ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb21 ମାର୍ଚ୍ଚ ପୃଷ୍ଠା ୯
  • ଯେଉଁମାନେ ବିଶ୍ୱସ୍ତ ରହନ୍ତି ନାହିଁ, ସେମାନଙ୍କ ଭଳି ହୁଅନ୍ତୁ ନାହିଁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯେଉଁମାନେ ବିଶ୍ୱସ୍ତ ରହନ୍ତି ନାହିଁ, ସେମାନଙ୍କ ଭଳି ହୁଅନ୍ତୁ ନାହିଁ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ପ୍ରାୟ ସମାନ ଲେଖା
  • ଯେତେବେଳେ ପରିବାରର କୌଣସି ସଦସ୍ୟଙ୍କୁ ବହିଷ୍କାର କରାଯାଏ, ନିଜ ବିଶ୍ୱସ୍ତତା ବଜାୟ ରଖନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୭
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
mwb21 ମାର୍ଚ୍ଚ ପୃଷ୍ଠା ୯
ମି ଦୁଇ ଭାଗ ହୋଇଯାଉଛି ଏବଂ ବିଦାହୀ ଇଏଲୀୟମାନେ ସେଥିରେ ବିନାଶ ହେଉଛନ୍ତି ।

ଖ୍ରୀଷ୍ଟୀୟ ଜୀବନଯାପନ କରନ୍ତୁ

ଯେଉଁମାନେ ବିଶ୍ୱସ୍ତ ରହନ୍ତି ନାହିଁ, ସେମାନଙ୍କ ଭଳି ହୁଅନ୍ତୁ ନାହିଁ

କୋରହ, ଦାଥନ ଓ ଅବୀରାମ ଉପାସନା ପାଇଁ କରାଯାଇଥିବା ବ୍ୟବସ୍ଥାର ବିରୁଦ୍ଧରେ କାମ କଲେ । ସେମାନେ ଯିହୋବାଙ୍କ ବିଶ୍ୱସ୍ତ ରହିଲେ ନାହିଁ । ଯିହୋବା ସେହି ତିନି ଜଣଙ୍କୁ ଏବଂ ସେମାନଙ୍କୁ ସମର୍ଥନ କରୁଥିବା ସମସ୍ତ ଲୋକମାନଙ୍କୁ ବିନାଶ କରିଦେଲେ । (ଗଣ ୧୬:୨୬, ୨୭, ୩୧-୩୩) ଭାବନ୍ତୁ ଯେ କେଉଁ କେଉଁ ପରିସ୍ଥିତିରେ ଆପଣଙ୍କ ବିଶ୍ୱସ୍ତତାର ପରୀକ୍ଷା ହୋଇପାରେ । ଯଦି ଆମେ ବାଇବଲରେ କୁହାଯାଇଥିବା ଏପରି କିଛି ଲୋକମାନଙ୍କ ଉଦାହରଣକୁ ମନେ ପକାଇବା ଯେଉଁମାନେ ବିଶ୍ୱସ୍ତ ରହିଲେ ନାହିଁ, ତେବେ ଆମେ ସେମାନଙ୍କ ଭଳି ଭୁଲ କରିବା ନାହିଁ ।

ଯେଉଁମାନେ ବିଶ୍ୱସ୍ତ ରହନ୍ତି ନାହିଁ, ସେମାନଙ୍କ ଭଳି ହୁଅନ୍ତୁ ନାହିଁ ନାମକ ଭିଡିଓ ଦେଖନ୍ତୁ। ତାʼପରେ ଏ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:

  • ‘ଯେଉଁମାନେ ବିସ୍ତ ରହନ୍ତି ନାହି, ସେମାନଙ୍କ ଭଳି ଅ ନାହି’ ଭିଡିଓର ଏକ ଦୃଶ୍ୟ । ନାଡିଆ ଭାବୁଛନ୍ତି ଯେ ଯଦି ସେ ପାର୍ଟିରେ ଯିବେ, ତେବେ କୌଣସି ପିଲା ମଦ ପିଇବା ପାଇଁ ତାଙ୍କ ଉପରେ ଚାପ ପକାଇପାରେ ।

    ନାଡିଆଙ୍କ ବିଶ୍ୱସ୍ତତାର କିପରି ପରୀକ୍ଷା ହେଲା ? କାହାର ମନ୍ଦ ଉଦାହରଣକୁ ମନେ ପକାଇବା ଦ୍ୱାରା ସେ ବିଶ୍ୱସ୍ତ ରହିପାରିଲେ ?

  • ‘ଯେଉଁମାନେ ବିସ୍ତ ରହନ୍ତି ନାହି, ସେମାନଙ୍କ ଭଳି ଅ ନାହି’ ଭିଡିଓର ଏକ ଦୃଶ୍ୟ। ଜଣେ ଭାଇ କୌଣସି କଥାକୁ ନେଇ ଚିନ୍ତିତ ଅଛନ୍ତି ଏବଂ ସେହି ବିଷୟରେ ଭାବୁଛନ୍ତି।

    ଜଣେ ଭାଇ ଯେତେବେଳେ ନିରାଶ ହୋଇଗଲେ, ତାଙ୍କ ବିଶ୍ୱସ୍ତତାର କିପରି ପରୀକ୍ଷା ହେଲା ? କାହାର ମନ୍ଦ ଉଦାହରଣକୁ ମନେ ପକାଇବା ଦ୍ୱାରା ସେ ବିଶ୍ୱସ୍ତ ରହିପାରିଲେ ?

  • ‘ଯେଉଁମାନେ ବିସ୍ତ ରହନ୍ତି ନାହି, ସେମାନଙ୍କ ଭଳି ଅ ନାହି’ ଭିଡିଓର ଏକ ଦୃଶ୍ୟ । ଟେରେନ୍‌ସ କଳ୍ପନା କରୁଛନ୍ତି ଯେ ସେ ରାଜ୍ୟଘରର ବାହାରେ ପାର୍କିଂ ଜାଗାରେ ଜଣେ ଭଉଣୀଙ୍କ ସହ ଏକାନ୍ତରେ କଥା ହେଉଛନ୍ତି। ସେହି ଭଉଣୀଙ୍କ ଛାପତ ହୋଇସାରିଛି ।

    ଟେରେନ୍‌ସଙ୍କ ବିଶ୍ୱସ୍ତତାର କିପରି ପରୀକ୍ଷା ହେଲା ? କାହାର ମନ୍ଦ ଉଦାହରଣକୁ ମନେ ପକାଇବା ଦ୍ୱାରା ସେ ବିଶ୍ୱସ୍ତ ରହିପାରିଲେ ?

  • ‘ଯେଉଁମାନେ ବିସ୍ତ ରହନ୍ତି ନାହି, ସେମାନଙ୍କ ଭଳି ଅ ନାହି’ ଭିଡିଓର ଏକ ଦୃଶ୍ୟ । ଜଣେ କିଶୋର ଭାଇ ନିଜ ଫୋନ୍‌ରେ କିଛି ଦେଖୁଛନ୍ତି। ଜଣେ ପିଲା ତାଙ୍କୁ ଏକ ଲିଙ୍କ୍‌ ପଠାଇଛି, ଯେଉଁଥିରେ ସେ ଅନଲାଇନ୍‌ ଜୁଆ ଖେଳିପାରିବେ ।

    ସ୍କୁଲରେ ଜଣେ ଭାଇଙ୍କ ବିଶ୍ୱସ୍ତତାର କିପରି ପରୀକ୍ଷା ହେଲା ? କାହାର ମନ୍ଦ ଉଦାହରଣକୁ ମନେ ପକାଇବା ଦ୍ୱାରା ସେ ବିଶ୍ୱସ୍ତ ରହିପାରିଲେ ?

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ