ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwb21 ମାର୍ଚ୍ଚ ପୃଷ୍ଠା ୮
  • ଅହଂକାରୀ ହୁଅନ୍ତୁ ନାହିଁ, ନିଜ ଉପରେ ଅଧିକ ଭରସା କରନ୍ତୁ ନାହିଁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଅହଂକାରୀ ହୁଅନ୍ତୁ ନାହିଁ, ନିଜ ଉପରେ ଅଧିକ ଭରସା କରନ୍ତୁ ନାହିଁ
  • ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ପ୍ରାୟ ସମାନ ଲେଖା
  • ‘ଆମ୍ଭେ ହିଁ ତୁମ୍ଭର ଅଧିକାର’
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ଯିହୋବା ନିଜ ଲୋକମାନଙ୍କୁ କିପରି ମାର୍ଗଦର୍ଶନ କରନ୍ତି ?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
  • ଯିହୋବାଙ୍କଠାରୁ ପରାମର୍ଶ ନେବା ଜାରି ରଖନ୍ତୁ
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୨
  • ସେମାନେ ଯିହୋବାଙ୍କ ବିରୁଦ୍ଧରେ ହୋଇଗଲେ
    ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
ଆହୁରି ଦେଖନ୍ତୁ
ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୨୧
mwb21 ମାର୍ଚ୍ଚ ପୃଷ୍ଠା ୮
କୋରହ ଓ ଅନେକ ଇଏଲୀୟ ପୁରୁଷ ମୋଶା ଓ ହାରୋଣଙ୍କ ସାମନାରେ ଛି ହୋଇଛନ୍ତି ଏବଂ ଦୁହିଙ୍କ ବିରୁଦ୍ଧରେ କିଛି କଛନ୍ତି ।

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ

ଅହଂକାରୀ ହୁଅନ୍ତୁ ନାହିଁ, ନିଜ ଉପରେ ଅଧିକ ଭରସା କରନ୍ତୁ ନାହିଁ

କୋରହ ଉପାସନା ପାଇଁ କରାଯାଇଥିବା ବ୍ୟବସ୍ଥାର ବିରୁଦ୍ଧରେ କାମ କଲା, କାରଣ ସେ ଅହଂକାରୀ ହୋଇଯାଇଥିଲା (ଗଣ ୧୬:୧-୩; ପ୍ର୧୧-ହି ୯/୧୫ ପୃ ୨୭ ¶୧୨)

ଯିହୋବା କୋରହକୁ ଅନେକ ଗୁରୁତ୍ୱପୂର୍ଣ୍ଣ କାମ ଦେଇଥିଲେ ଏବଂ ସମସ୍ତେ ତାʼର ଆଦର କରୁଥିଲେ, ତଥାପି ସେ ସନ୍ତୁଷ୍ଟ ନ ଥିଲା (ଗଣ ୧୬:୮-୧୦; ପ୍ର୧୧-ହି ୯/୧୫ ପୃ ୨୭ ¶୧୧)

କୋରହର ମନୋଭାବ ଠିକ୍‌ ନ ଥିଲା ଏବଂ ଏହାର ପରିଣାମ ଅତି ଭୟଙ୍କର ହେଲା (ଗଣ ୧୬:୩୨, ୩୫)

ଆମେ ହୁଏତ ଯିହୋବାଙ୍କ ସେବାରେ ବହୁତ କିଛି କରିଥାଇପାରୁ, କିନ୍ତୁ ଆମେ ଅହଂକାରୀ ହେବା ଉଚିତ୍‌ ନୁହେଁ ଏବଂ ନିଜ ଉପରେ ଅତ୍ୟଧିକ ଭରସା କରିବା ଉଚିତ୍‌ ନୁହେଁ । ଯଦି ଆମେ ଅନେକ ବର୍ଷ ହେଲା ସତ୍ୟରେ ଅଛୁ କିମ୍ବା ଆମକୁ ସଙ୍ଗଠନରେ ଅନେକ ଦାୟିତ୍ୱ ମିଳିଛି, ତେବେ ଆମେ ଆହୁରି ନମ୍ର ହେବା ଉଚିତ୍‌ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ