ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb20 ଡିସେମ୍ବର ପୃଷ୍ଠା ୪
  • କୁଷ୍ଠରୋଗ ବିଷୟରେ ଦିଆଯାଇଥିବା ନିୟମରୁ ଆମେ କʼଣ ଶିଖୁ ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • କୁଷ୍ଠରୋଗ ବିଷୟରେ ଦିଆଯାଇଥିବା ନିୟମରୁ ଆମେ କʼଣ ଶିଖୁ ?
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
  • ପ୍ରାୟ ସମାନ ଲେଖା
  • ଭଲ ମନୋରଞ୍ଜନ କʼଣ, ତାହା କିପରି ଜାଣିବା ?
    ଈଶ୍ୱରଙ୍କ ପ୍ରେମରେ ସ୍ଥିର ହୋଇ ରହନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୦
mwb20 ଡିସେମ୍ବର ପୃଷ୍ଠା ୪

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଲେବୀ ପୁସ୍ତକ ୧୨-୧୩

କୁଷ୍ଠରୋଗ ବିଷୟରେ ଦିଆଯାଇଥିବା ନିୟମରୁ ଆମେ କʼଣ ଶିଖୁ ?

୧୩:୪, ୫, ୪୫, ୪୬, ୫୨, ୫୭

କୁଷ୍ଠରୋଗ ବିଷୟରେ ଯେଉଁ ନିୟମଗୁଡ଼ିକ ଦିଆଯାଇଥିଲା, ସେଥିରୁ ଆମେ କʼଣ ଶିଖୁ ?

  • ଯିହୋବା ଯାଜକମାନଙ୍କୁ କହିଥିଲେ ଯେ କାହାରିକୁ କୁଷ୍ଠରୋଗ ହୋଇଛି ନା ନାହିଁ, ତାହା ସେମାନେ କିପରି ଜାଣିପାରିବେ ଏବଂ ଏପରି କ୍ଷେତ୍ରରେ ସେମାନେ କʼଣ କରିବା ଉଚିତ୍‌ ? ଠିକ୍‌ ସେହିପରି, ଆଜି ପ୍ରାଚୀନମାନେ ତୁରନ୍ତ ଏପରି ଭାଇଭଉଣୀମାନଙ୍କୁ ସାହାଯ୍ୟ କରନ୍ତି, ଯେଉଁମାନଙ୍କର ଯିହୋବାଙ୍କ ସହ ସମ୍ପର୍କ ଦୁର୍ବଳ ହେବାକୁ ଲାଗିଥାଏ ।—ଯାକୁ ୫:୧୪, ୧୫

  • ଇସ୍ରାଏଲୀୟମାନଙ୍କୁ କୁଷ୍ଠରୋଗରେ ସଂକ୍ରମିତ ହୋଇଥିବା ଜିନିଷଗୁଡ଼ିକୁ ନିଆଁରେ ଜଳାଇ ଦେବାର ଥିଲା, ଯାହାଫଳରେ ଏହି ରୋଗ ସଂକ୍ରମଣ ନ ହୁଅନ୍ତା । ଖ୍ରୀଷ୍ଟିୟାନମାନଙ୍କୁ ମଧ୍ୟ ଏପରି ପ୍ରତ୍ୟେକ କାମ ଛାଡ଼ି ଦେବା ଉଚିତ୍‌, ଯାହାଯୋଗୁଁ ସେମାନେ ପାପ କରିପାରନ୍ତି ଏବଂ ଯିହୋବାଙ୍କ ସହ ସେମାନଙ୍କ ସମ୍ପର୍କ ବିପଦରେ ପଡ଼ିପାରେ । (ମାଥି ୧୮:୮, ୯) ହୁଏତ ସେମାନଙ୍କୁ କିଛି ଲୋକଙ୍କ ସହ ସଙ୍ଗତି କରିବା ଛାଡ଼ିବାକୁ ପଡ଼ିବ, କିଛି ବଦଭ୍ୟାସ ଛାଡ଼ିବାକୁ ପଡ଼ିବ କିମ୍ବା କିଛି ପ୍ରକାରର ମନୋରଞ୍ଜନଗୁଡ଼ିକୁ ଛାଡ଼ିବାକୁ ପଡ଼ିବ

ପୂର୍ବେ ଜଣେ ମହିଳା ମଦ୍ୟପାନ କରିବାରେ ଅଭ୍ୟସ୍ତ ଥିଲେ, କି ଏବେ ସେ ଏହି ଅଭ୍ୟାସକୁ ଛା ଦେଇଛନ୍ତି ଏବଂ ଦୃ ସଂକଳ୍ପ କରିଛନ୍ତି ଯେ ସେ ଆଉ ଆଗ ଭଳି ଜୀବନ ଜୀଇଁବେ ନାହି ।

ଜଣେ ଖ୍ରୀଷ୍ଟିୟାନ କିପରି ଦେଖାଇପାରିବେ ଯେ ସେ ଯିହୋବାଙ୍କ ଆଜ୍ଞା ମାନିବାକୁ ଚାହାନ୍ତି ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ