ଗୀତ ୧୧୪
ଧୈର୍ଯ୍ୟ ଧର
(ଯାକୁବ ୫:୮)
- ୧. ଯିହୋବାଙ୍କର ନାମ, - ଜଗତରେ ସର୍ବୋତ୍ତମ । - ଚାହାନ୍ତି ସେ ପୋଛିବେ, - ନିଜ ନାମରୁ କଳଙ୍କ । - ଧୈର୍ଯ୍ୟତାର ସହିତ, - ପ୍ରେମରେ ମାନବକୁ, - ନ ହୋଇ କେବେ କ୍ଳାନ୍ତ, - ଦୃଢ଼ତାର କାମ । - ଯିହୋବାଙ୍କ ଇଚ୍ଛା ଯେ, - ପାʼନ୍ତୁ ସମସ୍ତେ ଉଦ୍ଧାର - ଧୈର୍ଯ୍ୟ ଧରି ପ୍ରେମରେ, - କେବେ ବୃଥା ହେବନିରେ । 
- ୨. ଧୈର୍ଯ୍ୟର ଏହି ଗୁଣ, - ଆମକୁ କରେ ଉତ୍ତମ, - ରାଗକୁ କରେ ଶାନ୍ତ, - ଦିଏ ମନକୁ ସଂଯମ । - କର ଭଲ ସର୍ବଦା, - ରଖେ ଆମଠୁ ଆଶା । - ଦିଏ ବୁଦ୍ଧି ଆମକୁ, - ଦୂରାଏ ଚିନ୍ତାରୁ, - ବଢ଼େ ଯେ ଆମ ଗୁଣ, - ଏ ପବିତ୍ର ଶକ୍ତି ଦ୍ୱାରା । - ତାଙ୍କ ପରି ଭାବନା, - କରି ଯେ ଅନୁକରଣ । 
(ଯାତ୍ରା. ୩୪:୧୪; ଯିଶା. ୪୦:୨୮; ୧ କରି. ୧୩:୪, ୭; ୧ ତୀମ. ୨:୪ ମଧ୍ୟ ଦେଖନ୍ତୁ ।)