनुसार किया।” (निर्गमन 40:16) यहोवा के उपासकों के नाते, जब हम उसकी एक-एक आज्ञा सख्ती से मानते हैं, तो हम विश्वासयोग्य होने का गुण दिखाते हैं। इसमें यह भी शामिल है कि जब हम पर कड़ी परीक्षाएँ और बड़े-बड़े दुख आएँ तो हम इन्हें झेलते हुए भी यहोवा के वफादार रहें। लेकिन, बड़ी परीक्षाओं में टिके रहने या इन्हें पार करने में कामयाब होने से ही यह साबित नहीं होता कि हम विश्वासयोग्य हैं। यीशु ने कहा: “जो अत्यन्त छोटी-सी बात में विश्वासयोग्य है, वह बहुत में भी विश्वासयोग्य है। और जो अत्यन्त छोटी बात में अधर्मी है, वह बहुत में भी अधर्मी है।” (लूका 16:10, NHT) जिन बातों को हम छोटी और मामूली समझते हैं, उनमें भी हमें विश्वासयोग्य बने रहना चाहिए।
ବହୁମୂଲ୍ୟ ରତ୍ନ ଖୋଜନ୍ତୁ
ଇନସାଇଟ୍-୨ ପୃ ୮୮୪ ¶୩, ୪
ଶିଶୁକଚର୍ମ
ଇସ୍ରାଏଲୀୟମାନଙ୍କୁ କେଉଁଠାରୁ ମିଳିଥିଲା ? ମୂଳ ଏବ୍ରୀ ପାଠରେ ତାକଶ ଶବ୍ଦର ଅନୁବାଦ ଶିଶୁକ ବା ସିଲ୍ ମାଛ କରାଯାଇଛି । କିନ୍ତୁ ତମ୍ବୁର ଛାତ ତିଆରି କରିବା ପାଇଁ ଇସ୍ରାଏଲୀୟମାନଙ୍କୁ ସିଲ୍ ମାଛର ଚମଡ଼ା କେଉଁଠାରୁ ମିଳିଥିବ ? ଏହା ସତ ଯେ ସିଲ୍ ମାଛ ଆର୍କଟିକ ଓ ଆଣ୍ଟାର୍ଟିକା ମହାଦ୍ୱୀପରେ ମିଳିଥାʼନ୍ତି, କିନ୍ତୁ କିଛି ପ୍ରକାରର ସିଲ୍ ମାଛ ଉଷ୍ଣ ବା ଗରମ ଅଞ୍ଚଳରେ ରହିବା ପସନ୍ଦ କରନ୍ତି । ଏଗୁଡ଼ିକର ଏକ ପ୍ରଜାତି ଯାହାକୁ ମୋଙ୍କ ସିଲ୍ ବୋଲି କୁହାଯାଏ, ଆଜି ବି ଭୂମଧ୍ୟସାଗର ଓ ଅନ୍ୟ କିଛି ସମୁଦ୍ରଗୁଡ଼ିକରେ ଦେଖିବାକୁ ମିଳନ୍ତି, ଯେଉଁଠାରେ ସେତେ ଥଣ୍ଡା ହୁଏ ନାହିଁ । ଶହ ଶହ ବର୍ଷ ଧରି ମଣିଷ ସିଲ୍ ମାଛର ଶିକାର କରିଆସୁଛି । ତେଣୁ ଆଜି ଏଗୁଡ଼ିକର ସଂଖ୍ୟା ବହୁତ କମ୍ ହୋଇଯାଇଛି । କିନ୍ତୁ ଏହା ବିଶ୍ୱାସ କରାଯାଏ ଯେ ପ୍ରାଚୀନ କାଳରେ ଏହି ମାଛ ଭୂମଧ୍ୟସାଗର ଓ ଲାଲ ସାଗରରେ ବହୁ ସଂଖ୍ୟାରେ ଦେଖା ଯାଉଥିଲେ । ଏକ ବହି ଅନୁସାରେ, ୧୮୩୨ ମସିହାରେ ସୀନୟ ଅଞ୍ଚଳର ପାଖରେ ଲାଲ ସାଗରର ଅନେକ ଛୋଟ ଛୋଟ ଦ୍ୱୀପଗୁଡ଼ିକରେ ସିଲ୍ ମାଛ ଦେଖିବାକୁ ମଳିଥିଲା । (କ୍ୟାଲମେଟଙ୍କ ବହି ଡିକ୍ସନାରୀ ଅଫ ଦି ହୋଲି ବାଇବଲ, ଇଂରାଜୀ ସଂସ୍କରଣ, ପୃଷ୍ଠା ୧୩୯)
ପ୍ରାଚୀନ ସମୟରେ ମିଶରର ଲୋକେ ବ୍ୟବସାୟ ପାଇଁ ଲାଲ ସାଗର ଓ ଭୂମଧ୍ୟସାଗରରେ ଜାହାଜ ସାହାଯ୍ୟରେ ଜିନିଷଗୁଡ଼ିକର ନେବା ଆଣିବା କରୁଥିଲେ । ହୁଏତ ସେମାନେ ସିଲ୍ ମାଛର ବ୍ୟବସାୟ ମଧ୍ୟ କରୁଥିଲେ । ଯେତେବେଳେ ଇସ୍ରାଏଲୀୟମାନେ ମିଶର ଛାଡ଼ି ଯାଉଥିଲେ, ସେତେବେଳେ ସେମାନେ ମିଶରୀୟମାନଙ୍କଠାରୁ ଅନ୍ୟ ମୂଲ୍ୟବାନ ଜିନିଷଗୁଡ଼ିକ ସହିତ ହୁଏତ ସିଲ୍ ମାଛର ଚମଡ଼ା ମଧ୍ୟ ନେଇଥିବେ ।—ଯାତ୍ରା ୧୨:୩୫, ୩୬.
ପ୍ର୧୫-ହି ୭/୧୫ ପୃ ୨୧ ¶୧
ଆପଣଙ୍କ କାମ ଉପରେ କିଏ ଧ୍ୟାନ ଦେଉଛି, କʼଣ ଏହା ମହତ୍ତ୍ୱ ରଖେ ?
ଯେତେବେଳେ ସମାଗମ-ତମ୍ବୁ ତିଆରି ଶେଷ ହେଲା, ସେତେବେଳେ “ମେଘ ସେହି ସମାଗମ-ତମ୍ବୁ ଆଚ୍ଛାଦନ କଲା ଓ ସଦାପ୍ରଭୁଙ୍କର ପ୍ରତାପ ଆବାସକୁ ପରିପୂର୍ଣ୍ଣ କଲା ।” (ଯାତ୍ରା. ୪୦:୩୪) ଯିହୋବାଙ୍କ ମଞ୍ଜୁରିର କେତେ ବଢ଼ିଆ ପ୍ରମାଣ ! ସେତେବେଳେ ବତ୍ସଲେଲ ଓ ଅହଲୀୟାବଙ୍କୁ କିପରି ଲାଗିଥିବ ? ଏହା ସତ ଯେ ସେମାନେ ତିଆରି କରିଥିବା ଜିନିଷଗୁଡ଼ିକରେ ସେମାନଙ୍କ ନାମ ଖୋଦାଯାଇ ନ ଥିଲା, କିନ୍ତୁ ଏହା ଜାଣି ସେମାନଙ୍କୁ ନିଶ୍ଚୟ ସନ୍ତୁଷ୍ଟି ମିଳିଥିବ ଯେ ସେମାନଙ୍କ ପରିଶ୍ରମ ଉପରେ ଯିହୋବାଙ୍କର ଆଶିଷ ରହିଛି । (ହିତୋ. ୧୦:୨୨) ଆଗକୁ ଯାଇ, ଏହା ଦେଖି ମଧ୍ୟ ସେମାନଙ୍କ ହୃଦୟ ଖୁସି ହୋଇଥିବ ଯେ ସେମାନେ ତିଆରିଥିବା ଜିନିଷଗୁଡ଼ିକ ଏବେ ମଧ୍ୟ ଯିହୋବାଙ୍କ ସେବାରେ ବ୍ୟବହାର କରାଯାଉଛି । ଯେତେବେଳେ ବତ୍ସଲେଲ ଓ ଅହଲୀୟାବଙ୍କୁ ନୂତନ ପୃଥିବୀରେ ଜୀବିତ କରାଯିବ, ସେତେବେଳେ ସେମାନେ ଏହା ଜାଣି କେତେ ଖୁସି ହେବେ ଯେ ସମାଗମ-ତମ୍ବୁ ସତ୍ୟ ଉପାସନା ପାଇଁ ପ୍ରାୟ ୫୦୦ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରାଯାଇଥିଲା !
୯-୧୫ ନଭେମ୍ବର
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଲେବୀ ପୁସ୍ତକ ୧-୩
“ବଳିଦାନ କାହିଁକି ଚଢ଼ାଯାଉଥିଲା ?”
ଇନସାଇଟ୍-୨ ପୃ ୫୨୫
ବଳିଦାନ
होम-बलियाँ । होम-बलि परमेश्वर को दिया जानेवाला ऐसा चढ़ावा था, जिसमें पूरा-का-पूरा जानवर जलाया जाता था। जानवर का कोई भी हिस्सा बलिदान देनेवाला अपने पास नहीं रखता था। (न्या 11:30, 31, 39, 40 से तुलना करें।) कई बार होम-बलि के साथ-साथ पाप-बलि भी चढ़ायी जाती थी। होम-बलि चढ़ाकर एक व्यक्ति मानो यहोवा से गुज़ारिश करता था कि वह उसकी पाप-बलि कबूल करे यीशु इस मायने में “होम-बलि” था कि उसने अपने आपको पूरी तरह अर्पित कर दिया।
ଇନସାଇଟ୍-୨ ପୃ ୫୨୮ ¶୪
ବଳିଦାନ
अनाज का चढ़ावा । शांति-बलि, होम-बलि, पाप-बलि के साथ-साथ कई बार अनाज का चढ़ावा भी यहोवा को अर्पित किया जाता था। यह पहले फल के चढ़ावे के तौर पर भी यहोवा को चढ़ाया जाता था। कुछ मौकों पर अनाज का चढ़ावा अलग से भी चढ़ाया जाता था। (निर्ग 29:40-42; लैव 23:10-13, 15-18; गिन 15:8, 9, 22-24; 28:9, 10, 20, 26-28; अध्या 29) इसे चढ़ाकर एक व्यक्ति यहोवा के लिए अपना एहसान ज़ाहिर करता था कि उसने बहुतायत में उसे पैदावार दी है। कई बार चढ़ावे के साथ तेल और लोबान भी अर्पित किया जाता था। अनाज के चढ़ावे में मैदा, सेंका हुआ अनाज या छल्ले जैसी रोटियाँ या पापड़ियाँ होती थीं जिन्हें तंदूर में पकाया जाता था या सेंका जाता था या फिर कड़ाही में तला जाता था। अनाज के चढ़ावे का कुछ हिस्सा होम-बलि की वेदी पर रखा जाता था और इसका कुछ हिस्सा याजक खाते थे। जब अनाज का चढ़ावा शांति-बलियों के साथ चढ़ाया जाता था, तो बलिदान चढ़ानेवाला व्यक्ति भी उसमें से खा सकता था। (लैव 6:14-23; 7:11-13; गिन 18:8-11) यहोवा को अर्पित किए गए अनाज के चढ़ावे में खमीर या “शहद” नहीं होना था (शहद का मतलब अंजीर या फलों का रस हो सकता है), जो कि चढ़ावे को सड़ा सकता था।—लैव 2:1-16.
ଇନସାଇଟ୍-୨ ପୃ ୫୨୬ ¶୧
ବଳିଦାନ
शांति-बलि । जब यहोवा बलिदान चढ़ानेवाले की शांति-बलि स्वीकार करता था, तो उसका मतलब था कि यहोवा और उसके बीच शांति का रिश्ता है। बलिदान देनेवाला और उसका घराना उस बलिदान में से खाते थे (पवित्र डेरे के आँगन में या यहूदी परंपरा के मुताबिक उन छप्परों में, जो आँगन में लगाए जाते थे; जब मंदिर बनाया गया, तो भोजन के कमरों में)। बलिदान चढ़ानेवाला याजक और मंदिर में सेवा करनेवाले याजक भी उस बलिदान में से खाते थे। जब जानवर की चरबी जलायी जाती थी और उससे धुआँ ऊपर उठता था, तो वह ऐसा था मानो यहोवा को उसका हिस्सा दिया जा रहा है। जानवर का खून जो जीवन को दर्शाता है, वह भी उसे अर्पित किया जाता था। यह ऐसा था मानो याजक और उपासक सब मिलकर यहोवा के साथ खाना खा रहे हों, जो उनके बीच शांति के रिश्ते को दिखाता था। अगर कोई मूसा के कानून के मुताबिक अशुद्ध हालत में या फिर तीसरे दिन बलि का गोश्त खाता (गरमी के मौसम में गोश्त सड़ने लगता था) तो वह पवित्र चीज़ों का अनादर कर रहा होता। इस वजह से ऐसे इंसान को मौत की सज़ा दी जानी थी।—लैव 7:16-21; 19:5-8.
ବହୁମୂଲ୍ୟ ରତ୍ନ ଖୋଜନ୍ତୁ
ପ୍ର୦୪-ହି ୫/୧୫ ପୃ ୨୨ ¶୧
ଲେବୀ ପୁସ୍ତକ ବହିର ମୁଖ୍ୟାଂଶ
୨:୧୩—“ସମସ୍ତ ନୈବେଦ୍ୟ ସହିତ” ଲୁଣ ଚଢ଼ାଇବା କାହିଁକି ଜରୁରୀ ଥିଲା ? ଏହାକୁ ବଳିର ସ୍ୱାଦ ବଢ଼ାଇବା ପାଇଁ ଚଢ଼ାଯାଉ ନ ଥିଲା । ସାରା ପୃଥିବୀରେ ଖାଇବା ଜିନିଷଗୁଡ଼ିକରେ ଲୁଣ ଏଥିପାଇଁ ମିଶାଯାଏ, କାରଣ ଏହା ଶୀଘ୍ର ସଢ଼ି ଯିବ ନାହିଁ । ତେଣୁ ବଳି ସହ ଲୁଣ ଚଢ଼ାଇବା ହୁଏତ ସଢ଼ିଯିବା କିମ୍ବା ଖରାପ ନ ହେବା ପାଇଁ ସୁରକ୍ଷିତ ରଖିବାକୁ ଦର୍ଶାଏ ।
ଇନସାଇଟ୍-୧ ପୃ ୮୧୩
ମେଦ
ନିୟମର କାରଣ—ମୋଶାଙ୍କ ନିୟମ ଅନୁସାରେ ବଳି କରାଯାଇଥିବା ପଶୁର ରକ୍ତ ଏବଂ ମେଦ ବା ଚର୍ବି ଉପରେ କେବଳ ଯିହୋବାଙ୍କର ଅଧିକାର ଥିଲା । ରକ୍ତ ଜୀବନକୁ ଦର୍ଶାଏ ଏବଂ ଜୀବନ ଯିହୋବା ଦେଉଥିବାରୁ ରକ୍ତ ଯିହୋବାଙ୍କୁ ଅର୍ପଣ କରାଯିବାର ଥିଲା । (ଲେବୀ ୧୭:୧୧, ୧୪) ପଶୁର ଚର୍ବି ତାର ଶରୀରର ସବୁଠାରୁ ଉତ୍ତମ ଅଂଶ ଥିଲା ବୋଲି ମନେ କରାଯାଉଥିଲା । ଏଥିପାଇଁ ଯେତେବେଳେ ଜଣେ ବ୍ୟକ୍ତି ବଳିଦାନରେ ଚର୍ବି ଚଢ଼ାଉଥିଲା, ଏଥିରୁ ଜଣା ପଡ଼ୁଥିଲା ଯେ ସେ ଯିହୋବାଙ୍କୁ ସବୁଠାରୁ ଉତ୍ତମ ଉପହାର ଦେବାକୁ ଚାହୁଁଥିଲା, ଯାହାର ସେ ଅଧିକାରୀ ମଧ୍ୟ । ଏହି କାରଣରୁ ଇସ୍ରାଏଲୀୟମାନେ ଚର୍ବିକୁ “ଭୋଜନ” ଭାବରେ ନିଆଁରେ ଜଳାଉଥିଲେ, ଯାହାର ‘ଆଘ୍ରାଣ’ ବା ସୁଗନ୍ଧ ନେଇ ଯିହୋବା ଖୁସି ହେଉଥିଲେ । (ଲେବୀ ୩:୧୧, ୧୬) ଚର୍ବିକୁ ଯିହୋବାଙ୍କ ପାଇଁ ଅଲଗା ରଖାଯିବାର ଥିଲା । ତେଣୁ ଯଦି କେହି ତାକୁ ଖାଆନ୍ତା, ତେବେ ସେ ସତେ ଯେପରି ଯିହୋବାଙ୍କ ଭାଗରୁ ଖାଆନ୍ତା । ବ୍ୟବସ୍ଥା ଅନୁସାରେ ଏପରି ବ୍ୟକ୍ତିକୁ ମୃତ୍ୟୁଦଣ୍ଡ ଦିଆଯାʼନ୍ତା । କିନ୍ତୁ ଯଦି କୌଣସି ପଶୁ ମୃତ ଥିବ, କିମ୍ବା ଅନ୍ୟ କୌଣସି ପଶୁ ତାକୁ ମାରି ଦେଇଥିବ, ତେବେ ତାର ଚର୍ବିକୁ ଅନ୍ୟ କୌଣସି କାମ ପାଇଁ ବ୍ୟବହାର କରାଯାଇପାରୁଥଲା । କିନ୍ତୁ ରକ୍ତକୁ ଯେକୌଣସି ପରିସ୍ଥିତିରେ ମଧ୍ୟ ବ୍ୟବହାର କରାଯିବାର ନ ଥିଲା ।—ଲେବୀ ୭:୨୩-୨୫.
ପ୍ର୦୪-ହି ୫/୧୫ ପୃ ୨୨ ¶୨
ଲେବୀ ପୁସ୍ତକ ବହିର ମୁଖ୍ୟାଂଶ
୩:୧୭— ମେଦ ବା ଚର୍ବିକୁ ଶରୀରର ସବୁଠାରୁ ଉତ୍ତମ ଭାଗ ବୋଲି ମନେ କରାଯାଉଥିଲା । ଏହା ଛଡ଼ା, ଚର୍ବିକୁ ଖାଇବା ପାଇଁ ଯେଉଁ ମନା କରାଯାଇଥିଲା, ସେଥିରୁ ଇସ୍ରାଏଲୀୟମାନେ ଭଲ ଭାବେ ବୁଝି ଯାଇଥିବେ ଯେ ସବୁଠାରୁ ଉତ୍ତମ ଭାଗ ଉପରେ ଯିହୋବାଙ୍କର ଅଧିକାର ରହିଛି । (ଆଦି ପୁସ୍ତକ ୪୫:୧୮) ଏହା ଆମକୁ ମନେ ପକାଇଦିଏ ଯେ ଆମେ ମଧ୍ୟ ଯିହୋବାଙ୍କୁ ନିଜର ସବୁଠାରୁ ଉତ୍ତମ ଦେବା ଉଚିତ୍ ।—ହିତୋପଦେଶ ୩:୯, ୧୦; କଲସୀୟ ୩:୨୩, ୨୪.
୧୬-୨୨ ନଭେମ୍ବର
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଲେବୀ ପୁସ୍ତକ ୪-୫
“ଯିହୋବାଙ୍କୁ ସବୁଠାରୁ ଉତ୍ତମ ବଳି ଚଢ଼ାନ୍ତୁ”
ଇନସାଇଟ୍-୨ ପୃ ୫୨୭ ¶୯
ବଳିଦାନ
दोष-बलि । पाप करने पर एक व्यक्ति दोषी महसूस करता, इसलिए मूसा के कानून के मुताबिक उसे दोष-बलि चढ़ानी थी। कानून में यह भी बताया गया था कि कौन-से पाप करने पर एक व्यक्ति को दोष-बलि चढ़ानी है। यह बलि पाप-बलियों से थोड़ी अलग थी। दोष-बलि तब चढ़ायी जाती थी जब एक व्यक्ति यहोवा के खिलाफ या फिर किसी इंसान के खिलाफ पाप करता। यहोवा चाहता था कि वह अपने किए पर पश्चाताप करे और उसकी भरपाई करे। फिर उस व्यक्ति का ज़मीर उसे नहीं कचोटता और वह चैन से जी सकता था।—यशा. 53:10 से तुलना करें।
ପ୍ର୦୯-ହି ୧୦/୧ ପୃ ୩୨ ¶୩
ସେ ଆମ ସୀମା ଜାଣନ୍ତି
जी नहीं, कानून में ऐसी कोई माँग नहीं की गयी थी। यहोवा परमेश्वर अपने उपासकों की गहरी परवाह करता है और इसी परवाह की झलक हमें उसके दिए कानून में मिलती है। उसमें बताया गया था: “यदि उसे भेड़ वा बकरी देने की सामर्थ्य न हो, तो अपने पाप के कारण दो पंडुकी [या फाख्ता] वा कबूतरी के दो बच्चे दोषबलि चढ़ाने के लिये यहोवा के पास ले आए।” (आयत 7) अगर एक इसराएली इतना गरीब होता कि वह भेड़ नहीं चढ़ा सकता था, तो जितना उससे बन पड़ता उसे परमेश्वर कबूल करता। यानी एक भेड़ की जगह, दो फाख्ता या दो कबूतर।
ପ୍ର୦୯-ହି ୧୦/୧ ପୃ ୩୨ ¶୪
ସେ ଆମ ସୀମା ଜାଣନ୍ତି
लेकिन अगर वह दो चिड़ियाँ भी नहीं चढ़ा पाता, तब क्या? कानून बताता है: “तो वह अपने पाप के कारण अपना चढ़ावा एपा का दसवां भाग [यानी करीब 1 किलो] मैदा पापबलि करके ले आए।” (आयत 11) यह आयत दिखाती है कि यहोवा ने गरीबों को यह छूट दी थी कि वे ऐसा बलिदान चढ़ा सकते हैं, जिसमें लहू नहीं होता। इसलिए इसराएल में चाहे एक इंसान कितना भी गरीब क्यों न हो, वह अपने पापों की माफी पा सकता था और परमेश्वर के साथ दोबारा एक अच्छा रिश्ता कायम कर सकता था।
ବହୁମୂଲ୍ୟ ରତ୍ନ ଖୋଜନ୍ତୁ
ପ୍ର୧୬.୦୨-ହି ପୃ ୨୯ ¶୧୪
ଯିହୋବାଙ୍କ ବିଶ୍ୱସ୍ତ ସେବକମାନଙ୍କଠାରୁ ଶିଖନ୍ତୁ
୧୪ ଆପଣଙ୍କଠାରେ କୃପା ଗୁଣ ଥିଲେ ଆପଣ ପ୍ରଥମେ ଯିହୋବାଙ୍କର ଏବଂ ତାʼପରେ ଅନ୍ୟମାନଙ୍କର ମଧ୍ୟ ବିଶ୍ୱସ୍ତ ରହିପାରିବେ । ଯେପରି, ଆପଣଙ୍କ ପାଖରେ ହୁଏତ ଏହାର ପ୍ରମାଣ ଥିବ ଯେ ଜଣେ ଭାଇ କିଛି ଗମ୍ଭୀର ପାପ କରିଛନ୍ତି । ଆପଣ ହୁଏତ ତାଙ୍କ ବିଶ୍ୱସ୍ତ ରହିବାକୁ ଚାହାନ୍ତି, ବିଶେଷ କରି ଯଦି ସେ ଆପଣଙ୍କ ଘନିଷ୍ଠ ମିତ୍ର ବା ପରିବାରର ସଦସ୍ୟ ଅଟନ୍ତି । କିନ୍ତୁ ଆପଣ ଏହା ମଧ୍ୟ ଜାଣନ୍ତି ଯେ ଯିହୋବାଙ୍କ ବିଶ୍ୱସ୍ତ ରହିବା ଅଧିକ ଜରୁରୀ । ତେଣୁ ନାଥନଙ୍କ ଭଳି ଯିହୋବାଙ୍କ ଆଜ୍ଞା ପାଳନ କରନ୍ତୁ । ଏହା ସହିତ, ସେହି ଭାଇଙ୍କ ପ୍ରତି ଆପଣଙ୍କ ବ୍ୟବହାରରେ କୃପା ଦେଖାନ୍ତୁ । ତାଙ୍କୁ କୁହନ୍ତୁ ଯେ ସେ ଯଥାଶୀଘ୍ର ପ୍ରାଚୀନମାନଙ୍କ ସହ ସେବିଷୟରେ କଥା ହେବେ ଏବଂ ସେମାନଙ୍କଠାରୁ ସାହାଯ୍ୟ ନେବେ । ଯଦି ସେ ଏପରି କରନ୍ତି ନାହିଁ, ତେବେ ଆପଣ ନିଜେ ପ୍ରାଚୀନମାନଙ୍କୁ ଜଣାଇବା ଉଚିତ୍ । ଏପରି କରି ଆପଣ ଯିହୋବାଙ୍କ ବିଶ୍ୱସ୍ତ ରହନ୍ତି । ଏହା ସହିତ, ଆପଣ ନିଜ ମିତ୍ର କିମ୍ବା ସମ୍ପର୍କୀୟଙ୍କ ପ୍ରତି କୃପା ଦେଖାନ୍ତି, କାରଣ ପ୍ରାଚୀନମାନେ ଯିହୋବାଙ୍କ ସହିତ ପୁଣିଥରେ ଭଲ ସମ୍ପର୍କ ଗଢ଼ିବାରେ ତାଙ୍କୁ ସାହାଯ୍ୟ କରିପାରିବେ । ସେମାନେ ବହୁତ ପ୍ରେମ ଓ ଶାନ୍ତିର ସହ ଏପରି କରିବେ ।—ଲେବୀ ପୁସ୍ତକ ୫:୧; ଗାଲାତୀୟ ୬:୧ ପଢ଼ନ୍ତୁ ।
ଇନସାଇଟ୍-୧ ପୃ ୧୧୩୦ ¶୨
ପବିତ୍ରତା
ପଶୁ ଓ ଫସଲ—ପ୍ରଥମଜାତ ବଳଦ, ପ୍ରଥମଜାତ ଅଣ୍ଡିରା ମେଷ ଓ ଛେଳି ଯିହୋବାଙ୍କ ପାଇଁ ପବିତ୍ର ମନେ କରାଯାଉଥିଲା ଏବଂ ଇସ୍ରାଏଲୀୟମାନେ ସେହି ପଶୁମାନଙ୍କୁ ମୁକ୍ତ କରିବାର ନ ଥିଲା । ସେଗୁଡ଼ିକୁ ଯିହୋବାଙ୍କୁ ଅର୍ପଣ କରାଯାଉଥିଲା ଏବଂ ବଳିଦାନର କିଛି ଭାଗ ଯାଜକମାନଙ୍କୁ ଦିଆଯାଉଥିଲା । (ଗଣ ୧୮:୧୭-୧୯) ଫସଲର ପ୍ରଥମ ଉତ୍ପାଦ, ଦଶମାଂଶ ଓ ପବିତ୍ର ସ୍ଥାନରେ ଅର୍ପଣ କରାଯାଇଥିବା ସବୁ ବଳିଦାନ ଓ ଉପହାର ପବିତ୍ର ଥିଲା । ସେଗୁଡ଼ିକ ଯିହୋବାଙ୍କ ପାଇଁ ଅଲଗା ରଖାଯାଉଥିଲା । (ଯାତ୍ରା ୨୮:୩୮) ଏହି ସମସ୍ତ ପବିତ୍ର ଜିନିଷଗୁଡ଼ିକୁ ଯିହୋବାଙ୍କ ସେବା ଛଡ଼ା ଅନ୍ୟ କୌଣସି କାମରେ ବ୍ୟବହାର କରିବାର ନ ଥିଲା । ମନେ କରନ୍ତୁ, ଜଣେ ବ୍ୟକ୍ତି ନିଜ ଗହମ ଫସଲର ଦଶମାଂଶ ଯିହୋବାଙ୍କ ପାଇଁ ଅଲଗା ରଖେ । କିନ୍ତୁ ପରେ, ସେ କିମ୍ବା ତାʼ ଘରର କୌଣସି ବ୍ୟକ୍ତି ଅଜାଣତରେ ସେଥିରୁ କିଛି ଖାଦ୍ୟ ତିଆରି କରିବା ପାଇଁ ନେଇଯାଏ । ଏହିପରି ଭାବେ ସେ ପବିତ୍ର ଜିନିଷଗୁଡ଼ିକ ବିଷୟରେ ଈଶ୍ୱରଙ୍କ ବ୍ୟବସ୍ଥାର ଉଲ୍ଲଙ୍ଘନ କରନ୍ତା । ଏପରି କ୍ଷେତ୍ରରେ ତାକୁ ବ୍ୟବସ୍ଥା ଅନୁଯାୟୀ କ୍ଷତିପୂରଣ ଦେବାକୁ ହୁଅନ୍ତା । କ୍ଷତିପୂରଣରେ ତାକୁ ସେହି ଜିନିଷଗୁଡ଼ିକର ମୂଲ୍ୟ ଓ ସେହି ମୂଲ୍ୟର ଶତକଡ଼ା ୨୦ ଭାଗ ଯୋଡ଼ି ଶୁଝିବାକୁ ପଡ଼ନ୍ତା । ଏହା ଛଡ଼ା, ତାକୁ ଏପରି ଏକ ମେଷର ବଳି ଚଢ଼ାଇବାର ଥିଲା, ଯେଉଁଥିରେ କୌଣସି ଦୋଷ ବା ତ୍ରୁଟି ନ ଥିବ । ଏହିପରି ଭାବେ, ଯେଉଁ ଜିନିଷଗୁଡ଼ିକ ପବିତ୍ର ଥିଲା ଏବଂ ଯିହୋବାଙ୍କ ପାଇଁ ଅଲଗା କରାଯାଉଥିଲା, ସେଗୁଡ଼ିକର ବହୁତ ଆଦର କରାଯିବାର ଥିଲା ।—ଲେବୀ ୫:୧୪-୧୬.
୨୩ -୨୯ ନଭେମ୍ବର
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଲେବୀ ପୁସ୍ତକ ୬-୭
“ଯିହୋବାଙ୍କୁ ଧନ୍ୟବାଦ ଦେବା ପାଇଁ ବଳି”
ପ୍ର୧୯.୧୧-ହି ପୃ ୨୨ ¶୯
ଲେବୀ ପୁସ୍ତକରୁ ଆମେ କʼଣ ଶିଖୁ ?
9 दूसरी सीख: हम यहोवा के एहसानमंद हैं, इसलिए उसकी सेवा करते हैं । इस बात को समझने के लिए आइए प्राचीन इसराएल में सच्ची उपासना के एक और पहलू पर ध्यान दें। वह है शांति-बलियाँ। लैव्यव्यवस्था की किताब में बताया गया है कि “परमेश्वर को धन्यवाद देने के लिए” शांति-बलियाँ चढ़ायी जाती थीं। (लैव्य. 7:11-13, 16-18) यह बलिदान चढ़ाना ज़रूरी नहीं था, लेकिन एक इसराएली यहोवा से प्यार करने की वजह से खुशी-खुशी यह बलिदान चढ़ाता था। बलिदान देनेवाला, उसका घराना और याजक, सब मिलकर उस बलिदान में से खाते थे। लेकिन बलिदान किए गए जानवर के कुछ हिस्से सिर्फ यहोवा को दिए जाते थे, कोई और उन्हें नहीं खा सकता था। ये कौन-से हिस्से थे?
ନୂତନ ଜଗତ ଅନୁବାଦ (ହିନ୍ଦୀ) ଶବ୍ଦାବଳୀ, “ମଙ୍ଗଳାର୍ଥକ ବଳି”
ମଙ୍ଗଳାର୍ଥକ ବଳି
15 शांति-बलि: वह बलिदान जो यहोवा के साथ शांति कायम करने के लिए उसे दिया जाता था। बलिदान देनेवाला और उसका घराना, बलिदान चढ़ानेवाला याजक और मंदिर में सेवा करनेवाले याजक, सब मिलकर उस बलिदान में से खाते थे। जानवर की जलायी चरबी से जो धुआँ उठता वह मानो यहोवा को दिया जाता था। जानवर का खून जो जीवन को दर्शाता है, वह भी उसे अर्पित किया जाता था। यह ऐसा था मानो याजक और उपासक सब मिलकर यहोवा के साथ खाना खा रहे हों, जो उनके बीच शांति के रिश्ते को दिखाता था।—लैव 7:29, 32; व्य 27:7.
ପ୍ର୦୦-ହି ୮/୧୫ ପୃ ୧୯ ¶୮
ଯେଉଁ ବଳିଦାନଗୁଡ଼ିକରୁ ଈଶ୍ୱର ଖୁସି ହେଲେ
8 यह हुई बलि के अन्न या जानवर के शुद्ध होने की बात। मगर बलिदान चढ़ानेवाले व्यक्ति के बारे में क्या? कानून-व्यवस्था में कहा गया था कि परमेश्वर को बलि चढ़ानेवाले हर व्यक्ति को भी शुद्ध और हर दोष से मुक्त होना चाहिए। अगर एक व्यक्ति किसी वजह से अशुद्ध हो जाता, तो उसे परमेश्वर की नज़र में फिर से शुद्ध होने के लिए पहले पापबलि या दोषबलि चढ़ानी पड़ती थी। इसके बाद ही वह परमेश्वर के साथ अच्छा रिश्ता रख सकता था और तभी उसकी होमबलि या मेलबलि को परमेश्वर कबूल करता। (लैव्यव्यवस्था 5:1-6, 15, 17) क्या इससे हम यह नहीं सीखते कि हमें भी हमेशा शुद्ध रहना चाहिए, ताकि हम परमेश्वर के साथ अच्छा रिश्ता रख सकें? जी हाँ, अगर हम चाहते हैं कि परमेश्वर हमारी भक्ति को कबूल करे, तो हमें परमेश्वर के नियम नहीं तोड़ने चाहिए, और अगर तोड़ते हैं तो सुधारने के लिए फौरन कदम उठाना चाहिए। इसमें हमारी मदद करने के लिए परमेश्वर ने “मंडली के प्राचीनों” का और फिरौती बलिदान का इंतज़ाम किया है, जिसका हमें फायदा उठाना चाहिए।—याकूब 5:14; 1 यूहन्ना 2:1, 2.
ବହୁମୂଲ୍ୟ ରତ୍ନ ଖୋଜନ୍ତୁ
ଇନସାଇଟ୍-୧ ପୃ ୮୩୩ ¶୧
ଅଗ୍ନି
ପବିତ୍ର ତମ୍ବୁ ଓ ମନ୍ଦିରରେ ଜଳାଯାଉଥିବା ଅଗ୍ନି । ମହାଯାଜକଙ୍କୁ ପ୍ରତିଦିନ ଦୁଇ ଥର ଧୂପ ଜଳାଇବାର ଥିଲା, ସକାଳେ ଓ ସନ୍ଧ୍ୟାରେ । (ଯାତ୍ରା ୩୦:୭, ୮) ଈଶ୍ୱର ଆଜ୍ଞା ଦେଇଥିଲେ ଯେ ହୋମବଳିର ବେଦି ଉପରେ ଅଗ୍ନି ଲଗାତାର ଜଳିବା ଉଚିତ୍ ଏବଂ ଏହା କେବେ ମଧ୍ୟ ଲିଭିବା ଉଚିତ୍ ନୁହେଁ । (ଲେବୀ ୬:୧୨, ୧୩) କିନ୍ତୁ ବେଦି ଉପରେ ସବୁଠାରୁ ପ୍ରଥମେ ଅଗ୍ନି କିଏ ଜଳାଇଥିଲେ ? ଶହ ଶହ ବର୍ଷ ଧରି ଯିହୁଦୀମାନେ ବିଶ୍ୱାସ କରି ଆସିଛନ୍ତି ଯେ ବେଦି ଉପରେ ସବୁଠାରୁ ପ୍ରଥମେ ଈଶ୍ୱର ନିଆଁ ଲଗାଇଥିଲେ । କିନ୍ତୁ ବାଇବଲରେ ଏପରି କୁହାଯାଇ ନାହିଁ । ଯିହୋବା ଆଗରୁ ମୋଶାଙ୍କୁ ପରାମର୍ଶ ଦେଇଥିଲେ ଯେ ହାରୋଣଙ୍କ ପୁଅମାନେ ବଳିଦାନ ଚଢ଼ାଇବା ପୂର୍ବରୁ “ବେଦି ଉପରେ ଅଗ୍ନି ରଖିବେ ଓ ଅଗ୍ନି ଉପରେ କାଷ୍ଠ ସଜାଇବେ ।” (ଲେବୀ ୧:୭, ୮) ଯେତେବେଳେ ହାରୋଣ ଓ ତାଙ୍କ ପୁଅମାନଙ୍କୁ ଯାଜକପଦରେ ନିଯୁକ୍ତ କରାଗଲା, ସେତେବେଳେ ନିର୍ଦ୍ଦେଶ ଅନୁସାରେ ସେମାନେ ବେଦି ଉପରେ ନିଆଁ ଜଳାଇଲେ ଏବଂ ପ୍ରଥମ ଥର ବଳିଦାନ ଚଢ଼ାଇଲେ । ଏହା ପରେ ଯିହୋବା ବେଦି ଉପରେ ନିଆଁ ବର୍ଷା କଲେ । ଯିହୋବା କାଠ ଜଳାଇବା ପାଇଁ ନୁହେଁ, ବରଂ ବେଦି ଉପରେ ରଖାଯାଇଥିବା “ହୋମବଳି ଓ ମେଦ ଭସ୍ମ” କରିବା ପାଇଁ ନିଆଁ ବର୍ଷା କରିଥିଲେ । ଏହାର ଅର୍ଥ ବେଦି ଉପରେ ରଖାଯାଇଥିବା କାଠଗୁଡ଼ିକରେ ଯାଜକମାନେ ଆଗରୁ ନିଆଁ ଲଗାଇଥିଲେ ଏବଂ ତାʼ ପରେ ଯିହୋବା ବଳିଦାନ ଉପରେ ନିଆଁ ବର୍ଷା କଲେ । (ଲେବୀ ୮:୧୪–୯:୨୪) ଯିହୋବା ଆହୁରି ଅନେକ ଘଟଣାଗୁଡ଼ିକରେ ମଧ୍ୟ ବଳିଦାନକୁ ସ୍ୱୀକାର କରିବା ପାଇଁ ଆକାଶରୁ ନିଆଁ ବର୍ଷା କରିଥିଲେ । ଉଦାହରଣ ପାଇଁ, ମନ୍ଦିରର ଉଦ୍ଘାଟନ ସମୟରେ ଯେତେବେଳେ ରାଜା ଶଲୋମନ ନିଜ ପ୍ରାର୍ଥନା ଶେଷ କଲେ, ଯିହୋବା ଆକାଶରୁ ନିଆଁ ବର୍ଷା କଲେ ଏବଂ ବଳିଦାନ ଭସ୍ମ ହୋଇଗଲା ।—ବିଚା ୬:୨୧; ୧ରାଜା ୧୮:୨୧-୩୯; ୧ବଂଶା ୨୧:୨୬; ୨ବଂଶା ୭:୧.
ସମ୍ପୁର୍ଣ୍ଣ ଶାସ୍ତ୍ର (ଇଂରାଜୀ) ପୃ ୨୭ ¶୧୫
ବାଇବଲର ବହି ସଂଖ୍ୟା ୩—ଲେବୀ ପୁସ୍ତକ
୧୫ (୩) ଯଦି ଜଣେ ବ୍ୟକ୍ତି ଭୁଲରେ କିମ୍ବା ଅଜାଣତରେ ପାପ କରନ୍ତା, ତେବେ ତାକୁ ପାପବଳି ଚଢ଼ାଇବାର ଥିଲା । କେଉଁ ପଶୁର ବଳିଦାନ ଚଢ଼ାଯିବ ତାହା ପ୍ରାୟଶ୍ଚିତ୍ତ କରୁଥିବା ବ୍ୟକ୍ତି କିଏ, ତାʼ ଉପରେ ନିର୍ଭର କରୁଥିଲା । କʼଣ ସେ ଯାଜକ, ନା ପ୍ରଧାନ, ନା ଏକ ସାଧାରଣ ବ୍ୟକ୍ତି, ନା ସମଗ୍ର ଇସ୍ରାଏଲ ଜାତି । ହୋମବଳି ଓ ଶାନ୍ତିବଳି ଚଢ଼ାଇବା କ୍ଷେତ୍ରରେ ଏହା ଲୋକଙ୍କ ଇଚ୍ଛା ଉପରେ ଛାଡ଼ି ଦିଆଯାଉଥିଲା । କିନ୍ତୁ ଯଦି କେହି ପାପ କରନ୍ତା, ତେବେ ତାକୁ ପାପବଳି ଚଢ଼ାଇବାର ହିଁ ଥିଲା ।—ଲେବୀ ୪:୧-୩୫; ୬:୨୪-୩୦.
୩୦ ନଭେମ୍ବର–୬ ଡିସେମ୍ବର
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଲେବୀ ପୁସ୍ତକ ୮-୯
“ଯିହୋବାଙ୍କ ଆଶିଷର ପ୍ରମାଣ”
ଇନସାଇଟ୍-୧ ପୃ ୧୨୦୭
ଯାଜକପଦରେ ନିଯୁକ୍ତ କରାଗଲା
हारून और उसके बेटे नादाब, अबीहू, एलिआज़र और ईतामार को याजकपद सौंपने से पहले मूसा ने उन्हें नहाने की आज्ञा दी। उन्हें खुद को आँगन में रखे ताँबे के हौद के पानी से शुद्ध करना था। (गि 3:2, 3) इसके बाद मूसा ने हारून को महायाजक की शानदार पोशाक पहनायी, जिससे ज़ाहिर होता कि उसे एक खास ज़िम्मेदारी सौंपी गयी है। फिर मूसा ने पवित्र डेरे, उसके सारे साजो-सामान, होम-बलि की वेदी, हौद और उनके साथ इस्तेमाल होनेवाली बाकी सारी चीज़ों का अभिषेक किया और उन्हें पवित्र ठहराया। इन्हें यहोवा की उपासना के लिए ही इस्तेमाल किया जाना था। आखिर में मूसा ने हारून के सिर पर तेल उँडेलकर उसका अभिषेक किया।—लैव 8:6-12; निर्ग 30:22-33; भज 133:2.
ଇନସାଇଟ୍-୧ ପୃ ୧୨୦୮ ¶୮
ଯାଜକପଦରେ ନିଯୁକ୍ତ କରାଗଲା
याजकपद सौंपने के सात दिन पूरे होने के बाद, आठवें दिन हारून और उसके बेटों ने (मूसा के बिना) पहली बार इसराएल राष्ट्र की तरफ से प्रायश्चित के लिए बलिदान चढ़ाए। इसराएलियों ने अपरिपूर्ण होने की वजह से गलतियाँ तो की ही थीं, साथ ही उन्होंने सोने के बछड़े को पूजकर यहोवा को नाखुश किया था। इस वजह से उन्हें माफी की ज़रूरत थी। (लैव 9:1-7; निर्ग 32:1-10) जब हारून और उसके बेटों ने यहोवा को बलिदान अर्पित किए, तो यहोवा ने पवित्र डेरे के ऊपर बादल के खंभे से वेदी पर आग बरसायी जिससे वह बलिदान पूरी तरह भस्म हो गए। इस तरह यहोवा ने ज़ाहिर किया कि वह नियुक्त किए गए इन याजकों से खुश है।—लैव 9:23, 24.
ପ୍ର୧୯.୧୧-ହି ପୃ ୨୩ ¶୧୩
ଲେବୀ ପୁସ୍ତକରୁ ଆମେ କʼଣ ଶିଖୁ ?
13 चौथी सीख: यहोवा के संगठन का जो हिस्सा धरती पर है, उस पर वह आशीष दे रहा है । ध्यान दीजिए कि ईसा पूर्व 1512 में क्या हुआ, जब सीनै पहाड़ के नीचे पवित्र डेरा खड़ा किया गया था। (निर्ग. 40:17) उस मौके पर मूसा ने हारून और उसके बेटों को याजकपद सौंपा। फिर पूरे इसराएल राष्ट्र के सामने इन याजकों ने पहली बार जानवरों के बलिदान चढ़ाए। (लैव्य. 9:1-5) यहोवा ने कैसे ज़ाहिर किया कि वह नियुक्त किए गए इन याजकों से खुश है? जब मूसा और हारून लोगों को आशीर्वाद दे रहे थे, तो यहोवा ने स्वर्ग से आग भेजी और बलिदान को पूरी तरह भस्म कर दिया।—लैव्यव्यवस्था 9:23, 24 पढ़िए ।
ବହୁମୂଲ୍ୟ ରତ୍ନ ଖୋଜନ୍ତୁ
ପ୍ର୧୪-ହି ୧୧/୧୫ ପୃ ୯ ¶୬
ଆମେ କାହିଁକି ପବିତ୍ର ହେବା ଉଚିତ୍ ?
୬ ଇସ୍ରାଏଲର ଯାଜକମାନେ ଶାରୀରିକ ଭାବେ ଶୁଦ୍ଧ ରହିବା ଆଜି ଆମ ପାଇଁ କʼଣ ଅର୍ଥ ରଖେ ? ଆମ ବାଇବଲ ବିଦ୍ୟାର୍ଥୀମାନେ ନିଶ୍ଚିତ ଭାବେ ଦେଖିପାରନ୍ତି ଯେ ଆମେ କିପରି ସଫାସୁତୁରା ରହୁ ଏବଂ ନିଜ ଉପାସନାର ଜାଗାକୁ ମଧ୍ୟ କେତେ ସଫାସୁତୁରା ରଖୁ । କିନ୍ତୁ ଏହାଠାରୁ ମଧ୍ୟ ବଡ଼ କଥା ହେଲା, ଯାଜକମାନଙ୍କର ଶାରୀରିକ ଶୁଦ୍ଧତା ଆମକୁ ଏହା ମନେ ପକାଇଦିଏ ଯେ ଯେଉଁମାନେ ଯିହୋବାଙ୍କ ଉପାସନା କରିବାକୁ ଚାହାନ୍ତି, ସେମାନେ ନିଜ “ଅନଃକରଣ ନିର୍ମଳ” ରଖିବା ଉଚିତ୍ । (ଗୀତସଂହିତା ୨୪:୩, ୪ ପଢ଼ନ୍ତୁ; ଯିଶା. ୨:୨, ୩.) ଏହାର ଅର୍ଥ ହେଉଛି ଯେ ଆମେ ଶୁଦ୍ଧ ମନ, ଶୁଦ୍ଧ ହୃଦୟ ଓ ଶୁଦ୍ଧ ଶରୀରରେ ଯିହୋବାଙ୍କ ପବିତ୍ର ସେବା କରିବା ଉଚିତ୍ । ଏହା ପାଇଁ ଆମେ ସମୟ ସମୟରେ ନିଜର ଯାଞ୍ଚ କରିବା ଜରୁରୀ । ଏପରି କରିବା ସମୟରେ ହୁଏତ ଆମେ ପାଇବା ଯେ ପବିତ୍ର ରହିବା ପାଇଁ ଆମକୁ କିଛି ପରିବର୍ତ୍ତନ କରିବା ଆବଶ୍ୟକ । (୨ କରି. ୧୩:୫) ଉଦାହରଣ ପାଇଁ, ଜାଣିଶୁଣି ପୋନୋଗ୍ରାଫୀ ଦେଖୁଥିବା ଜଣେ ବାପ୍ତିସ୍ମପ୍ରାପ୍ତ ଭାଇ ନିଜକୁ ପଚାରିବା ଉଚିତ୍, ‘କଅଣ ମୁଁ ପ୍ରମାଣିତ କରିପାରିବି ଯେ ମୁଁ ପବିତ୍ର ଅଟେ ?’ ତାʼପରେ ତାଙ୍କୁ ଏହି ବଦଭ୍ୟାସକୁ ଛାଡ଼ିବା ପାଇଁ ସାହାଯ୍ୟ ନେବା ଉଚିତ୍ ।—ଯାକୁ. ୫:୧୪.
ଇନସାଇଟ୍-୨ ପୃ ୪୩୭ ¶୩
ମୋଶା
ଈଶ୍ୱର ମୋଶାଙ୍କୁ ମଧ୍ୟସ୍ଥି ନିଯୁକ୍ତ କରି ଇସ୍ରାଏଲୀୟମାନଙ୍କ ସହ ନିୟମର ଚୁକ୍ତି କରିଥିଲେ । ମୋଶାଙ୍କ ଛଡ଼ା ଅନ୍ୟ କୌଣସି ବ୍ୟକ୍ତିଙ୍କୁ ଏହି ସମ୍ମାନ ଦିଆଯାଇ ନ ଥିଲା । କିନ୍ତୁ ଏହା ଯୀଶୁଙ୍କୁ ଦିଆଯାଇଥିଲା, ଯିଏ ନୂତନ ଚୁକ୍ତିର ମଧ୍ୟସ୍ଥି ଅଟନ୍ତି । ନିୟମର ଚୁକ୍ତିରେ ଦୁଇଟି ପକ୍ଷ ଥିଲେ । ଗୋଟିଏ “ପକ୍ଷ” ଯିହୋବାଙ୍କର ଏବଂ ଅନ୍ୟଟି ଲୋକମାନଙ୍କର (ଅର୍ଥାତ୍ ଇସ୍ରାଏଲର ମୁଖିଆମାନଙ୍କର) । ମୋଶା ମଧ୍ୟସ୍ଥି ଭାବେ ନିୟମର ସର୍ତ୍ତଗୁଡ଼ିକୁ ଲୋକମାନଙ୍କୁ ପଢ଼ି ଶୁଣାଇଲେ, ଯାହା ଶୁଣି ଲୋକେ କହିଲେ, “ସଦାପ୍ରଭୁ ଯେସବୁ କଥା କହିଅଛନ୍ତି, ତାହାସବୁ ଆମ୍ଭେମାନେ ପାଳନ କରିବା ।” ଏହାପରେ ମୋଶା ବଳିଦାନ କରାଯାଇଥିବା ପଶୁମାନଙ୍କର ରକ୍ତ ନେଇ ନିୟମର ପୁସ୍ତକ ଉପରେ ଛିଞ୍ଚିଲେ ଏବଂ ସେହି ଚୁକ୍ତିକୁ ପକ୍କା କଲେ । (ଯାତ୍ରା ୨୪:୩-୮; ଏବ୍ରୀ ୯:୧୯) ଯିହୋବା ମୋଶାଙ୍କୁ କହିଥିଲେ ଯେ ପବିତ୍ର ତମ୍ବୁ ଓ ଏଥିରେ ବ୍ୟବହୃତ ହେବାକୁ ଥିବା ଜିନିଷଗୁଡ଼ିକୁ କିପରି ତିଆରି କରାଯିବା ଉଚିତ୍ । ତେଣୁ ଏସବୁ ତିଆରି କରାଯିବା ସମୟରେ ସେ ଏହାର ଦେଖାରେଖା କରିଥିଲେ । ମଧ୍ୟସ୍ଥି ଭାବେ ମୋଶା ହାରୋଣଙ୍କୁ ମହାଯାଜକ ଭାବେ ଅଭିଷେକ କଲେ । ତାʼପରେ ମୋଶାଙ୍କ ନେତୃତ୍ୱରେ ହିଁ ହାରୋଣ ଓ ତାଙ୍କ ପୁଅମାନେ ଯାଜକ ଭାବେ ପ୍ରଥମ ଥର ଇସ୍ରାଏଲ ରାଷ୍ଟ୍ର ସାମନାରେ ବଳିଦାନ ଚଢ଼ାଇଲେ ।—ଯାତ୍ରା ଅଧ୍ୟା ୨୫-୨୯; ଲେବୀ ଅଧ୍ୟା ୮, ୯.