ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • igw ପୃଷ୍ଠା ୧
  • ପରମେଶ୍ୱରଙ୍କ ବଚନର ପରିଚୟ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ପରମେଶ୍ୱରଙ୍କ ବଚନର ପରିଚୟ
  • ପରମେଶ୍ୱରଙ୍କ ବଚନର ପରିଚୟ
ପରମେଶ୍ୱରଙ୍କ ବଚନର ପରିଚୟ
igw ପୃଷ୍ଠା ୧

ପରମେଶ୍ୱରଙ୍କ ବଚନର ପରିଚୟ

ବାଇବଲରେ ଆଜି ଆମ ସମୟ ପାଇଁ ପରମେଶ୍ୱରଙ୍କଠାରୁ ଅତି ଜରୁରୀ ଖବର ଅଛି । ଆମେ ଜୀବନରେ କେମିତି ପ୍ରକୃତ ଖୁସି ପାଇବା ଓ କେମିତି ପରମେଶ୍ୱରଙ୍କ ମଞ୍ଜୁରୀ ପାଇବା, ବାଇବଲ ଏହାର ବାଟ ଦେଖାଏ । ବାଇବଲ ତଳେ ଦିଆଯାଇଥିବା ପ୍ରଶ୍ନଗୁଡ଼ିକର ଉତ୍ତର ମଧ୍ୟ ଦିଏ ।

  1. ୧ ପରମେଶ୍ୱର କିଏ ଅଟନ୍ତି ?

  2. ୨ ପରମେଶ୍ୱରଙ୍କ ବିଷୟରେ ଆପଣ କିପରି ଜାଣିପାରିବେ ?

  3. ୩ ବାଇବଲର ଲେଖକ କିଏ ?

  4. ୪ ବାଇବଲ ବିଜ୍ଞାନ ସହିତ ଏକମତ ଅଟେ କି ?

  5. ୫ ବାଇବଲରେ ଆମ ପାଇଁ କʼଣ ଖବର ଅଛି ?

  6. ୬ ମଶୀହଙ୍କ ବିଷୟରେ ବାଇବଲରେ କʼଣ ଭବିଷ୍ୟତବାଣୀ କରାଯାଇଥିଲା ?

  7. ୭ ବାଇବଲ ଆମ ସମୟ ବିଷୟରେ କʼଣ କହେ ?

  8. ୮ ଆମ ଦୁଃଖକଷ୍ଟ ପାଇଁ କʼଣ ପରମେଶ୍ୱର ଦାୟୀ ଅଟନ୍ତି ?

  9. ୯ ଆମ ଜୀବନରେ କାହିଁକି ଦୁଃଖକଷ୍ଟ ଆସେ ?

  10. ୧୦ ବାଇବଲ ଭବିଷ୍ୟତ ପାଇଁ କʼଣ ଆଶା ଦିଏ ?

  11. ୧୧ ଜଣେ ମରିଗଲା ପରେ ତାʼର କʼଣ ହୁଏ ?

  12. ୧୨ ମରିଯାଇଥିବା ଲୋକଙ୍କ ପାଇଁ କିଛି ଆଶା ଅଛି କି ?

  13. ୧୩ ପରିଶ୍ରମ ବିଷୟରେ ବାଇବଲ କʼଣ କହେ ?

  14. ୧୪ ଆମେ ନିଜ ସମ୍ପତ୍ତିକୁ କିପରି ଠିକ୍‌ ଭାବେ ବ୍ୟବହାର କରିପାରିବା ?

  15. ୧୫ ଆପଣ ଜୀବନରେ ପ୍ରକୃତ ଖୁସି କିପରି ପାଇବେ ?

  16. ୧୬ ଜୀବନରେ ଆସୁଥିବା ଚିନ୍ତାଗୁଡ଼ିକୁ ଆମେ କିପରି ଦୂର କରିପାରିବା ?

  17. ୧୭ ବାଇବଲ ଆପଣଙ୍କ ପରିବାରକୁ କିପରି ସାହାଯ୍ୟ କରିପାରିବ ?

  18. ୧୮ ପରମେଶ୍ୱରଙ୍କ ପାଖକୁ ଆମେ କେମିତି ଆସିପାରିବା ?

  19. ୧୯ ବାଇବଲରେ ଥିବା ବହିଗୁଡ଼ିକରେ କʼଣ ଜାଣିବାକୁ ମିଳେ ?

  20. ୨୦ ବାଇବଲ କିପରି ପଢ଼ିଲେ ଆମେ ବେଶି ଲାଭ ପାଇପାରିବା ?

ବାଇବଲ ପଦଗୁଡ଼ିକୁ କିପରି ପାଇବା

ବାଇବଲରେ ୬୬ଟି ଛୋଟ ଛୋଟ ବହି ଅଛି । ଏହାକୁ ଦୁଇ ଭାଗରେ ବଣ୍ଟାଯାଏ: ଏବ୍ରୀ-ଆରାମୀ ଶାସ୍ତ୍ର (“ପୁରାତନ ନିୟମ”) ଏବଂ ଗ୍ରୀକ୍‌ ଶାସ୍ତ୍ର (“ନୂତନ ନିୟମ”) । ବାଇବଲର ପ୍ରତ୍ୟେକ ବହିକୁ ଅଧ୍ୟାୟ ଏବଂ ପଦଗୁଡ଼ିକରେ ବଣ୍ଟାଯାଇଛି । ଯେତେବେଳେ ବାଇବଲର କୌଣସି ପଦକୁ ଉଲ୍ଲେଖ କରାଯାଏ, ସେଠାରେ ବହିର ନାମ ପରେ ଥିବା ପ୍ରଥମ ସଂଖ୍ୟାଟି ଅଧ୍ୟାୟକୁ ଦର୍ଶାଏ ଏବଂ ପରବର୍ତ୍ତୀ ସଂଖ୍ୟାଟି ପଦକୁ ଦର୍ଶାଏ । ଉଦାହରଣ ସ୍ୱରୂପ, ଆଦି ପୁସ୍ତକ ୧:୧ ଆଦି ପୁସ୍ତକ ୧ ଅଧ୍ୟାୟର ୧ ପଦକୁ ସୂଚିତ କରେ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ