ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • sjj ଗୀତ ୯୯
  • ସାକ୍ଷୀ ଆମେ ହଜାରେ-ହଜାରେ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ସାକ୍ଷୀ ଆମେ ହଜାରେ-ହଜାରେ
  • ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ପ୍ରାୟ ସମାନ ଲେଖା
  • ମଜବୁତ୍‌ ରହିବା ଶିଖାନ୍ତୁ
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
sjj ଗୀତ ୯୯

ଗୀତ ୯୯

ସାକ୍ଷୀ ଆମେ ହଜାରେ-ହଜାରେ

(ପ୍ରକାଶିତ ବାକ୍ୟ ୭:୯, ୧୦)

  1. ୧. ସାକ୍ଷୀ ଆମେ ଅଛୁ ମିଶି,

    ହଜାରେ-ହଜାରେ ।

    ଅଟୁ ଆମେ ବିଶ୍ୱସ୍ତ-

    ଓ ଦୃଢ଼ ସତ୍ୟରେ ।

    ଅଧିକରୁ-ଅଧିକ,

    ବଢ଼ୁ ପ୍ରତିଦିନ ।

    କରୁଛୁ ଆମେ ସଙ୍ଗେ ଖୁସି,

    ଯିହୋବାଙ୍କ ମନ ।

  2. ୨. ସାକ୍ଷୀ ଆମେ ଅଛୁ ମିଶି,

    ଦେଉ “ସୁସମାଚାର” ।

    ଯାଇ ଦୂର ବା ପାଖେ,

    କରୁ ଆମେ ପ୍ରଚାର୍‌ ।

    ଲାଗି ରହୁ ଏ କାମେ,

    ଆସିଲେ ବି ଦୁଃଖ ।

    ଯୀଶୁ ଦେବେ ସଦା ‘ବିଶ୍ରାମ’

    ଶାନ୍ତି ଆଉ ସୁଖ ।

  3. ୩. ସାକ୍ଷୀ ଆମେ ଅଛୁ ମିଶି,

    ପିତାଙ୍କ ସମ୍ପତ୍ତି ।

    ‘ରଖନ୍ତି ସେ ତମ୍ବୁରେ

    ଦିନ ଆଉ ରାତି’ ।

    ଅଧିକରୁ-ଅଧିକ,

    କରୁ ପ୍ରଚାର୍‌ କାମ ।

    ମିଶି ଆମେ କରୁ ପବିତ୍ର,

    ଯିହୋବାଙ୍କ ନାମ ।

(ଯିଶା. ୫୨:୭; ମାଥି. ୧୧:୨୯; ପ୍ରକା. ୭:୧୫ ମଧ୍ୟ ଦେଖନ୍ତୁ ।)

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ