୧୪-୨୦ ଡିସେମ୍ବର
ଲେବୀ ପୁସ୍ତକ ୧୨-୧୩
ଗୀତ ୧୪୦ ଏବଂ ପ୍ରାର୍ଥନା
ପ୍ରାରମ୍ଭିକ ଟିପ୍ପଣୀ (୧ ମି.)
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“କୁଷ୍ଠରୋଗ ବିଷୟରେ ଦିଆଯାଇଥିବା ନିୟମରୁ ଆମେ କʼଣ ଶିଖୁ ?”: (୧୦ ମି.)
ଲେବୀ ୧୩:୪, ୫—ଯେଉଁମାନଙ୍କୁ କୁଷ୍ଠରୋଗ ହୋଇଥିଲା, ସେମାନଙ୍କୁ କିଛି ଦିନ ପାଇଁ ଅଲଗା ରହିବାର ଥିଲା (ପ୍ରସ୧୮.୦୧-ହି ପୃ ୭)
ଲେବୀ ୧୩:୪୫, ୪୬—ସେମାନଙ୍କୁ ଅନ୍ୟମାନଙ୍କଠାରୁ ଅଲଗା ରହିବାର ଥିଲା, ଯାହାଫଳରେ ଅନ୍ୟମାନଙ୍କୁ ରୋଗ ସଂକ୍ରମଣ ନ ହୁଅନ୍ତା (ପ୍ରସ୧୬.୦୩-ହି ପୃ ୯ ¶୧)
ଲେବୀ ୧୩:୫୨, ୫୭—ସଂକ୍ରମିତ ଜିନିଷଗୁଡ଼ିକୁ ନିଆଁରେ ଜଳାଇ ଦେବାର ଥିଲା (ଇନସାଇଟ୍-୨ ପୃ ୨୩୮ ¶୩)
ବହୁମୂଲ୍ୟ ରତ୍ନ ଖୋଜନ୍ତୁ: (୧୦ ମି.)
ଲେବୀ ୧୨:୨, ୫—ପିଲା ଜନ୍ମ କରିବା ପରେ ଜଣେ ସ୍ତ୍ରୀ ଲୋକ କାହିଁକି କିଛି ଦିନ ପାଇଁ “ଅଶୁଚି” ରହୁଥିଲା ? (ପ୍ର୦୪-ହି ୫/୧୫ ପୃ ୨୩ ¶୧)
ଲେବୀ ୧୨:୩—ଯିହୋବା କାହିଁକି କହିଥିଲେ ଯେ ବାଳକମାନେ ଜନ୍ମ ହେବା ପରେ ଅଷ୍ଟମ ଦିନରେ ସେମାନଙ୍କୁ ସୁନ୍ନତ କରାଯାଉ ? (ପ୍ରସ୧୮.୦୧-ହି ପୃ ୭)
ଏ ସପ୍ତାହର ଅଧ୍ୟାୟଗୁଡ଼ିକରୁ ଆପଣ ଯିହୋବାଙ୍କ ବିଷୟରେ ଏବଂ ପ୍ରଚାର ସେବା କିମ୍ବା ଅନ୍ୟ କୌଣସି ବିଷୟରେ କʼଣ ଶିଖିଲେ ?
ବାଇବଲ ପଠନ: (୪ ମି. କିମ୍ବା କମ୍) ଲେବୀ ୧୩:୯-୨୮ (ଶିଖାଇବା ଅଧ୍ୟୟନ ୫)
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପୁନଃସାକ୍ଷାତର ଭିଡିଓ: (୪ ମି.) ଆଲୋଚନା: ଭିଡିଓ ଦେଖାନ୍ତୁ । ତାʼପରେ ପଚାରନ୍ତୁ: ଭାଇ ଅମର କିପରି ଭାବେ ପ୍ରଶ୍ନର ଭଲ ବ୍ୟବହାର କଲେ ? ଭାଇ କିପରି ଭାବେ ପଦକୁ ସ୍ପଷ୍ଟ ଭାବେ ବୁଝାଇଲେ ?
ପୁନଃସାକ୍ଷାତ: (୪ ମି. କିମ୍ବା କମ୍) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । କଥାବାର୍ତ୍ତାରେ ସାଧାରଣତଃ ଆସୁଥିବା ଏକ ବାଧାକୁ ପାର କରନ୍ତୁ । (ଶିଖାଇବା ଅଧ୍ୟୟନ ୧୯)
ପୁନଃସାକ୍ଷାତ: (୫ ମି. କିମ୍ବା କମ୍) ‘ପ୍ରଚାର କରିବାର ନମୁନା’ ସାହାଯ୍ୟରେ କଥା ଆରମ୍ଭ କରନ୍ତୁ । ତାʼପରେ ବ୍ୟକ୍ତି ଜଣକୁ ଖୁସିର ଖବର ପୁସ୍ତିକା ଦିଅନ୍ତୁ ଏବଂ ପାଠ ୧୧ରୁ ବାଇବଲ ଅଧ୍ୟୟନ ଆରମ୍ଭ କରନ୍ତୁ । (ଶିଖାଇବା ଅଧ୍ୟୟନ ୯)
ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ
ମଣ୍ଡଳୀର ଆବଶ୍ୟକତା: (୧୫ ମି.)
ମଣ୍ଡଳୀର ବାଇବଲ ଅଧ୍ୟୟନ: (୩୦ ମି. କିମ୍ବା କମ୍) ପ୍ରେମରେ ସ୍ଥିର ଅଧ୍ୟା ୧୩ ¶୧-୧୨
ଶେଷ ଟିପ୍ପଣୀ (୩ ମି. କିମ୍ବା କମ୍)
ଗୀତ ୩୧ ଏବଂ ପ୍ରାର୍ଥନା