ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • th ଅଧ୍ୟୟନ ୧୭ ପୃଷ୍ଠା ୨୦
  • ଅନ୍ୟମାନେ ବୁଝିବା ପାଇଁ ସହଜ କରିବା

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଅନ୍ୟମାନେ ବୁଝିବା ପାଇଁ ସହଜ କରିବା
  • ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ
  • ପ୍ରାୟ ସମାନ ଲେଖା
  • ଶ୍ରୋତାମାନଙ୍କ କାମରେ ଆସିବା ଭଳି ତଥ୍ୟ ଦେବା
    ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ
  • ଉତ୍ସାହର ସହିତ କହିବା
    ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ
  • କଥାବାର୍ତ୍ତାର ଶୈଳୀରେ କହିବା
    ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ
  • ପଦକୁ ସ୍ପଷ୍ଟ ଭାବେ ବୁଝାଇବା
    ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ
ଆହୁରି ଦେଖନ୍ତୁ
ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ
th ଅଧ୍ୟୟନ ୧୭ ପୃଷ୍ଠା ୨୦

ଅଧ୍ୟୟନ ୧୭

ଅନ୍ୟମାନେ ବୁଝିବା ପାଇଁ ସହଜ କରିବା

ବାଇବଲ ପଦ

୧ କରିନ୍ଥୀୟ ୧୪:୯

ସାରାଂଶ: ଶ୍ରୋତାମାନଙ୍କୁ ଆପଣଙ୍କ ବାର୍ତ୍ତାର ଅର୍ଥ ବୁଝିବା ପାଇଁ ସାହାଯ୍ୟ କରନ୍ତୁ ।

ଏହା କିପରି କରିପାରିବେ:

  • ଆପଣଙ୍କ ତଥ୍ୟକୁ ଧ୍ୟାନର ସହିତ ଅଧ୍ୟୟନ କରନ୍ତୁ । ଆପଣଙ୍କ ବିଷୟଟିକୁ ଭଲ ଭାବେ ବୁଝନ୍ତୁ, ଯାହାଫଳରେ ଆପଣ ତାକୁ ସରଳ ଭାବେ ଏବଂ ନିଜ ଶବ୍ଦରେ ବୁଝାଇପାରିବେ ।

  • ଛୋଟ ଛୋଟ ବାକ୍ୟ ଏବଂ ସରଳ ଶବ୍ଦଗୁଡ଼ିକ ବ୍ୟବହାର କରନ୍ତୁ । ଯଦିଓ ଆପଣ ଲମ୍ବା ବାକ୍ୟଗୁଡ଼ିକ କହିପାରିବେ, ତଥାପି ଛୋଟ ଛୋଟ ବାକ୍ୟ ଓ ବାକ୍ୟାଂଶ ବ୍ୟବହାର କରି ମୁଖ୍ୟ କଥାଗୁଡ଼ିକୁ କୁହନ୍ତୁ ।

    ବ୍ୟବହାରିକ ପରାମର୍ଶ

    ଏପରି ଅଦରକାରୀ ତଥ୍ୟ ଦିଅନ୍ତୁ ନାହିଁ, ଯାହା ଆପଣଙ୍କ ଶ୍ରୋତାମାନଙ୍କୁ ଗୋଳମାଳିଆ ଲାଗିପାରେ ଏବଂ ସେମାନେ ହୁଏତ ବୁଝିପାରିବେ ନାହିଁ ଯେ ଆପଣ ପ୍ରକୃତରେ କʼଣ କହିବାକୁ ଚାହାନ୍ତି । ଆପଣଙ୍କ କଥାକୁ ବୁଝିବା ପାଇଁ କଷ୍ଟକର କରିବା ପରିବର୍ତ୍ତେ ସରଳ ଭାଷାରେ କୁହନ୍ତୁ ।

  • ଅପରିଚିତ ଶବ୍ଦଗୁଡ଼ିକୁ ସ୍ପଷ୍ଟ କରନ୍ତୁ । ଯଦି ସମ୍ଭବ, ଆପଣଙ୍କ ଶ୍ରୋତାମାନେ ପରିଚିତ ନ ଥିବା ଶବ୍ଦଗୁଡ଼ିକୁ ବ୍ୟବହାର କରନ୍ତୁ ନାହିଁ । ଯଦି ଆପଣଙ୍କୁ କୌଣସି ଅପରିଚିତ ଶବ୍ଦ, ବାଇବଲ ଚରିତ୍ର, ପ୍ରାଚୀନ ପ୍ରଥା କିମ୍ବା ମାପ ପ୍ରକ୍ରିୟା ବିଷୟରେ କହିବାକୁ ପଡ଼େ, ତେବେ ସେଗୁଡ଼ିକୁ ସ୍ପଷ୍ଟ ଭାବେ ବୁଝାନ୍ତୁ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ